ଆଇପିଏଲ୍‌

ପଞ୍ଜାବର ପ୍ରତ୍ୟେକ ବିଜୟରେ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ରହିଛନ୍ତି ରାହୁଲ

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମୁକାବିଲାରେ ମଙ୍ଗଳବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ପଲା ଭାରୀ ରହିବ। ଦିଲ୍ଲୀ...

ରାଜସ୍ଥାନ ଆଗରେ ୧୨୬ ରନ ଟାର୍ଗେଟ୍‌ ରଖିଲା ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୧୦: ଚଳିତ ଆଇପିଏଲ୍‌ରେ ସୋମବାର ଅନୁଷ୍ଠିତ ୩୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସୁପର୍‌...

ଆଇପିଏଲ୍‌ରେ ୨୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଚେନ୍ନାଇ ସୁପର୍‌...

ଦ୍ୱିତୀୟ ସୁପର୍‌ ଓଭର ଟାଇ ରହିଥିଲେ କେମିତି ସ୍ଥିର ହୋଇଥାନ୍ତା ମ୍ୟାଚ୍‌ର ଫଳାଫଳ

ଦୁବାଇ, ୧୯।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ୨୦ ଓଭର ଖେଳ ପରେ ଦୁଇ ଦଳ ସ୍କୋର ୧୭୬-୧୭୬ରେ ସମାନ...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍‌ ଓଭର

ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ବର୍ଷର ଇତିହାସରେ ‘ସୁପର୍‌ ସନ୍‌ଡେ’ ପ୍ରଥମଥର ‘ଫନ୍‌ ଡେ’ ବା ମଜାର ଦିନ ବୋଲି ପ୍ରମାଣିତ ହୋଇଛି। ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି...

ଦିଲ୍ଲୀ ଦଳରେ ଅମିତ୍‌ ମିଶ୍ରାଙ୍କ ସ୍ଥାନ ନେଲେ ଏହି ଖେଳାଳି

ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍‌ଙ୍କ ବଦଳ ଖେଳାଳି ଭାବରେ କର୍ନାଟକ ଲେଗ୍‌-ସ୍ପିନର ପ୍ରବୀଣ ଦୁବେଙ୍କୁ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି।...

କୋଲକାତା ନାଇଟ ରାଇଡର୍ସ: ଅଲି ଖାନଙ୍କ ସ୍ଥାନରେ ଟିମ୍‌ ସିଫର୍ଟ

ଓ୍ବେଲିଂଟନ,୧୯।୧୦(ପି.ଟି.): କୋଲକାତା ନାଇଟ ରାଇଡର୍ସ(କେକେଆର) ଦଳରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ସ୍ଥାନ ପାଇଛନ୍ତି। ଆମେରିକୀୟ ଦ୍ରୁତ ବୋଲ ଅଲି ଖାନ୍‌ ଆହତ ହୋଇ ଦଳକୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ସିଫର୍ଟ ସ୍ଥାନ ପାଇଛନ୍ତି। କ୍ୟାରିବିୟାନ...

ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସୋମବାର ମୁହଁାମୁହିଁ ହେବେ। ପ୍ଲେ- ଅଫ୍‌ ଆଶା ବଜାୟ ରଖିବାକୁ...

ବ୍ରାଭୋଙ୍କ ଆହତ ସମସ୍ୟା ଯୋଗୁ ଚେନ୍ନାଇ ଚିନ୍ତିତ

ଶାରଜା, ୧୯।୧୦(ପି.ଟି.)- ଚେନ୍ନାଇ ସୁପରକିଙ୍ଗ୍ସର ଡେଥ୍‌ ଓଭର ସ୍ପେଶାଲିଷ୍ଟ ଡ୍ବେନ ବ୍ରାଭୋ ଆହତ ହୋଇଛନ୍ତି। ଉରୁସନ୍ଧିରେ ଆଘାତ ଯୋଗୁ ସେ କିଛି ଦିନ କିମ୍ବା କିଛି ସପ୍ତାହ ପର୍ଯ୍ୟନ୍ତ ଖେଳିବା ସମ୍ଭାବନା ନାହିଁ ବୋଲି କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ସୂଚନା...

ନାରିନ୍‌ଙ୍କ ବୋଲିଂ ଆକ୍ସନରେ ତ୍ରୁଟି ନାହିଁ

ଆବୁଧାବି, ୧୯ା୧୦ (ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଓ୍ବେଷ୍ଟଇଣ୍ଡିଆନ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନରେ ତ୍ରୁଟି ନାହିଁ ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସସ୍‌ପେକ୍ଟ ବୋଲିଂ ଆକ୍ସନ କମିଟି କହିଛି। ଗତ ଶନିବାର କିଙ୍ଗ୍ସ ଇଲେଭେନ...

ଡବଲ ସୁପର ଓଭରରେ ପଞ୍ଜାବ ବିଜୟୀ

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ଅନୁଷ୍ଠିତ ଏକ ରୋମାଞ୍ଚକ ଡବଲ ସୁପର ଓଭର ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ରୋମାଞ୍ଚକଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମ ସୁପର ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ପଞ୍ଜାବ ୨...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri