Advertisement

ଜୀବନଚର୍ଯ୍ୟା

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ…

5 years ago
ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ସ୍ବିଡିଶ୍‌ ନ୍ୟାଶନାଲ୍‌ ଡାଇବେଟିସ୍‌ ରେଜିଷ୍ଟର୍‌(ଏନ୍‌ଡିଆର୍‌)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍‌ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍‌ କ୍ୟାନସର୍‌ ଏବଂ ୫…

5 years ago
ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ ରହିବାକୁ…

5 years ago
ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ…

5 years ago
ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ରମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ ରୋଗୀଙ୍କ…

5 years ago
ଗେଣ୍ଡୁଫୁଲର ଉପକାରିତାଗେଣ୍ଡୁଫୁଲର ଉପକାରିତା

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ ଏବେ…

5 years ago
ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ…

5 years ago
ହୋମ୍‌ଓ୍ବାର୍କହୋମ୍‌ଓ୍ବାର୍କ

ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ…

5 years ago
ତ୍ୱଚାରେ ଆସିବ ଚମକତ୍ୱଚାରେ ଆସିବ ଚମକ

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ ଉପାୟ…

5 years ago
ପୂଜାରେ ଶାଢ଼ି ଫ୍ୟାଶନପୂଜାରେ ଶାଢ଼ି ଫ୍ୟାଶନ

ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା ପରେ…

5 years ago