ମସ୍କୋ,୨୧ା୯: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଏହି ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଂଶିକ ସାମରିକ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ପାଶ୍ଚାତ୍ୟ...
ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି।...
ଇସଲାମାବାଦ,୨୧ା୯: ପାକିସ୍ତାନରେ ବନ୍ୟା ଛାଡ଼ିବା ପରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି, ଆବଶ୍ୟକ ସହାୟତା ନ ଆସିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଚର୍ମ ସଂକ୍ରମଣ, ଡାଇରିଆ ଏବଂ ମ୍ୟାଲେରିଆ ବନ୍ୟା ପ୍ରଭାବିତ ଅଞ୍ଚଳରେ...
Archives
Model This Week
ପିଲାଙ୍କ ଧରିତ୍ରୀ