ଡାଇବେଟିସ ଲୋକ ଅଣ୍ଡା ଖାଇପାରିବେ ନା ନାହିଁ? ଜାଣି ନିଅନ୍ତୁ ଦରକାରୀ କଥା
ଅଣ୍ଡା ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ଆଇରନ ରହିଛି ଯାହା ସୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସମସ୍ତଙ୍କୁ ସକାଳେ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ମଧୁମେହ ରୋଗୀମାନେ ପ୍ରତିଦିନ ଅଣ୍ଡା ଖାଇପାରିବେ...