ଆଇପିଏଲ୍‌

ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଆୟୋଜନ...

ଆଇପିଏଲ୍‌ ପୂର୍ବରୁ ଜୀବନର ଲକ୍ଷ୍ୟକୁ ନେଇ ଏଭଳି କହିଲେ ଏହି ଯୁବ ଭାରତୀୟ ବୋଲର୍‌; ସଫଳତାର ଶ୍ରେୟ ଦେଇ…

ନୂଆଦିଲ୍ଲୀ,୮।୪: ଭାରତର ଉଦୀୟମାନ କ୍ରିକେଟ ତାରକାଙ୍କ ମଧ୍ୟରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ୟତମ। ୨୭ ବର୍ଷୀୟ ଏହି କ୍ରିକେଟର ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଛୋଟ ଫର୍ମାଟରେ ଖେଳ ଆରମ୍ଭ କରିଥିଲେ। ଏଯାବତ ସେ ଭାରତ ପକ୍ଷରୁ ୫...

୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏକ ଶକ୍ତିଶାଳୀ ଦଳ ଭାବରେ ପରିଗଣିତ ହୋଇଛି।...

ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ପ୍ରବଳ ନାଚିଲେ ଆରସିବି ଖେଳାଳି: ଜାଣନ୍ତୁ କାହିଁକି

ଚେନ୍ନାଇ,୮।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ। ଆଇପିଏଲ୍‌ ୨୦୨୧ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବା ପୂର୍ବରୁ, କିଛି ଆରସିବି ଖେଳାଳି ଫଟୋଶୁଟରେ ଅଂଶଗ୍ରହଣ...

କାଲିଠୁ ଆଇପିଏଲ୍‌ ମହାସମର: କେବଳ ପ୍ରସାରଣ ଟିମ୍‌ର ହେବ ୧୦ ହଜାର କରୋନା ଟେଷ୍ଟ

ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍‌ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି ସମଗ୍ର ଆଇପିଏଲରେ କ୍ରିକେଟରଙ୍କ ନିକଟତର କେହି ଅଛନ୍ତି, ତେବେ ଏହା ବ୍ରଡକାଷ୍ଟିଂ ଟିମ୍‌...

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ...

ଗୋଟିଏ ଓଭରରେ ବୁମରାଙ୍କଠାରୁ ପର୍ପଲ କ୍ୟାପ୍‌ ଛଡାଇ ନେଲେ ଏହି ବୋଲର୍‌

ଆଇପିଏଲର ଟାଇଟଲ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ନାମେଣ୍ଟର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ରବିବାର ଦିଲ୍ଲୀ କ୍ୱାଲିଫାୟର ୨ରେ ସନରାଇଜର୍ସକୁ ପରାସ୍ତ କରିଛି ।...

ଆଇପିଏଲ୍‌-୨୦୨୦: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ଆବୁଧାବି :ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ

ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ଶୀର୍ଷ ଦୁଇସ୍ଥାନ ଅଧିକାର କରିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ...

ପ୍ରଥମ କ୍ୱାଲିଫାୟର: ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି

ଦୁବାଇ, ୫।୧୧(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଲିଗ୍‌ ପର୍ଯ୍ୟାୟ ଶେଷରେ ୪ ଦଳ ମୁମ୍ବାଇ ଇଣ୍ଡିଆନ୍ସ (୧୮ ପଏଣ୍ଟ), ଦିଲ୍ଲୀ କ୍ୟାପିଟାଲ୍ସ(୧୬), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୪) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (୧୪)...

ରୟାଲ୍ସ ବିଦା, ଆଶାରେ କୋଲକାତା

ଦୁବାଇ : ଇଅନ ମୋର୍ଗାନଙ୍କ ଅଧିନାୟକ ଇନିଂସ ପରେ ପ୍ୟାଟ୍‌ କୁମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପ୍ରଥମେ...

ଗେଲ୍‌ଙ୍କୁ ଜରିମାନା

ଆବୁଧାବି: ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଏଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ କିଙ୍ଗ୍ସ ଇଲେଭେନ ପଞ୍ଜାବ ମ୍ୟାଚରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣବିଧି ଉଲ୍ଲଂଘନ କରିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri