ଅନ୍ତର୍ଜାତୀୟ

ଯୁଦ୍ଧ ବନ୍ଦ ପାଇଁ ରୁଷିଆକୁ ନିବେଦନ କଲେ ପୋପ ଫ୍ରାନ୍ସିସ

ଭାଟିକାନ ସିଟି,୨।୧୦:ଗତ ଫେବ୍ରୁଆରୀ ୨୪ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ କେବଳ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିନାହିଁ, ବରଂ ଜନମତ ସଂଗ୍ରହ କରି ଚାରୋଟି ଅଞ୍ଚଳକୁ...

ନୂଆମୋଡ଼ରେ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୨ା୧୦: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଏକ ନୂଆ ମୋଡ଼ରେ ପହଞ୍ଚିଛି। ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ନାଟୋ ସହଯୋଗୀ ଦେଶ ସହିତ ନାଟୋ ଅଞ୍ଚଳର ପ୍ରତ୍ୟେକ...

ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା

ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇମ୍ରାନ କହିଛନ୍ତି, ଯଦି ପାକିସ୍ତାନରେ ଶ୍ରୀଘ୍ର ନିର୍ବାଚନ...

ଇମ୍ରାନଙ୍କ ଅଡୁଆ ବଢ଼ିଲା, ବିଦେଶୀ ଷଡ଼ଯନ୍ତ୍ର ମାମଲାର ବିଚାର ପାଇଁ କ୍ୟାବିନେଟ ମଞ୍ଜୁରୀ…

ଇସଲାମାବାଦ,୨।୧୦ : ରବିବାର ପାକିସ୍ତାନର କ୍ୟାବିନେଟ ଅଡିଓ ଲିକ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ କରିଛନ୍ତି। ଲିକ ହୋଇଥିବା ଅଡିଓରେ ସେ ଆମେରିକାର ବିବାଦୀୟ ସାଇବର ଅପରାଧ ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ...

ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସ : ମନେ ପଡ଼ିଲା ୫୮ ବର୍ଷ ତଳର ପେରୁରେ ହୋଇଥିବା ସମାନ ଘଟଣା, ୩୨୦ ଜଣଙ୍କ ଯାଇଥିଲା ଜୀବନ…

ଜାକର୍ତ୍ତା,୨।୧୦ : ଏକ ଫୁଟବଲ ମ୍ୟାଚ ସମୟରେ ଇଣ୍ଡୋନେସିଆର ଭୟଙ୍କର ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଯନ୍ତ୍ରଣାଦାୟକ ଘଟଣାରେ ୧୭୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୧୮୦ରୁ ଅଧିକ ଲୋକ ଆହତ...

କାନାଡ଼ାର ଭଗବଦ୍‌ ଗୀତା ପାର୍କରେ ଭଙ୍ଗାରୁଜା…

ଅଟଓ୍ବା,୨।୧୦ : କାନାଡାରେ ଭାରତୀୟଙ୍କ ପ୍ରତି ହିଂସା ଜାରି ରହିଛି। ବର୍ତ୍ତମାନ ଏଠାରେ ଭଗବଦ୍‌ ଗୀତା ପାର୍କର ପ୍ରତୀକ ଚିହ୍ନକୁ ଭଙ୍ଗାରୁଜା କରାଯାଇଛି। ମେୟର ପାଟ୍ରିକ ବ୍ରାଉନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି,କିଛି ଦିନ ତଳେ...

ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ

ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା...

ମାନସଲୁ ବେସ୍‌ କ୍ୟାମ୍ପ୍‌ ନିକଟରେ ପୁଣି ହିମ ସ୍ଖଳନ…

କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଗତ ସପ୍ତାହରେ ହୋଇଥିବା ହିମ ସ୍ଖଳନରେ ୨ ଜଣଙକ୍କ ମୃତ୍ୟୁ ଘଟିଥିଲା।...

୩୫୦୦ ଫୁଟ ଉଚ୍ଚରେ ଉଡୁଥିବା ବିମାନକୁ ଗୁଳିମାଡ଼, ଜଣେ ଆହତ

ବର୍ମା,୨ା୧୦: ମ୍ୟାନମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନକୁ ଶୁକ୍ରବାର କେହି ଦୁର୍ବୃତ୍ତ ଗୁଳି ଚଳାଇବାରୁ ଏଥିରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମ୍ୟାନମାର...

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚାଇନା, ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା…

ବେଜିଂ,୨।୧୦ : ଚାଇନା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି କି? ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଟାର୍ଗେଟ ଲକ୍‌ କରିଛି କି? ଅକ୍ଟୋବର ୧୬ ପୂର୍ବରୁ ଚାଇନା ତାଇୱାନ ଉପରେ ଆକ୍ରମଣ କରିବ କି? ଏହି ପ୍ରଶ୍ନଗୁଡିକୁ...

ଜାତିସଂଘରେ ୬ ଘଣ୍ଟା ୫୦ ମିନିଟ ଭାଷଣ ଦେଲେ ମହାତ୍ମା ଗାନ୍ଧୀ…

ଜେନେଭା,୨।୧୦ : ମହାତ୍ମା ଗାନ୍ଧୀ ମିଳିତ ଜାତିସଂଘରେ ଶୁକ୍ରବାର ଏକ ବିଶେଷ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ମୋଟ ୬ ଘଣ୍ଟା ୫୦ ମିନିଟ ଭାଷଣ ଶିକ୍ଷା ଉପରେ ଦେଇଥିଲେ। ବାସ୍ତବରେ, ପ୍ରଥମ ଥର ପାଇଁ, ତାଙ୍କୁ ଜୀବନ...

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri