ଆଇପିଏଲ୍‌

ଆଇପିଏଲ ପୂର୍ବରୁ ସିଏସ୍‌କେକୁ ବଡ଼ ଝଟକା

ନୂଆଦିଲ୍ଲୀ,୨।୩: ଅଲରାଉଣ୍ଡର ଦୀପକ ଚହର ଆହତ ସମସ୍ୟା କାରଣରୁ ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେଉଥିବା ଆଇପିଏଲ ସିଜନର ପ୍ରାୟତଃ ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଡିଫେଣ୍ଡିଂ ଚାମ୍ପିୟନ...

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲରେ ୨୫% ଦର୍ଶକଙ୍କୁ ମିଳିବ ଅନୁମତି

ମୁମ୍ବାଇ,୨।୩: ଆଗାମୀ ଆଇପିଏଲ ପୂର୍ବରୁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆଇପିଏଲ-୧୫ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି...

ସିଏସ୍‌କେ-କେକେଆର୍‌ ମ୍ୟାଚ୍‌ରୁ ଆରମ୍ଭ ହେବ ଆଇପିଏଲ୍‌

ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ (ଆରସିବି) ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।...

ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବତନ ପେସର ଏବେ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ, ବୋଲିଂ କୋଚ୍‌...

ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍‌-୨୦୨୨ରେ ଆର୍‌ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର...

‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି। ବେଙ୍ଗାଲୁରୁଠାରେ ଆୟୋଜିତ ଦୁଇ ଦିନିଆ ମେଗା ଅକଶନରେ ରାଇନାଙ୍କୁ...

ଆଇପିଏଲ ନିଲାମରେ ୧୦.୭୫ କୋଟି ଟଙ୍କାରେ ବିକ୍ରି ହେବା ଖୁସିରେ ୧୫ ହଜାର ଟଙ୍କାର ପିଜ୍ଜା ମଗାଇଲେ ଏହି କ୍ରିକେଟର୍‌

କୋଲକତା,୧୭।୨: ଆଇପିଏଲ ନିଲାମ ୨୦୨୨ରେ, ହାଇଦ୍ରାବାଦ ଦଳ ୧୦.୭୫ କୋଟି ଟଙ୍କା ଦେଇ ଓ୍ବେଷ୍ଟଇଣ୍ଡିଜ୍‌ର ନିକୋଲାସ ପୁରାନ କିଣିଛି। ଗତ ସିଜନରେ ପଞ୍ଜାବ ପକ୍ଷରୁ ଖେଳିଥିବା ପୁରନ ଏବେ ହାଇଦ୍ରାବାଦ ପାଇଁ ଖେଳୁଥିବାର ନଜର ଆସିବେ। ନିଲାମରେ ୧୦.୭୫ କୋଟି...

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ସେଥିମଧ୍ୟରୁ ୬୭ ଜଣ ବିଦେଶୀ ଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ...

ଆଇପିଏଲ୍‌ରେ ମାଲାମାଲ୍‌ ହେଲେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ

କୋଲକତା,୧୪।୧: ଆଇପିଏଲ୍‌ ୨୦୨୨ ନିଲାମରେ ଜଣେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ ମାଲାମାଲ ହୋଇଛନ୍ତି। ତାଙ୍କ ନାଁ ହେଉଛି ତିଲକ ବର୍ମା। ୧୯ ବର୍ଷୀୟ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟି ଟଙ୍କାରେ କିଣିଛି। ସେ ବହୁତ ସଂଘର୍ଷ କରି ଆଜି ଏହି...

ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍‌, ଏବେ ଆଇପିଏଲ୍‌ରେ କୋଟି କୋଟି ଟଙ୍କା କରିବେ ରୋଜଗାର

ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍‌ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ ହେଉଛନ୍ତି ନବଦୀପ ସଇନି। ତାଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨.୬ କୋଟି...

କୁଲଦୀପଙ୍କୁ ପାଇ କେକେଆର୍‌କୁ ଏମିତି କହିଲେ ଦିଲ୍ଲୀ ଫ୍ରାଞ୍ଚାଇଜ ମାଲିକ

ନୂଆଦିଲ୍ଲୀ,୧୩।୨: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ଠିକ୍‌ ଭାବେ ସମ୍ଭାଳି ନ ଥିଲା। ଚାଇନାମ୍ୟାନ ସ୍ପିନରଙ୍କୁ କିଣିବା ପରେ ଏଭଳି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ମାଲିକ ପାର୍ଥ ଜିନ୍ଦଲ। “ମୋ ମତରେ ଆଇପିଏଲ୍‌ର...

୭ ବର୍ଷ ପରେ ଆଇପିଏଲ୍‌ରେ ଖେଳିବେ ଓଡ଼ିଆ ଖେଳାଳି

ବାଙ୍ଗାଲୋର,୧୩।୨: ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ଭାବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବାକୁ ଯାଉଛନ୍ତି ଶୁଭ୍ରାଂଶୁ ସେନାପତି। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାର ବେସ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri