ଅନ୍ତର୍ଜାତୀୟ

ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି।...

ଭୋଷ୍ଟୋକ -୨୦୨୨ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ଆମେରିକା…

ମସ୍କୋ, ୩୧।୮ : ରୁଷିଆ ଭାରତ ମିଳିତ ସମାରାଭ୍ୟାସ ଭୋଷ୍ଟୋକ -୨୦୨୨ ଘୋଷଣା ହେବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭ୍ୟାସରେ ଭାରତ ଏବଂ ଚାଇନାର ୫୦ ହଜାର ସୈନିକ ଅଂଶଗ୍ରହଣ...

ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…

ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ସହିତ ପାରସ୍ପରିକ ସ୍ବାର୍ଥର କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ...

ମାଇକେଲ ଜ୍ୟାକ୍‌ସନଙ୍କ ଆଇଡି ଜାଲିଆତି

ଲସ୍‌ ଏଞ୍ଜେଲ୍ସ, ୩୧ା୮(ଆଇଏନ୍‌ଏସ୍‌): ପପ୍‌ ଡ୍ୟାନ୍ସର ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁ ଉପରେ ପ୍ରକାଶିତ ନୂଆ ଡକ୍ୟୁମେଣ୍ଟାରିରେ ଚକିତ କଲାଭଳି ତଥ୍ୟ ପ୍ରଘଟ ହୋଇଛି। ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ୨୦୦୯ରେ ୫୦ ବର୍ଷୀୟ ମାଇକେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ...

ଚାଇନା ଡ୍ରୋନ୍‌କୁ ଘଉଡ଼ାଇଲା ତାଇଓ୍ବାନ

ତାଇପେଇ, ୩୧ା୮: ପ୍ରାୟ ମାସେ ଧରି ମୁହାଁମୁହିଁ ଅବସ୍ଥାରେ ଥିବା ଚାଇନା ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତପରଠୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ତାଇଓ୍ବାନ ପ୍ରଣାଳୀରେ...

୧୪୦ ଯୁଦ୍ଧବିମାନ, ୬୦ ଜାହାଜ

ମସ୍କୋ, ୩୧ା୮: ୟୁକ୍ରେନ୍‌ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ସେପ୍ଟେମ୍ବର ୧ରୁ ଭୋଷ୍ଟୋକ-୨୦୨୨ ସମରାଭ୍ୟାସ ଆୟୋଜନ କରିବାକୁ ଯାଉଛି। ପୂର୍ବ ରୁଷିଆ, ଜାପାନ ସାଗର ସମେତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଏହି ମିଲିଟାରୀ ଡ୍ରିଲ୍‌ ୭ ତାରିଖ ପର୍ଯ୍ୟନ୍ତ...

୨୦୫୦ ସୁଦ୍ଧା ୫.୬ ଟ୍ରିଲିୟନ୍‌ ଡଲାର କ୍ଷତି

ଓ୍ବାଶିଂଟନ,୩୧ା୮: ଚଳିତ ବର୍ଷ ବିଶ୍ୱ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ପାକିସ୍ତାନରେ ବନ୍ୟା ଅନେକ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରି ୧,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ନେଇସାରିଲାଣି। ଚାଇନାରେ ଗ୍ରୀଷ୍ମପ୍ରବାହ ଦେଶର ଅର୍ଥନୀତି ଓ ଯୋଗାଣ ଶୃଙ୍ଖଳକୁ ବହୁଳ...

ଶ୍ରୀଲଙ୍କାରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ, ଭାରତ-ଚାଇନା ହସ୍ତକ୍ଷେପରୁ ଦୂରେଇ ରହିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ…

କଲମ୍ବୋ, ୩୦।୮ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ମଙ୍ଗଳବାର କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ବେଲଆଉଟ୍‌ ପ୍ୟାକେଜ ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ସେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ...

ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି…

ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା ସୃଷ୍ଟି କରିଛି। ଦେଶରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି...

କୋର୍ଟରୁ ଇମ୍ରାନଙ୍କୁ ଆଶ୍ୱସ୍ତି: ହଟିଲା ଲାଇଭ ଟେଲିକାଷ୍ଟ ପ୍ରତିବନ୍ଧକ

ଇସ୍‌ଲାମାବାଦ,୩୦।୮: ଇସ୍‌ଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି ମିଳିଛି। ଇମ୍ରାନ ଖାନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି ପ୍ରତିବନ୍ଧକ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ଲାଇଭ ଟେଲିକାଷ୍ଟ ଉପରେ ଲଗାଯାଇଥିଲା। ଇମ୍ରାନଙ୍କ...

ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନରେ ଯାନ୍ତ୍ରିକ ତ୍ରୁଟି

ଲଣ୍ଡନ,୩୦ା୮: ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନ ‘ଏଚ୍‌ଏମ୍‌ଏସ୍‌ ପ୍ରିନ୍ସ ଅଫ୍‌ ଓ୍ବେଲ୍ସ’ ଆମେରିକା ଯିବା ପାଇଁ ପୋର୍ଟସ୍‌ମାଉଥ୍‌ ନୌସେନା ଘାଟିରୁ ବାହାରିବା ପରେ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଛି। ଫଳରେ ଆଇସ୍‌ଲେ ଅଫ୍‌ ଓ୍ବେଟ୍‌ର ଦକ୍ଷିଣ-ପୂର୍ବ...

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ଭାରତରୁ କରିପାରେ ଖାଦ୍ୟସାମଗ୍ରୀ ଆମଦାନୀ

ଇସ୍‌ଲାମାବାଦ,୩୦ା୮: ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଫଳରେ ଦେଶର ଏକ-ତୃତୀୟାଂଶ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ୩୩ ନିୟୁତ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧,୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ୧,୫୬୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri