ଅନ୍ତର୍ଜାତୀୟ

ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଏହା...

ପୁଣି ଭାରତର ଟେନ୍‌ସନ୍‌ ବଢାଇଲା ନେପାଳ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୩।୭: ନେପାଳରେ ଚାଇନା ସମର୍ଥକ ଓଲି ସରକାର ଗଠନ ହେବା ସହିତ ଭାରତ-ନେପାଳ ସୀମା ବିବାଦ ପ୍ରସଙ୍ଗ ପୁଣି ଥରେ ତୀବ୍ର ହେବାରେ ଲାଗିଛି। ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଲିମ୍ପିଆଡୁରା, ଲିପୁଲେଖ, କାଲାପାନି ସମେତ ମହାକାଲି...

ଖାଦ୍ୟ ପାଇଁ ସୈନ୍ୟଙ୍କୁ ଦେହଦାନ କରୁଛନ୍ତି ସୁଦାନ ମହିଳା

ନୂଆଦିଲ୍ଲୀ,୨୩ା୭:ଯୁଦ୍ଧ କ୍ଷତିଗ୍ରସ୍ତ ସୁଦାନର ଜନସାଧାରଣ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ସେଠାର ମହିଳାମାନେ ପରିବାର ସଦସ୍ୟଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇ ସୈନ୍ୟମାନଙ୍କୁ ଦେହଦାନ କରିବାକୁ ବାଧ୍ୟ ହେଉଥିବା ଏକ ରିପୋର୍ଟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ବହୁସଂଖ୍ୟାରେ ମହିଳା ସେମାନଙ୍କ...

ହାରିସ୍‌ଙ୍କ ପ୍ରତି ବଢ଼ୁଛି ସମର୍ଥନ

ଓ୍ବାଶିଂଟନ,୨୩ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପ୍ରତି ସମର୍ଥନ ବଢ଼ିଛି। ବାଇଡେନ୍‌ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ...

ମିଛ ଖବର, ମୁଁ ଗିରଫ ହୋଇ ନାହିଁ, ଭିଡିଓ ଜାରି କରି କହିଲେ ଫତେହ ଅଲି ଖାନ

ଦୁବଇ,୨୨।୭: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କ ବିଷୟରେ ଖବର ଆସିଥିଲା ଯେ ତାଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। କିନ୍ତୁ ବର୍ତ୍ତମାନ ସେ ନିଜେ ଏକ ଭିଡିଓ ରିଲିଜ କରି ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି।...

ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେହ ଅଲିଖାନ ଗିରଫ, ଭିଡିଓ ଜାରି କରି କହିଲେ…

ନୂଆଦିଲ୍ଲୀ, ୨୨।୦୭: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଦୁବାଇରେ ତାଙ୍କ ପୂର୍ବତନ ମ୍ୟାନେଜର ତଥା ପ୍ରସିଦ୍ଧ ଶୋବିଜ ପ୍ରମୋଟର ସଲମାନ ଅହମ୍ମଦଙ୍କ ଦ୍ୱାରା ରାହତ ଫତେହ ଅଲି...

ଏଲୋନ ମସ୍କ ଦେଖାଇଲେ ଓ୍ବାର୍ଲଡ ଲିଡରଙ୍କ AI ଫ୍ୟାଶନ ଶୋ’, ଦେଖନ୍ତୁ ଭିଡିଓ ନ ହସି ରହିପାରିବେନି

ଓ୍ବାଶିଂଟନ,୨୨।୭: ଟେସଲା ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ମସ୍କ ଏହି ଭିଡିଓକୁ AI ଫ୍ୟାଶନ ଶୋ ଭାବରେ କ୍ୟାପସନ ଦେଇଛନ୍ତି। ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି...

ହିଲାରୀ କ୍ଲିଣ୍ଟନଙ୍କ ଚାକରାଣୀ କମଲା ହାରିସ୍‌, ଏମିତି ଦାବି କରି ଆଶ୍ଚର୍ଯ୍ୟ କରିଛନ୍ତି ତୁଳସୀ ଗବାର୍ଡ

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବାଇଡେନ ଦୌଡ଼ରୁ ଓହରି ଯାଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଜୋ ବାଇଡେନ କମଲା ହାରିସଙ୍କୁ ସମର୍ଥନ କରିଛନ୍ତି। ତେବେ କମଲା ହାରିସଙ୍କ ନାମ ଏପର୍ଯ୍ୟନ୍ତ ଡେମୋକ୍ରାଟଙ୍କ ଦ୍ୱାରା ଅନୁମୋଦନ ହୋଇନାହିଁ। ଏହି...

କମଲା ହାରିସଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ସମର୍ଥନ କରିଛନ୍ତି। ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି...

କିଏ ସେହି କମଲା ହାରିସ, ଯିଏ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ,୨୨।୭: ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନେତା ଆମେରିକାର ଶକ୍ତିର ଶୀର୍ଷରେ ପହଞ୍ଚି ବାର ସମ୍ଭବନା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ...

ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌: କମଲା ହାରିସ୍‌ ହେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ଓ୍ବାଶିଂଟନ,୨୨ା୭ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି। ଜାତୀୟ ଓ ଦଳୀୟ...

ଚାଇନାରେ ଭୟଙ୍କର ବନ୍ୟା

ସାନ୍‌ଗ୍ଲୁ ,୨୧ା୭ ଚାଇନାର ଉତ୍ତର ଏବଂ ଉତ୍ତରପୂର୍ବାଞ୍ଚଳରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିବା ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷା ବିତ୍ପାତ ଓ ବନ୍ୟାରେ ୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ନିଖୋଜ ହୋଇଯାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri