ଅନ୍ତର୍ଜାତୀୟ

କିଙ୍ଗ ଚାର୍ଲସ, ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ

ଲଣ୍ଡନ,୧୦ ।୧୧: କିଙ୍ଗ ଚାର୍ଲସ ତୃତୀୟ ଓ ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, କିଙ୍ଗ ଚାର୍ଲସ...

ନେପାଳରେ ଭୂକମ୍ପ: ୬ ମୃତ

କାଠମାଣ୍ଡୁ,୯।୧୧:ନେପାଳ ଦୋତି ଜିଲାରେ ବୁଧବାର ଭୋରରୁ ବଡ଼ ଧରଣ ଭୂ-କମ୍ପ ହୋଇଥିବାବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଶୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସ୍ଥାନୀ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଭୂମିକମ୍ପର...

ପୁଣି ଆମେରିକା-ଚାଇନା ମୁହାଁମୁହିଁ

ତାଇପେଇ,୯ା୧୧: ତାଇଓ୍ବାନକୁ ନେଇ ପୁଣି ଥରେ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଅଗଷ୍ଟରେ ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଏବେ ଚରମସୀମାରେ ପହଞ୍ଚିଛି। ଏହା...

ନୀରବ ମୋଦି ଭାରତ ଆସିବା ରାସ୍ତା ସଫା

ଲଣ୍ଡନ,୯।୧୧: ଭାରତରେ ୭ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଆଣିବା ପାଇଁ ରାସ୍ତା ସଫା ହୋଇଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯିବା ଉଚିତ ନୁହେଁ...

ଇଟାଲୀରେ ଭୂକମ୍ପ

ରୋମ୍‌,୯ା୧୧: ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ କିଛି ଜଣାପଡ଼ିନାହିଁ। ଇଟାଲୀ ପ୍ରଧାନମନ୍ତ୍ରୀ...

ଧନୀ ଦେଶଙ୍କ ଅର୍ଥ ଲୋଭ ଯୋଗୁ କରୋନା ସମୟରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି…

ନୂଆଦିଲ୍ଲୀ/ଲଣ୍ଡନ,୯।୧୧ : ଦୁନିଆ କେତେ ନିଷ୍ଠୁର ଏବଂ ସ୍ବାର୍ଥପର ହୋଇପାରିଛି ତାହା କରୋନା ମହାମାରୀ ସମୟରେ ହୋଇଥିବା ମୃତ୍ୟୁରୁ ଅନୁମାନ କରାଯାଇପାରେ। ଏହି ସମୟରେ ଥିବା ଜାଣିଶୁଣି ଷ୍ଟକ କରାଯିବା କାରଣରୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।...

ଚେତାବନୀ: ତାତିରେ ପ୍ରତିବର୍ଷ ମରିବେ ୯୦ ହଜାରରୁ ଅଧିକ ୟୁରୋପୀୟ, ପଦକ୍ଷେପ ଗ୍ରହଣକୁ ଗୁରୁତ୍ୱ…

କୋପେନହେଗେନ,୯।୧୧ : ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ବହୁ ଦେଶର କ୍ଷତି ଘଟିଛି। ୟୁରୋପ ମଧ୍ୟ ଅନେକ କ୍ଷତି ସହିଛି। ବର୍ତ୍ତମାନ ୟୁରୋପୀୟ ପରିବେଶ ଏଜେନ୍ସି (ଇଇଏ) ଉତ୍ତାପ ତରଙ୍ଗ ବିଷୟରେ ଚେତାବନୀ ଦେଇଛି। ଏଜେନ୍ସି କହିଛି...

ଯୁଦ୍ଧ ଉପରେ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ…

ବେଜିଂ,୯।୧୧ : ଚାଇନାର ଖରାପ ହେଉଥିବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଏଥିରେ ଜାରି ରହିଥିବା ଅନିଶ୍ଚିତତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। ଜିନପିଙ୍ଗ କହିଛନ୍ତି ଯେ ଦେଶର ସୁରକ୍ଷା ସୁନିଶ୍ଚିତ...

ଫୋର୍ବସ ପତ୍ରିକାର ୨୦ ଏସିଆ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ୩ ଭାରତୀୟ…

ଓ୍ବାଶିଂଟନ,୯।୧୧ : ଫୋର୍ବସ ପତ୍ରିକାର ନଭେମ୍ବର ସଂଖ୍ୟାରେ ପ୍ରକାଶିତ ୨୦ ଜଣ ଏସୀୟ ମହିଳା ଉଦ୍ୟୋଗୀଙ୍କ ତାଲିକାରେ ତିନିଜଣ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।  ତାଲିକାରେ କୋଭିଡ-୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ବ୍ୟବସାୟ ବୃଦ୍ଧିରେ ଉଲ୍ଲେଖନୀୟ ସଫଳତା...

ରୁଷିଆର ୧୭ ଶିବିର ଉପରେ ଆକ୍ରମଣ…

କ୍ୱିଭ୍‌/ମସ୍କୋ,୯।୧୧ : ୟୁକ୍ରେନର ପୂର୍ବ ଅଞ୍ଚଳରେ ଥିବା ରୁଷିଆର ୧୭ଟି ଶିବିର ଉପରେ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ସେନାଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରୁଷିଆର ବହୁ ସାମରିକ ଉପକରଣ ଧ୍ୱଂସ ସେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ...

କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ ଇଜିପ୍ଟର ଉପକୂଳବର୍ତ୍ତୀ ସହରରେ ଏକତ୍ରିତ ହୋଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବହୁ...

ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…

ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍‌ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri