ଜୀବନଚର୍ଯ୍ୟା

ଡେଙ୍ଗୁରୁ ଦୂରେଇ ରଖେ ଏହି ଘରୋଇ ଚିକିତ୍ସା…

ଖରାଦିନେ ମଶା ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ରହିଥାଏ। ତେବେ କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ ସମସ୍ୟାରୁ…

6 years ago

ଶରୀରର ଏହିସବୁ ଅଙ୍ଗ ସଫା କରିବା ସମୟରେ କରୁଛନ୍ତି କି ଭୁଲ… ହୋଇପାରେ ସମସ୍ୟା

ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ପରିଷ୍କାର ତଥା ପରିଚ୍ଛନ ରହିବା ନିହାତି ଜରୁରୀ। ଏଥିପାଇଁ ସ୍ନାନ କରାଯାଇ ଦିନର ଆରମ୍ଭ କରାଯାଇଥାଏ। ତେବେ ଶରୀରରେ ଏପରି…

6 years ago

ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ଆସିଥାଏ ଜାଣନ୍ତୁ

ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ।  ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ଥାଏ। ଜାଣନ୍ତୁ…

6 years ago

ଆଖି ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର ରସ…

ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ସୁଫଳ । ଏହା ଶରୀରରେ କୋଲେଷ୍ଟରଲସ୍ତର ହ୍ରାସ…

6 years ago

ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ କାର୍ବୋହାଇଡ୍ରେଟ୍‌ର…

6 years ago

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ ରସ…

6 years ago

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ। ପ୍ରତିଦିିନ…

6 years ago

ସକାଳେ ପିଇଲେ ଗ୍ଲାସେ ତମ୍ବାପାତ୍ର ପାଣି ମିଳିବ କ’ଣ…

ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ହୋଇଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ। ଏହି ପାଣିରେ…

6 years ago

ରୋଷେଇ ଘରୁ ଦୁର୍ଗନ୍ଧ ଆସିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି ଯାଇଥାଏ।…

6 years ago

ହୃଦରୋଗ ଦୂରେଇବା ପାଇଁ ସକାଳୁ ପିଅନ୍ତୁ…

ଆଧୁନିକ ଜୀବନଶୈଳୀ ଏବେ ଅଧିକାଂଶ ବ୍ୟକ୍ତିଙ୍କୁ ରୋଗାକ୍ରାନ୍ତ କରି ପକାଇଛି। ଖାଦ୍ୟ ପାନୀୟରେ ଅନିୟମିତତାହିଁ ଏବେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି କରିଛି। ଶରୀରରେ କୋଲେଷ୍ଟ୍ରଲ,…

6 years ago