ଚାଇନାର ଅପରେଶନ ‘straight-thunder-2025 A’କୁ ନେଖି ଛାନିଆ ହେଲାଣି ବିଶ୍ୱ, ଜାଣନ୍ତୁ କେଉଁ ଦେଶ ବିରୋଧରେ….
ବେଜିଂ,୨।୪: ବୁଧବାର ଚାଇନା ସେନା ତାଇୱାନ ଚାରିପାଖରେ ଦ୍ୱିତୀୟ ଦିନର ସାମରିକ ଅଭ୍ୟାସ ଆରମ୍ଭ କରିଛି। ଏହି ଅଭ୍ୟାସକୁ ପ୍ରଥମ ଥର ପାଇଁ ଏକ କୋଡ ନାମ ଦିଆଯାଇଥିଲା – ‘ଷ୍ଟ୍ରେଟ ଥଣ୍ଡର-୨୦୨୫ଏ’। ଚାଇନା କହିଛି ଯେ ଏହି ଅଭ୍ୟାସ...