ଅନ୍ତର୍ଜାତୀୟ

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପୁଅ ଅପରାଧୀ ଘୋଷିତ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ଏକ କୋର୍ଟ ଶୁକ୍ରବାର ମନି ଲଣ୍ଡରିଂ ମାମଲାର ଶୁଣାଣି କରି ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସାନପୁଅ ସୁଲେମାନ ଶେହବାଜଙ୍କୁ ଅପରାଧୀ ଘୋଷଣା କରିଛନ୍ତି। ୨୦୨୦ ନଭେମ୍ବରରେ ପାକିସ୍ତାନର ସଂଘୀୟ ତଦନ୍ତ ସଂସ୍ଥା (ଏଫ୍‌ଆଇଏ) ଦୁର୍ନୀତି ନିର୍ବାରଣ ଆଇନ...

ଇମ୍ରାନଙ୍କ ବିରୋଧରେ ହୋଇପାରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ

ଇସଲାମାବାଦ,୧୬ ।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପାକିସ୍ତାନ ସରକାର ଏବେ ତାଙ୍କ ବିରୋଧରେ ଦେଶଦ୍ରୋହ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି...

କାଲିର ନାୟକ ଆଜି ଖଳନାୟକ

କଲମ୍ବୋ,୧୬ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ? ୨୦୦୫ରେ ମହିନ୍ଦା ରାଜପାକ୍ସେ ପ୍ରଥମେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଦ୍ୱୀପରାଷ୍ଟ୍ରର ରାଜନୀତିରେ ଆଧିପତ୍ୟ ବିସ୍ତାର କରିଥିବା ପ୍ରଭାବଶାଳୀ ରାଜପାକ୍ସେ ପରିବାରକୁ? ମହିନ୍ଦାଙ୍କୁ ତୃତୀୟ ଥର ରାଷ୍ଟ୍ରପତି ହେବାରେ...

ଏଲନ୍‌ ମସ୍କଙ୍କ ତିନି ବର୍ଷୀୟା ସାବତ ଭଉଣୀ

ଓ୍ବାଶିଂଟନ୍‌, ୧୬ା୭: ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମାଲିକ ଏଲନ୍‌ ମସ୍କଙ୍କର ଜଣେ ୩ ବର୍ଷୀୟା ଭଉଣୀ ଅଛନ୍ତି। ଏଲନଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କଙ୍କ ଔରସରୁ ଜନ୍ମିତ ଉକ୍ତ ଶିଶୁକନ୍ୟାଙ୍କ ମା’ ହେଉଛନ୍ତି ବିଶ୍ୱର ଏହି ସବୁଠୁ ଧନୀବ୍ୟକ୍ତିଙ୍କ...

କରୋନାର ନୂଆ ଲହରକୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୧୬ ।୭: ସାରା ବିଶ୍ୱରେ ପୁଣିଥରେ କରୋନା ମହାମାରୀ ତା’ର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଯେତେବେଳେ ସ୍ଥିତି ଆୟତ୍ତରେ ଥିଲା ଏବେ କିନ୍ତୁ ଏହା ଅଣାୟତ୍ତ ହେବାକୁ ଯାଉଛି । କେବଳ ସଂକ୍ରମିତ ନୁହେଁ ମୃତକଙ୍କକ ସଂଖ୍ୟା...

କାହାକୁ ବି ଭୋଟ ଦିଅନ୍ତୁ ହେଲେ ଋଷି ସୁନକଙ୍କୁ ନୁହେଁ: ଜନସନ

ଲଣ୍ଡନ,୧୬ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡର ସବୁଠାରୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଇତିମଧ୍ୟରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ବିରୋଧରେ କହିବା ଆରମ୍ଭ କରିଛନ୍ତି । ଗଣମାଧ୍ୟମର...

କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ

କଲମ୍ବୋ,୧୫।୭: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଲାଗିରହିଛି। ଗୋଟବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିବେ। ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଡେନା ଗୋଟାବାୟାଙ୍କ ଇସ୍ତଫାକୁ...

ଭିନିତ୍‌ସିଆରେ ରୁଷିଆର ମିଶାଇଲ ମାଡ଼: ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ଏବେବି ୩୯ ନିଖୋଜ

କିଭ୍‌,୧୫ା୭: କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନିତ୍‌ସିଆ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ଼ କରାଯାଇଛି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ୬ ମୃତକଙ୍କ ପରିଚୟ ମିଳିଥିବା ବେଳେ ଏବେବି ୩୯ ଜଣ...

ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ ଆଗରେ ସର୍ବଦା ଫେଲ୍‌ ମାରୁଛି। କୂଟନୈତିକ ହେଉ କି ସାମରିକ, ଭାରତ ପ୍ରତ୍ୟେକ...

ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପଦ ସମ୍ଭାଳିବେ ରାନିଲ

ଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ତାଙ୍କ ଇସ୍ତଫା ଶ୍ରୀଲଙ୍କା ପାର୍ଲମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବ୍‌ୟଓ୍ବେର୍ଦେନା ଗ୍ରହଣ କରିଛନ୍ତି। ଗୁରୁବାର ଇ-ମେଲ୍‌ ଜରିଆରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ଗୋଟାବାୟା।...

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ କରି ଜଣାଇଛନ୍ତି। ଇଭାନାଙ୍କୁ ଟ୍ରମ୍ପ୍‌...

କାନାଡାରେ ଶିଖ୍‌ ନେତାଙ୍କୁ ହତ୍ୟା

ଓଟାଓ୍ବା,୧୫।୭: କାନାଡାର ଶିଖ ନେତା ତଥା ପଞ୍ଜାବୀ ମୂଳ ବ୍ୟବସାୟୀ ରିପୁଦାମାନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ କାରରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ଏକ କାରରେ ଆସିଥିଲେ। କାରକୁ କିଛି ଦୂରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri