ଅନ୍ତର୍ଜାତୀୟ

‘ଗଙ୍ଗା’ ଅପରେଟ୍‌ କରୁଛନ୍ତି ସୁପର ୩୦

କ୍ୱିଭ୍‌,୭।୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହାର ସଫଳ ରୂପାୟନ ପାଇଁ ଭାରତ ସରକାର ବିଭିନ୍ନ ପନ୍ଥା ଆପଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ...

ବିଶ୍ୱ ଅର୍ଥନୀତି ପ୍ରଭାବିତ

ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ ବିଶ୍ୱର ଇତିହାସରେ ଅଦ୍ୟାବଧି କୌଣସି ବୃହତ୍‌ ଅର୍ଥନୀତି ବିରୋଧରେ ଏତେ କଠୋର କଟକଣା...

ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ

ମସ୍କୋ,୭ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଏପଟେ ରୁଷିଆର ଜିଦ୍ ଯୋଗୁ ଯୁଦ୍ଧ ବେଳକୁ ବେଳ ଆହୁରି...

ବୁଦାପେଷ୍ଟରେ ପହଞ୍ଚିବାକୁ ଜାରି ହେଲା ନୂଆ ଆଡଭାଇଜରି

ନୂଆଦିଲ୍ଲୀ,୬।୩: ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଆହୁରି ଅନେକ ରହିଯାଇଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ଏବଂ ହଙ୍ଗେରିରେ ଥିବା ଭାରତୀୟ ଦୂତାବାସ...

୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ବହୁସଂଖ୍ୟାରେ ଶ୍ରମିକ ଏଥିରେ ଫସି ରହିଥିଲେ। ୧୦ ଦିନ...

‘ଯୁଦ୍ଧରେ ମଲେଣି ୧୧ ହଜାର ରୁଷୀୟ ସୈନ୍ୟ; ୨୮୫ ଟ୍ୟାଙ୍କ୍‌, ୪୪ ବିମାନ ଧ୍ୱଂସ’

କ୍ୱିଭ୍‌,୬।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୧ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଥି ସହିତ, ୟୁକ୍ରେନ ଛାଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ...

ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛି ବିରୋଧୀ ଦଳର ଆନ୍ଦୋଳନ ଉପରେ...

ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି। ଫଳରେ ଅନେକ ସହର ଧ୍ୱଂସ ହୋଇଯାଇଛି। ତେବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ...

ସ୍ପାଇ ପରୀକ୍ଷଣ କଲା ଉତ୍ତର କୋରିଆ, ପଡ଼ୋଶୀ ଦେଶ ଭୟଭୀତ

ପ୍ୟୋଙ୍ଗ୍‌ୟାଙ୍ଗ,୬ା୩: ଉତ୍ତର କୋରିଆ ଶନିବାର ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପାଇ ସାଟେଲାଇଟ୍‌ ପରୀକ୍ଷା କରିଛି। ଏନେଇ ଏହାର ପଡ଼ୋଶୀ ଦେଶ ପୁଣି ଥରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର କୋରିଆ କହିଛି,...

ଆମେରିକା ସାଂସଦଙ୍କୁ ଜେଲେନସ୍କି କହିଲେ ମୋତେ ଶେଷଥର ଲାଗି ଜୀବିତ ଅବସ୍ଥାରେ ଦେଖୁଛ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହେଲାଣି । ହେଲେ ଏବେବି ୟୁକ୍ରେନର ବଡ ବଡ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ରୁଷିଆ ତା’ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ବି ମୁଣ୍ଡ...

ରୁଷିଆରେ ଜାରା-ପେପଲ୍‌-ସାମସଙ୍ଗ୍‌ କାରବାର ବନ୍ଦ…

ଓ୍ବାଶିଂଟନ, ୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏହାକୁ ବିରୋଧ କରି ରୁଷିଆରେ ଜାରା, ପେପଲ୍‌ ଏବଂ ସାମସଙ୍ଗ୍‌ ନିଜ ନିଜ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍‌ ଲାଇନ୍‌ ପେମେଣ୍ଟ କମ୍ପାନୀ ପେପଲ...

ନୂଆ ପିଢ଼ିଙ୍କୁ ପୁଟିନ୍‌ଙ୍କ ପାଠପଢ଼ା, ‘ୟୁକ୍ରେନ୍‌ ମୁକ୍ତି ମିଶନ’ ଉପରେ କାମ କରୁଛି ରୁଷିଆ…

ମସ୍କୋ, ୬।୩ : ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜ ଦେଶରେ ମଧ୍ୟ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପରିକି ଅନେକ ଛୋଟ ପିଲା ପୁଟିନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥଳେ, ନୂଆ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri