ଅନ୍ତର୍ଜାତୀୟ

‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍‌ର, ଦେଖନ୍ତୁ…

ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ...

ଥରିଲା ବିଶ୍ୱ: ଇନ୍ଦିରା ଗାନ୍ଧୀଙ୍କ ଠାରୁ ସିଞ୍ଜୋ ଆବେଙ୍କ ପରି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ, ହରାଇଛନ୍ତି ଜୀବନ…

ନୂଆଦିଲ୍ଲୀ,୧୪।୭: ଆମେରିକାରେ ଏକ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଛି ମରାଣାତ୍ମକ ଆକ୍ରମଣ। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ମୁହଁ ଏବଂ କାନରେ ରକ୍ତ...

ଜଣାପଡ଼ିଲା ଟ୍ରମ୍ପଙ୍କୁ କିଏ ମାରିଛି ଗୁଳି

ୱାଶିଂଟନ, ୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ ଖୋଜି ପାଇଛି ପୋଲିସ୍‌ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ । ଅଭିଯୁକ୍ତର ନାମ ମାଥ୍ୟୁ ବୋଲି...

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ...

କାନ ଚିରି ବାହାରିଗଲା ଗୁଳି…ମରଣାନ୍ତକ ଆକ୍ରମଣ ପରେ ବଡ଼ ବୟାନ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ମୁହଁ ଏବଂ କାନରେ ରକ୍ତ ଦାଗ ଦେଖିବାକୁ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳିମାଡ଼, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ୱାଶିଂଟନ୍‌, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି ।  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ...

୨୦୬୦ ପରେ କମିବାକୁ ଲାଗିବ ଭାରତର ଜନସଂଖ୍ୟା, ରିପୋର୍ଟରେ ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୩।୭: ୨୦୬୦ ପରେ ଭାରତରେ ଜନସଂଖ୍ୟା କମିବା ଆରମ୍ଭ କରିବ। ମିଳିତ ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ୨୦୬୦ରେ ଭାରତର ଜନସଂଖ୍ୟା ସର୍ବାଧିକ ହେବ, କିନ୍ତୁ ଏହା ପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ...

ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ

ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ...

ଚାହୁଁ ଚାହୁଁ ଭାଙ୍ଗି ପଡିଲା ସ୍କୁଲ ଘର, ୨୨ ଛାତ୍ରଙ୍କ ମୃତ୍ୟୁ

ଅବୁଜା,୧୩।୭: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ୨୨ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। କରିଥିଲେ। ଶୁକ୍ରବାର ସକାଳେ ଉତ୍ତର-ମଧ୍ୟ ନାଇଜେରିଆରେ ପିଲାମାନେ ଶ୍ରେଣୀରେ ଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ...

ଜେଲେନ୍‌ସ୍କିଙ୍କୁ ‘ପୁଟିନ’ କହିଲେ ବାଇଡେନ୍‌

ଓ୍ବାଶିଂଟନ, ୧୩।୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌(୮୧)ଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ଶୁକ୍ରବାର ନାଟୋ ସମ୍ମିଳନୀରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ‘ପ୍ରେସିଡେଣ୍ଟ ପୁଟିନ’ ଭାବେ ସମ୍ବୋଧନ କରିଛନ୍ତି। ଅବଶ୍ୟ...

ମସ୍କୋ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଳକ ଦଳର ୩ ସଦସ୍ୟ ମୃତ

ମସ୍କୋ,୧୨।୭: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ ମଧ୍ୟ ବିମାନ ଚଳାଉଥିବା ତିନିଜଣ କର୍ମଚାରୀଙ୍କ ମୃତ୍ୟୁ...

କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ

କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri