ଏହି ଦିନ ହେବ ଟ୍ରମ୍ପ-ପୁଟିନଙ୍କ ଭେଟ: ତାରିଖ, ସ୍ଥାନ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୯।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଅଗଷ୍ଟ, ୨୦୨୫ରେ ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି। ସେ ପୂର୍ବରୁ କହିଥିଲେ ଯେ...
ଭାରତ ଉପରେ ଟାରିଫ୍ ଲାଗିବା ପରେ ପାକିସ୍ତାନର ଲାଗିଗଲା ଲଟେରୀ, ହେଲା ବଡ଼ ଫାଇଦା
ୱାଶିଂଟନ,୯।୮: ଆମେରିକା ଭାରତ ଉପରେ ଟାରିଫ୍ ଲାଗୁ କରିଛି। ଏହି ଟାରିଫ୍ ଯୋଗୁଁ ଭାରତର ବ୍ୟବସାୟୀମାନେ ଚିନ୍ତିତ ଥିବା ବେଳେ, ପାକିସ୍ତାନ ବଲ୍ଲେ ବଲ୍ଲେ ହୋଇଯାଇଛି। ପଞ୍ଜାବ ଏବଂ ହରିୟାଣାର ବାସୁମତୀ ଚାଷୀ ଏବଂ ରପ୍ତାନିକାରୀମାନେ ଏବେ ଗଭୀର ସମସ୍ୟାରେ...
ପୁଟିନଙ୍କୁ ଧମକ ଦେଲେ ଟ୍ରମ୍ପ, ରଖିଲେ ବଡ଼ ସର୍ତ୍ତ, କହିଲେ…
ଓ୍ବାଶିଂଟନ,୯।୮: ଜାନୁଆରୀରେ ନିର୍ବାଚନ ଜିତିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ପ୍ରଥମେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବେ। ତଥାପି, ନିର୍ବାଚନ ଜିତିବା ପରେ, ସେ ଅନେକ ଥର ରୁଷିଆ...
ଭାରତ ଉପରେ ଲାଗିବନି ଟାରିଫ୍? ହେବାକୁ ଯାଉଛି ବଡ଼ ଭେଟ…
ନୂଆଦିଲ୍ଲୀ,୮।୮: ପାକିସ୍ତାନୀ ବିଶେଷଜ୍ଞ ମୁକ୍ତାଦର ଖାନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ 25 ପ୍ରତିଶତ ଜରିମାନା ଲାଗୁ କରିବାକୁ ଯାଉଛନ୍ତି, ସେ ତାହାକୁ ଭାରତ ଉପରେ ଲାଗୁ ନ କରିପାରନ୍ତି ଏବଂ 25 ପ୍ରତିଶତ ଶୁଳ୍କ...
ପୁଟିନ୍ଙ୍କ ପରେ ଭାରତ ସହ ହାତ ମିଳାଇଲେ ଜିନପିଙ୍ଗ! କିଛି ବଡ଼ ହେବାକୁ ଯାଉଛି…
ମସ୍କୋ,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା କରିଥିଲେ। ପ୍ରଥମତଃ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଏବଂ ଦ୍ୱିତୀୟତଃ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ପୁଟିନଙ୍କ ସାଙ୍ଗରେ ଫୋନରେ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା, ଏବେ ହେବ…
ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ମାଧ୍ୟମରେ ଏକ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଉଭୟ ନେତା ଭାରତ ଓ ରୁଷିଆ ମଧ୍ୟରେ ଥିବା ବିଶେଷ ଓ ସୌଭାଗ୍ୟପୂର୍ଣ୍ଣ ରଣନୀତିକ...
ଚାଇନା ସହ ମିଶି ଭାରତ କରୁଛି ବଡ଼ ଷଡଯନ୍ତ୍ର! ହେବ କାଉଣ୍ଟର ଆଟାକ୍…
ବେଜିଂ,୮।୮: ଚାଇନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗାମୀ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ପାଇଁ ସୱାଗତ କରିଛି। ଏହି ସମ୍ମିଳନୀ ଚୀନର ତିଆନଜିନ ସହରରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚୀନର ବୈଦେଶିକ...
ଜଣାପଡିଲା ଟ୍ରମ୍ପ-ପୁଟିନ୍ ସାକ୍ଷାତର ଅସଲ କାରଣ! ଭାରତକୁ ଜୋରଦାର ଝଟ୍କା?
ନୂଆଦିଲ୍ଲୀ,୮।୮: ଟାରିଫ୍ ଓ୍ବାର ଭିତରେ ଟ୍ରମ୍ପ ଏବଂ ପୁଟିନଙ୍କ ସାକ୍ଷାତ ହେବାକୁ ଯାଉଛି। ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ ଏହି ବଡ଼-ବୈଠକ ଆସନ୍ତା ସପ୍ତାହରେ ହୋଇପାରେ। ଟ୍ରମ୍ପଙ୍କ ଚରମବାଣୀ ମଧ୍ୟରେ ପୁଟିନଙ୍କ ସାକ୍ଷାତ...
ଟାରିଫର ପ୍ରଭାବ: ଆମେରିକାରେ ପନିର ତିଆରି କରିବ ଅମୂଲ
ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୮: ଆମେରିକା ଦ୍ୱାରା ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଦ୍ୱାରା ଅନେକ ଭୟଙ୍କର ପରିଣାମ ହୋଇପାରେ। ଏବେ ଏପରି ଆଲୋଚନା ମଧ୍ୟ ହେଉଛି ଯେ ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ସେମାନଙ୍କର ଉତ୍ପାଦନ ସ୍ଥାପନ କରିବାକୁ...
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ସାଂଘାତିକ ଖୁଲାସା କଲେ ଆମେରିକା ବୈଦେଶିକ ମନ୍ତ୍ରୀ: ଟ୍ରମ୍ପ କରିଥିଲେ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଦାବି କରିଛନ୍ତି। ରୁବିଓ ଦାବି କରିଛନ୍ତି, ଯେତେବେଳେ ଭାରତ...
ସର୍ବାଧିକ ପାକିସ୍ତାନୀ ନାଗରିକଙ୍କୁ ସାଉଦି ଆରବରେ ଦିଆଯାଇଛି ଫାଶୀ! ଚମକାଇ ଦେଉଛି ସଂଖ୍ୟା
ରିୟାଦ,୮।୮: ସାଉଦି ଆରବରେ ମୃତ୍ୟୁଦଣ୍ଡ ରୋକିବାର ଦାବି ଏବେ ଫମ୍ପା ପ୍ରମାଣିତ ହେଉଛି। ଯଦିଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ୨୦୨୨ ମସିହାରେ କହିଥିଲେ ଯେ ବର୍ତ୍ତମାନ କେବଳ ସେହି ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବ ଯାହା ସ୍ପଷ୍ଟ ଭାବରେ...
ଭାରତ ଉପରେ ଟାରିଫ ଲଗାଇ ଫସିଗଲେ ଟ୍ରମ୍ପ! ଆମେରିକା ସିନେଟର କହିଲେ, ସମ୍ପର୍କକୁ ବିପଦକୁ ଠେଲି ଦିଆଗଲା
ଓ୍ବାଶିଂଟନ,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ବାଣିଜ୍ୟ ଚୁକ୍ତି ପାଇଁ ଶୁଳ୍କ ଲାଗୁ କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏହି...
Archives


