ଜୀବନଚର୍ଯ୍ୟା

ମଧୁମେହ ଯୋଗୁ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ…

4 years ago

ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ…

4 years ago

ଏମାନଙ୍କୁ କେବେବି ଭୁଲ୍‌ରେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନ ସହ ଜଡିତ ଅନେକ କଥା ବିଷୟରେ କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ…

4 years ago

ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ହିତକର…

4 years ago

ରୋଜି ଡିଲାଇଟ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌- ୫ଟି (ସ୍ଲାଇସ୍‌ ବ୍ରେଡ୍‌), ୫ ଚାମଚ ରୋଜ୍‌ ସିରପ୍‌, ୧/୪ କପ୍‌ ନଡିଆ କୋରା, ୨ ଚାମଚ ଠଣ୍ଡାଇ ପାଉଡର, ୨୫୦ଗ୍ରାମ୍‌ ଖୁଆ,…

4 years ago

ଅଫିସ୍‌ ୟୁନିଫର୍ମରେ ଲାଗିବେ ଟ୍ରେଣ୍ଡି

ଅଫିସିଆଲ୍‌ ଗେଟଅପ୍‌ ନାଁ ଶୁଣିବା ମାତ୍ରେ ଏକ ଫର୍ମାଲ୍‌ ଆଉଟ୍‌ଫିଟ୍‌ ନଚେତ୍‌ ଅଫିସ୍‌ ୟୁନିଫର୍ମର ଚିତ୍ର ଆଖିକୁ ଆସିଥାଏ। ଆଉ ସବୁବେଳେ ଏହି ଏକା ପ୍ରକାର ଆଉଟ୍‌ଫିଟ୍‌…

4 years ago

ରୁହନ୍ତୁ ସତର୍କ, ରହିବନି ଡର

ବିପଦ ସବୁବେଳେ ହଠାତ୍‌ ଆସେ।  ତେଣୁ ଆତ୍ମସୁରକ୍ଷାକୁ ନେଇ ସମସ୍ତେ  ସର୍ବଦା ସତର୍କ ରହିବା ଆବଶ୍ୟକ। ବିଶେଷକରି ବାହାରକୁ ଯାଉଥିବା ମହିଳାମାନେ ନିଜର ସୁରକ୍ଷା ଲାଗି କେତେକ…

4 years ago

ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର। ତେଣୁ…

4 years ago

ଘରେ କରୁଥିବା ଆପଣଙ୍କ ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ... ଘରର…

4 years ago

ଜୀବନରେ ଏହି ୪ କାର୍ଯ୍ୟ କରିବା ଉଚିତ: ନ ହେଲେ ଜନ୍ମ ହେବା ବୃଥା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନର ମୂଲ୍ୟବୋଧ ବିଷୟରେ ଅନେକ କଥା କହିଛନ୍ତି। ସେ ଏଥିରେ ଏପରି ୪ଟି କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ…

4 years ago