ଅନ୍ତର୍ଜାତୀୟ

ନ୍ୟୁଜର୍ସିରେ ଗାନ୍ଧୀ ସଂଗ୍ରହାଳୟ …

ଓ୍ବାଶିଂଟନ,୧୨।୧୦ : ଆମେରିକାର ନ୍ୟୁ ଜର୍ସି, ଆଟଲାଣ୍ଟିକ ସିଟିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି। ଏନେଇ ଆୟୋଜିତ ଏକ ଉତ୍ସବରେ ନ୍ୟୁୟର୍କର କନସୁଲ ଜେନେରାଲ ଅଫ ଇଣ୍ଡିଆ ରଣଧୀର ଜୟସ୍ବାଲଙ୍କ...

କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ଆସନ୍ତା ବର୍ଷ, ତାରିଖ ହେଲା ଘୋଷଣା…

ଲଣ୍ଡନ,୧୨।୧୦ : ଆସନ୍ତା ବର୍ଷ ବ୍ରିଟେନର ମହାରାଜା ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବେ। ଏଥିପାଇଁ ୬ ମଇ ୨୦୨୩ ତାରିଖ ସ୍ଥିର କରାଯାଇଛି। ୱେଷ୍ଟମିନିଷ୍ଟର ଆବେରେ ଏହି ସମାରୋହ ଅନୁଷ୍ଠିତ ହେବ। ମଙ୍ଗଳବାର ବକିଙ୍ଗହମ ପ୍ୟାଲେସ ଏହି ଘୋଷଣା କରିଛି।...

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ ପେମେଣ୍ଟ ସିଷ୍ଟମ (ରୁପେ)କୁ ବର୍ତ୍ତମାନ ସିଙ୍ଗାପୁର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)...

ସିଙ୍ଗାପୁରରେ କରୋନାର ଏକ୍ସବିବି ଭାରିଆଣ୍ଟ୍‌ ଚିହ୍ନଟ…

ସିଙ୍ଗାପୁର ସିଟି,୧୨।୧୦ : ଚାଇନା ପରେ, ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି ଯୋଗୁ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି। ସିଙ୍ଗାପୁର ସରକାର ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ବୋଲି କହିଛନ୍ତି। କରୋନାର ଏହି ନୂତନ ସବ୍‌-ଭାରିଆଣ୍ଟକୁ ଅଧିକ ସାଂଘାତିକ...

ଜି-୭ ଦେଶର ଶରଣ ନେଲେ ଜେଲେନସ୍କି…

କ୍ୱିଭ୍‌,୧୨।୧୦ : ରୁଷିଆର ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗ୍ରୁପ ଅଫ ସେଭେନ ଅର୍ଥାତ୍‌ ଜି -୭ ଦେଶର ନେତାଙ୍କ ଶରଣ ନେଇଛନ୍ତି। ସେ ଏହି ସମସ୍ତ ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ...

ଆମେରିକାରେ ଦୀପାବଳି: ବାଇଡେନଙ୍କ ପୂର୍ବରୁ ଟ୍ରମ୍ପ୍‌ କରିବେ ପାଳନ…

ଓ୍ବାଶିଂଟନ,୧୨।୧୦ : ଦୀପାବଳି ଉତ୍ସବ ପାଇଁ ଭାରତ ତଥା ସମଗ୍ର ବିଶ୍ୱରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆମେରିକୀୟ ନେତାମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ସଂସଦରେ ପ୍ରଥମ ଥର ପାଇଁ ମହିଳା ରୋବୋଟଙ୍କ ଭାଷଣ…

ଲଣ୍ଡନ,୧୨।୧୦ : ବ୍ରିଟେନ ସଂସଦରେ ମଙ୍ଗଳବାର ଏକ ବିଶେଷ ଦିନ ଥିଲା। ପ୍ରକୃତରେ, ପ୍ରଥମ ଥର ପାଇଁ ହ୍ୟୁମାନୋଇଡ ମହିଳା ରୋବୋଟ ସଂସଦକୁ ସମ୍ବୋଧିତ କରିଥିଲେ। ଏହି ଭାଷଣ ଶୁଣି ସମସ୍ତ ସାଂସଦ ଆନନ୍ଦିତ ହୋଇଥିଲେ। କିଛି ସମୟ ପାଇଁ...

ଜୀବନ ବଞ୍ଚାଇବ ପିଏଲ୍‌ଏକ୍ସ-ଆର୍‌୧୮

ଜେରୁଜେଲମ/ମସ୍କୋ/ଓ୍ବାଶିଂଟନ୍‌, ୧୨।୧୦: ୬୦ ବର୍ଷ ପୂର୍ବେ ଆଣବିକ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଯାଇଥିଲା ବିଶ୍ୱ। ପାରମ୍ପରିକ ଶତ୍ରୁ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ଏବଂ ଆମେରିକା ମଧ୍ୟରେ ବିବାଦ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ୧୯୬୨ରେ କାରିବିଆନ ସାଗରରେ...

ୟୁକ୍ରେନ୍‌ରେ ପୁଣି ବୋମା ବର୍ଷା

କିଭ୍‌, ୧୨।୧୦: କ୍ରିମିଆର କର୍ଚ ବ୍ରିଜ୍‌ ବିସ୍ଫୋରଣରେ ପ୍ରତିଶୋଧ ପରାୟଣ ହୋଇ ରୁଷିଆ ୟୁକ୍ରେନ୍‌ ଉପରେ ସୋମବାର ୮୪ ମିଶାଇଲ ଛାଡ଼ିବା ପରେ ମଙ୍ଗଳବାର ମଧ୍ୟ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ବୋମା ବର୍ଷା କରିଛି। ୟୁକ୍ରେନ୍‌ର...

ନ୍ୟୁଜିଲାଣ୍ଡ ତଟରେ ୫ଶହ ମୃତ ତିମି

ଓ୍ବେଲିଂଟନ୍‌, ୧୨।୧୦: ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଛି। ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ଓ୍ବାଟରରେ ହ୍ବେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା କରିଛନ୍ତି। ଶୁକ୍ରବାର ସମୁଦ୍ର ତଟରୁ ୨୫୦ ହ୍ବେଲ୍‌ଙ୍କ ମୃତଦେହ ମିଳିଥିବାବେଳେ ସୋମବାର ସମାନ...

ଜେନ୍‌ ଜେଡ୍‌ର ଯୁଦ୍ଧଂଦେହି

ଜେରୁଜେଲମ୍‌,୧୨।୧୦: ୧୯୯୬ରେ ପ୍ରତିଷ୍ଠିତ ଓ୍ବାଶିଂଟନର ପିଉ ରିସର୍ଚ୍ଚ ସେଣ୍ଟର ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ମନୋଭାବ ଓ ଧାରାକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବାରେ ସୁନାମ ଅର୍ଜିଛି। ଏହି କ୍ରମରେ ଉକ୍ତ ସଂସ୍ଥା ପିଢ଼ିଗତ ଅନୁଧ୍ୟାନ...

ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri