ଅନ୍ତର୍ଜାତୀୟ

ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…

ଜେନେଭା,୨୧।୭ : ମଙ୍କିପକ୍ସ୍‌ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ...

ନାଟୋ ଯୋଗୁ ଆରମ୍ଭ ହୋଇଛି ୟୁକ୍ରେନ୍‌ ଯୁଦ୍ଧ, କହିଲେ ଖାମନେଇ…

ତେହେରାନ/ମସ୍କୋ,୨୧।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଇରାନ ଗସ୍ତରେ ଆସିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତେହେରାନରେ ପ୍ରାୟ ୪୦ ବିଲିୟନ ଡଲାରର ଚୁକ୍ତି...

ଜିଲ୍‌ ବାଇଡେନ୍‌ଙ୍କୁ ଭେଟିଲେ ଜେଲେନ୍‌ସ୍କିଙ୍କ ସ୍ତ୍ରୀ

ଓ୍ବାଶିଂଟନ୍‌, ୨୧ା୭: ୟୁକ୍ରେନ୍‌ର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନ୍‌ସ୍କା ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ଭେଟିଛନ୍ତି। ଏଥିସହ ଜିଲ୍‌ ବାଇଡେନ୍‌ଙ୍କ ସହ ଜେଲେନ୍‌ସ୍କା ବ୍ୟକ୍ତିଗତ...

ଋଷି ବନାମ ଲିଜ୍‌

ଲଣ୍ଡନ,୨୧ା୭: ବ୍ରିଟେନ ଇତିହାସରୁ ସବୁଠୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୁଧବାର...

ୟୁରୋପରେ ଅସହ୍ୟ ଗରମ, ୧୭୦୦ ଲୋକଙ୍କ ମୃତ୍ୟୁ, ତରଳିଗଲା ଟ୍ରେନ୍ ସିଗନଲ!

ବ୍ରୁସେଲସ୍‌,୨୧ ।୭: ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି । ବେଳକୁ ବେଳ ଗରମ ବଢିବାରେ ଲାଗିଥିବାରୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । କେଉଁଠି ଏୟାରପୋର୍ଟର ରନୱେର୍ ତରଳି ଯାଉଛି ତ ପୁଣି...

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଫାଇନାଲରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଞ୍ଚମ ରାଉଣ୍ଡ ୧୩୭ ଭୋଟ ପାଇ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି। ପଞ୍ଚମ ରାଉଣ୍ଡ ଭୋଟ ସହିତ ତାଙ୍କ ପ୍ରତିଦ୍ୱନ୍ଦୀ ବାଣିଜ୍ୟ ମନ୍ତ୍ରୀ ପେନି ମେର୍ଡେଣ୍ଟ ପ୍ରଧାନମନ୍ତ୍ରୀ ଦୌଡ଼ରୁ...

ଏହି କାରଣ ପାଇଁ ଦେଶ ଛାଡ଼ିଥିଲେ ଗୋଟାବାୟା

କଲମ୍ବୋ,୨୦ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏଥର ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ସମୟ ଶେଷ ହେବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପରେ ଲୋକମାନେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ।...

ସବୁଠୁ ଖରାପ ସ୍ଥିତିରେ ପାକିସ୍ତାନ ପାସପୋର୍ଟ, ମାତ୍ର ୩୨ ଦେଶକୁ କରିପାରିବେ ଯାତ୍ରା

ଇସଲାମାବାଦ,୨୦ା୭: ପାକିସ୍ତାନ ପାସପୋର୍ଟ ଦୁନିଆର ସବୁଠାରୁ ଖରାପ ର଼୍ୟାଙ୍କ ଅର୍ଥାତ୍‌ ଚତୁର୍ଥ ସ୍ଥାନରେ ରହିଛି। ବର୍ଷେ ପୂର୍ବରୁ ମଧ୍ୟ ଏହି ପାସପୋର୍ଟର ସ୍ଥାନ ଏପରି ଥିଲା। ଏହି ପାସପୋର୍ଟ ମାଧ୍ୟମରେ କେବଳ ଲୋକେ ୩୨ଟି ସ୍ଥାନ ପରିଦର୍ଶନ କରିପାରିବେ। ୨୦୨୨...

ଜନମତ ସଂଗ୍ରହ କରି ୟୁକ୍ରେନ୍‌ ଦଖଲ କରିବା ଯୋଜନା କରିଛନ୍ତି ପୁଟିନ…

ମସ୍କୋ/କ୍ୱିଭ୍‌,୨୦।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ନାହିଁ। କିନ୍ତୁ ଏହା ସତ୍ୟ ଯେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ସମୟରେ ଆମେରିକାର ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି ଯେ...

ହସିନାଙ୍କ ବ୍ରିଜ୍‌ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…

ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି। ନିର୍ମାଣ ହୋଇଥିବା ନୂଆ ପଦ୍ମ ବ୍ରିଜ ଦେଖିବା ପାଇଁ ଶେଖ ହସିନା ମମତାଙ୍କୁ...

ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ

ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ରାଜ୍ୟ...

ଓ୍ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୦।୭: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ଓ୍ବିକ୍ରମସିଂଘେ । ତ୍ରିକୋଣୀୟ ମୁକାବିଲାରେ ଓ୍ବିକ୍ରମସିଂଘେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ସାଜିଥ୍‌ ପ୍ରେମଦାସା ରାଷ୍ଟ୍ରପତି ନିର୍ବାଚନ ଲଢେଇରୁ ଓହରିବା ପରେ ୩ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିଲା। ହେଲେ ଏହି ମୁକାବିଲାରେ ଓ୍ବିକ୍ରମସିଂଘେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri