ଅନ୍ତର୍ଜାତୀୟ

ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି । ଇୟୁର ଜଣେ ଅଧିକାରୀ କହିଛନ୍ତି, ଏହି କଥାକୁ ଗୁରୁତର ସହ ଚିନ୍ତା କରିବାକୁ...

ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଫଳରେ...

ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ ଭୋକିଲା ଶିଶୁଙ୍କୁ ଶୁଆଇଦେବା ଲାଗି ନିଶା ଔଷଧ ବ୍ୟବହାର କରୁଛନ୍ତି। ବଞ୍ଚତ୍ବା ପାଇଁ...

କୋଭିଡ୍‌ କଟକଣାକୁ ନେଇ ତେଜୁଛି ଆନ୍ଦୋଳନ: ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି

ସାଂଘାଇ,୨୭ା୧୧: ଚାଇନାର ସାଂଘାଇ ସମେତ ବିଭିନ୍ନ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ସରକାର ବେଜିଂ, ସାଂଘାଇ ଓ ଉରୁମ୍‌କି ଆଦି ସହରରେ ଜିରୋ କୋଡିଡ୍‌ ପଲିସି ଲାଗୁକରି କଟକଣା ଜାରି କରାଯାଇଛି। ଏହାର ପ୍ରତିବାଦରେ ଜନସାଧାରଣ ରାଜରାସ୍ତାକୁ...

୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା

କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର ସୁନା ଚୋରା ଚାଲାଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ବର୍ତ୍ତମାନ...

ଝିଅ ହେବେ କି କିମ୍‌ଙ୍କ ଉତ୍ତରାଧିକାରୀ

ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍‌ ତାଙ୍କ ଝିଅଙ୍କୁ...

ବ୍ୟାକ୍‌ ଫୁଟରେ ଋଷି ସୁନକ, ଲିଜ ଟ୍ରସ୍‌ଙ୍କ ଭଳି ବିଫଳ ହେବା ନେଇ ଚର୍ଚ୍ଚା ଆରମ୍ଭ…

ଲଣ୍ଡନ,୨୭।୧୧ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ଆଗରେ ପର୍ବତ ଭଳି ଚ୍ୟାଲେଞ୍ଜ ଅଛି। ଏହା ବ୍ୟତୀତ ଟୋରି ସାଂସଦଙ୍କ ଗୋଷ୍ଠୀ ଗଠନ ଏବଂ ବିରୋଧୀ ଲେବର ପାର୍ଟିର...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୫ ମୃତକଙ୍କ ମଧ୍ୟରେ...

ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ...

‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’

ଇସଲାମାବାଦ୍‌,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ...

ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…

ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ...

କିମଙ୍କ ଧମକ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଆମର ଶେଷ ଲକ୍ଷ୍ୟ

ପୋଙ୍ଗୟାଙ୍ଗ,୨୭ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ସାରା ବିଶ୍ୱକୁ ଏକ ବାର୍ତ୍ତା ଦେଇ କହିଛନ୍ତି, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଉତ୍ତର କୋରିଆର ଶେଷ ଲକ୍ଷ୍ୟ । ଏଥିପାଇଁ ସେ ବହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri