ଓ୍ବାଶିଂଟନ୍, ୨ା୧୧: ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ ନେଇ ବହୁବର୍ଷ ଧରି ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେଶନ୍)ର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ଚନ୍ଦ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ବୈଜ୍ଞାନିକଙ୍କ ହସ୍ତଗତ ହୋଇସାରିଛି। ଜୀବଜଗତ ପାଇଁ ଜଳର ଆବଶ୍ୟକତା...
ବେଜିଂ,୧।୧୧: କରୋନା ମହାମାରୀ ପୁଣି ଥରେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଦେଶର ବହୁ ସହରରେ ଶୂନ କରୋନା ନୀତି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର, ସାଂଘାଇର ଡିସ୍ନିଲ୍ୟାଣ୍ଡକୁ ହଠାତ ବନ୍ଦ କରାଯାଇଛି।...
ବେଜିଂ,୧।୧୧ : ଚାଇନା ସୋମବାର ଏହାର ସ୍ପେସ ଷ୍ଟେଶନର ଶେଷ ଲ୍ୟାବ ମଡ୍ୟୁଲ ମେଙ୍ଗଶାନ ଲଞ୍ଚ କରିଛି। ଚାଇନାର ସ୍ପେସ ଲାବୋରେଟୋରୀ ଲଙ୍ଗ ମାର୍ଚ୍ଚ -୫ ବିଏ -୪ ରକେଟ ମାଧ୍ୟମରେ ଦକ୍ଷିଣ ଦ୍ୱୀପ ପ୍ରଦେଶ ହେନାନ ଉପକୂଳ ଲଞ୍ଚିଂ...
Archives
Model This Week
ପିଲାଙ୍କ ଧରିତ୍ରୀ