ଅନ୍ତର୍ଜାତୀୟ

ଫେରୁଛି ତାଲିବାନ୍‌ ବର୍ବରତା

କାବୁଲ,୧୫ା୧୧:୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ୍‌ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ। ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍‌ ଶାସକ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱର...

ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ, ୩ ମୃତ ଅଭିଯୁକ୍ତ ଗିରଫ

ନ୍ୟୁୟର୍କ,୧୫ ।୧୧: ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୁଳିକାଣ୍ଡ ହୋଇଛି । ଏହି ସମୟରେ ଭର୍ଜିନିଆ ବିଶ୍ୱ ବଦ୍ୟାଳୟ ଫୁଟବଲ ଟିମର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ ଜଣ ଆହତ...

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି

ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ ଭବ୍ୟ ସ୍ବାଗତ କରିଥିଲେ। ଏହି ଶିଖର ସମ୍ମିଳନୀରେ ମୋଦି ବିଶ୍ୱ ଅର୍ଥନୈତିକ...

ଇମ୍ରାନଙ୍କ ୟୁ-ଟର୍ନ:ପୁଣି ପ୍ରଧାନମନ୍ତ୍ରୀ ହେଲେ ଆମେରିକା ସହ ସମ୍ପର୍କ ସୁଧାରିବି

ଇସଲାମାବାଦ,୧୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ସହ ସମ୍ପର୍କ ସୁଧାରିବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଯଦି ପୁଣି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଆମେରିକା ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହିଁବେ। ପାକିସ୍ତାନର...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି ଦୂରରେ ବୋଲି ଜଣାପଡିଛି। ସୋମବାର ଦିନ ୧.୩୮ ସମୟରେ ଏହି ଭୂକମ୍ପ ଅନୁଭୂତ...

ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…

ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ବେଜିଂକୁ ସୀମା ସମ୍ବନ୍ଧୀୟ ଚୁକ୍ତିନାମା ଗ୍ରହଣ କରିବାକୁ ପଡ଼ିବ। ଏଥିସହ...

ଆମେରିକା ମାଲିକ, ପାକିସ୍ତାନ ଚାକର, କହିଲେ ଇମ୍ରାନ୍‌…

ଇସଲାମାବାଦ,୧୪।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ଆମର ସମ୍ପର୍କ ମାଲିକ ଏବଂ ଚାକର...

ପୁଣି ଟୁଇଟର୍‌ରୁ ୪୪୦୦ କର୍ମଚାରୀଙ୍କୁ ଛଟେଇ କଲେ ମସ୍କ

ନ୍ୟୁୟର୍କ,୧୪।୧୧: ଟୁଇଟରର ମାଳିକାନା ହାସଲ କରିବା ପରଠାରୁ ଏଲନ ମସ୍କ କ୍ରମାଗତ ପରିବର୍ତ୍ତନ କରିଆସୁଛନ୍ତି। ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପରେ ପୁଣି ମସ୍କ କମ୍ପାନୀରୁ ୪୪୦୦-୫୫୦୦ ଚୁକ୍ତିରେ ରଖାଯାଇଥିବା କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି। ବହୁ ସଂଖ୍ୟକ କର୍ମଚାରୀଙ୍କୁ...

୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…

ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ୨୦୮୦ ମସିହାରେ ଏହାର ଶିଖରରେ ପହଞ୍ଚିବ। ଏହି ସମୟ ମଧ୍ୟରେ...

କ୍ଷମା ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ ସମୟ ମଧ୍ୟ ଦେଉଛନ୍ତି। ଟୁଇଟରରେ ତାଙ୍କର ୧୧୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି...

ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…

ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସୀମା କ୍ରସିଂକୁ ବନ୍ଦ କରିବାକୁ ପଡିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଧିକାରୀମାନେ...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…

ମସ୍କୋ/କ୍ୱିଭ୍‌,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ପ୍ରବଳ ଶୀତ ଯୋଗୁ ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟ ୬ମାସ ପର୍ଯ୍ୟନ୍ତ ବନ୍ଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri