ଅନ୍ତର୍ଜାତୀୟ

ସାନିଟାଇଜର ପିଇ ୩ ଆଥ୍‌ଲେଟ ହସ୍ପିଟାଲରେ ଭର୍ତ୍ତି

ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ଆଥଲେଟମାନେ ଯୋଗଦେଇଥିଲେ। ସେମାନଙ୍କୁ ପାଣି ବଦଳରେ ସାନିଟାଇଜର ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି।...

ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା।...

ଗର୍ଭପାତ କରିଥିବା ମହିଳାଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ…

ସାନ୍‌ ସାଲଭାଡୋର, ୧୧।୫ : ଏଲ ସାଲଭାଡୋରର ସୁପ୍ରିମକୋର୍ଟରେ ଗର୍ଭପାତ କରିଥିବା ଜଣେ ମହିଳାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏଲ ସାଲଭାଡୋରରେ ଜନୈକ ମହିଳାଙ୍କୁ ଗର୍ଭପାତ କରିଥିବା ଅଭିଯୋଗରେ ଗିରଫ କରାଯାଇ ଏକ ମାମଲାର ଦାୟର କରାଯାଇଥିଲା।...

ରାଜପାକ୍‌ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ

କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍‌ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ପରିବାର...

ଆଶ୍ରମରୁ ମିଳିଲା ୧୧ ଅନୁଗତଙ୍କ ମୃତଦେହ, ବାବାଙ୍କୁ ଗିରଫ କଲା ପୋଲିସ

ବ୍ୟାଙ୍କକ,୧୧।୫: ଥାଇଲାଣ୍ଡ ପୋଲିସ ଛୟାଫୁମ ଜଙ୍ଗଲରେ ଥିବା ଏକ ଆଶ୍ରମରେ ଚଢାଉ କରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି। ସେ ହେଲେ ଥାଓ୍ବି ନାନରା(୭୫)। ପୋଲିସ ଆଶ୍ରମରୁ ୧୧ଜଣ ଅନୁଗତଙ୍କ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ...

ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି।...

ତାଲିବାନ୍‌ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…

କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ ଦେଶରେ ଶାସନ ଭାର ଗ୍ରହଣ କରିବା ପରେ ନଅ ଲକ୍ଷ ଆଫଗାନିସ୍ତାନୀ ଚାକିରି...

ବିଲ୍‌ ଗେଟ୍ସଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୧।୫: ମାଇକ୍ରୋସଫ୍ଟର କୋ-ଫାଉଣ୍ଟର ତଥା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ବିଲ ଗେଟ୍ସ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ବୁଧବାର ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା...

ପୁଟିନ୍‌ଙ୍କ ସ୍ବତନ୍ତ୍ର ବୋଟ୍‌କୁ ଧ୍ୱଂସ କଲା ୟୁକ୍ରେନ୍‌, ଲେଜର ଗାଇଡେଡ୍‌ ବୋମାମାଡ଼…

ମସ୍କୋ/କ୍ୱିଭ୍‌, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍‌କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍‌ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ ଅବସ୍ଥିତ ତାଙ୍କ ଯୁଦ୍ଧ ଜାହାଜର ଯାଞ୍ଚ୍‌ ଏବଂ ଭାଷଣ ଦେବା ପାଇଁ ବ୍ୟବହାର...

ମହାରାଣୀଙ୍କ ଅଭିଭାଷଣ ପଢ଼ିଲେ ପ୍ରିନ୍ସ ଚାର୍ଲସ

ଲଣ୍ଡନ, ୧୧ା୫: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ (୯୬) ଚାଲିବାରେ ଅସୁବିଧା ଯୋଗୁ ମଙ୍ଗଳବାର ଆରମ୍ଭ ହୋଇଥିବା ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନରେ ଉପସ୍ଥିତ ହୋଇପାରିନାହାନ୍ତି। ପରମ୍ପରା ଅନୁସାରେ ମହାରାଣୀ ପ୍ରଥମେ ଅଭିଭାଷଣ ଦେବା କଥା। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପ୍ରଥମ...

ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କଡ଼ା ଟକ୍କର ଦେଇଥିବା ଲେନି ରୋବ୍ରୋଡୋଙ୍କୁ ସେ...

ପରେଡ୍‌ ବେଳେ ଛୋଟାଉଥିଲେ ପୁଟିନ୍‌

ମସ୍କୋ, ୧୧ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ୟାନ୍‌ସର ଓ ପାର୍କିନସନ୍‌ସ ରୋଗରେ ପୀଡ଼ିତ ଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ ବିଜୟ ଦିବସ ପରେଡରେ ସେ ଠିକ୍‌ ଭାବେ ଚାଲିପାରୁ ନ ଥିବାର ଫଟୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri