ଅନ୍ତର୍ଜାତୀୟ

ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…

ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ...

ଓପେକ୍‌ ଦେଶର ତୈଳ ଉତ୍ପାଦନ ହ୍ରାସ ନେଇ ଆମେରିକା ରୁଷିଆକୁ କଲା ଟାର୍ଗେଟ…

ଓ୍ବାଶିଂଟନ,୧୯।୧୦: ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଓପେକ ପ୍ଲସ୍‌ ଦେଶଗୁଡ଼ିକ ପକ୍ଷରୁ ତୈଳ ଉତ୍ପାଦନ ହ୍ରାସ ଘୋଷଣା କରିବା ପରେ ଏହାକୁ ନେଇ ଆମେରିକା କ୍ରୋଧିତ ହୋଇଛି। ଆମେରିକା କହିଛି ଯେ ଏହି ସବୁ ଦେଶର ନିଷ୍ପତ୍ତି ପଛରେ...

ଭଙ୍ଗାଯିବ କୁଞ୍ଜୁରହାନ୍‌ ଷ୍ଟାଡିୟମ

ଜାକର୍ତ୍ତା, ୧୯ା୧୦: ଇଷ୍ଟ ଜାଭା ସ୍ଥିତ ମଲଙ୍ଗ ସହର କୁଞ୍ଜୁରହାନ୍‌ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଇଣ୍ଡୋନେସିଆ ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୧ରେ ଏହି ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଚାଲିଥିବାବେଳେ ଦଳାଚକଟାରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଷ୍ଟ୍ରପତି ଜୋକୋ...

କରୁଣାତିଲକଙ୍କୁ ବୁକର

କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍‌ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି। ‘ଦ ସେଭେନ୍‌ ମୁନ୍‌ସ ଅଫ୍‌ ମାଲି ଅଲ୍‌ମେଡା’ ପୁସ୍ତକ ପାଇଁ ସେ ଏହି...

ଜିନପିଙ୍ଗଙ୍କୁ ତୃତୀୟଥର ଶାସନ ଭାର ଦେବାକୁ ପ୍ରସ୍ତୁତି, ବେଜିଂରେ ସୁରକ୍ଷା କଡାକଡି ୧୪ ଲକ୍ଷରୁ ଅଧିକ ଲୋକ ଗିରଫ

ବେଜିଂ,୧୯ ।୧୦: ଚାଇନାରେ ଚଳିତ ସପ୍ତାହରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ତମ ଅଧିବେଶନ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଏଥିରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତୃତୀୟ ଥର ଲାଗି ଲଗାତର ଶାସନ ଡୋର ଦିଆଯିବ...

ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ବିଧ୍ୱସ୍ତ

କିଭ୍‌/ମସ୍କୋ,୧୯ା୧୦: ୟୁକ୍ରେନ୍‌ ଆକାଶରେ ଘୂରୁଛି ଆମତ୍ଘାତୀ ଡ୍ରୋନ୍‌। ରୁଷିଆ ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ର ୟୁକ୍ରେନୀୟ ଭୂଖଣ୍ଡର ଶକ୍ତି ଓ ଜଳ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ମସ୍କୋ ଏଥିରେ ଅନେକାଂଶରେ ସଫଳ ମଧ୍ୟ ହୋଇଛି।...

ସମସ୍ତ ସର୍ଭେରୁ ସଙ୍କେତ, ନଭେମ୍ବର ୮ରେ ବାଇଡେନଙ୍କ ପାର୍ଟିର ପରାଜୟ ଆଶଙ୍କା…

ଓ୍ବାଶିଂଟନ,୧୮।୧୦ : ଆମେରିକାର ହେବାକୁଥିବା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନର ତିନି ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ବିଜୟ ଆଶା ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଆଶା ହ୍ରାସ ଯୋଗୁ ବର୍ତ୍ତମାନ ଏହି ଆଶଙ୍କା...

ଅବସରପ୍ରାପ୍ତ ବ୍ରିଟିଶ ପାଇଲଟଙ୍କ ଦ୍ୱାରା ନିଜ ସୈନ୍ୟଙ୍କୁ ତାଲିମ ଦେଉଛି ଚାଇନା, ପାଇଲଟଙ୍କୁ ଚେତାବନୀ ଦେଲା ବ୍ରିଟେନ…

ଲଣ୍ଡନ/ବେଜିଂ,୧୮।୧୦ : ଚାଇନା ଏବଂ ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଚାଇନା ସୈନ୍ୟଙ୍କ ସହ ଜଡିତ ଏକ ଖବର ବ୍ରିଟିଶ ସୈନ୍ୟବାହିନୀରେ ଆତଙ୍କ ସୃଷ୍ଟି କରିଛି। ଖବର ଅନୁଯାୟୀ ଚାଇନା ବ୍ରିଟିଶ ସେନାର ଅବସରପ୍ରାପ୍ତ ପାଇଲଟମାନଙ୍କୁ ଏହାର ସୈନିକମାନଙ୍କୁ...

ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ

କିଭ୍‌,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ନିକଟରେ ଡ୍ରୋନ ଦ୍ୱାରା ମଧ୍ୟ ୟୁକ୍ରେନ୍‌ରେ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଗତ ସପ୍ତାହରେ...

ପାକିସ୍ତାନ ବିରୋଧି ମନ୍ତବ୍ୟ ଦେଇ ଏହାକୁ ସଂଶୋଧନ କଲା ଆମେରିକା…

ଓ୍ବାଶିଂଟନ,୧୮।୧୦ : ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତ୍ତି ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ପାକିସ୍ତାନକୁ ସବୁଠାରୁ ବିପଜ୍ଜନକ ଦେଶ ବୋଲି ବାଇଡେନ କହିଥିଲେ। ଏହି ବିବୃତ୍ତି ପରେ...

ସୋମବାର ସପ୍ତାହର ଖରାପ ଦିନ, ଗିନିଜ୍‌ ବୁକ୍‌ ପକ୍ଷରୁ ଘୋଷଣା…

ନୂଆଦିଲ୍ଲୀ/ଲଣ୍ଡନ,୧୮।୧୦ : ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଗିନିଜ ୱାଲର୍‌ଡ ରେକର୍ଡ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ସୋମବାର ଦିନ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡ ଏକ ଟୁଇଟରେ ଲେଖିଛି ଯେ ଆମେ ସୋମବାର ଦିନ...

ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ

ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri