ଜୀବନଚର୍ଯ୍ୟା

ସୌନ୍ଦର୍ଯ୍ୟ ବଢ଼ାଏ ଏହି ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ...

ଏହି ୩ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ; ବେଶ୍‌ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ...

ଏସବୁ ଲକ୍ଷଣ ଦେଖା ଦେଉଛି କି? ହୋଇପାରେ ହୃଦ୍‌ଘାତ

ବିଶ୍ୱବ୍ୟାପୀ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାର୍ଟ ଆଟାକ୍‌ ବା ହୃଦ୍‌ଘାତ। ଏହାର ଅନେକ କାରଣ ରହିଛି। ଆମେ ଅଧିକ କାମ କରୁ ମାତ୍ର ବହୁତ କମ୍‌ ଶୋଇଥାଉ। ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାଉ ଯଥେଷ୍ଟ ବ୍ୟାୟାମ କରି ନ ଥାଉ।...

ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ ଆଉ ବଞ୍ଚତ୍ବା ହୋଇଯାଏ ଦୁର୍ବିଷହ। ତେଣୁ ପରିଣତ ବୟସରେ ସୁସ୍ଥ ରହିବା ଲାଗି...

କାଜୁ କଟ୍‌ଲି

କାଜୁ-୨କପ୍‌,ଚିନି-୧କପ୍‌ ପାଣି-ଅଧା କପ୍‌,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍‌ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ ଦିଅନ୍ତୁ। ଏକ କଡ଼ାଇ ବସାଇ ସେଥିରେ ୧କପ୍‌ ଚିନି ସହ ଅଧା କପ୍‌...

ଶାଢ଼ି ପ୍ୟାଣ୍ଟ

ଫ୍ୟାଶନେବଲ୍‌ ଏବଂ ଡିଫରେଣ୍ଟ ଲୁକ୍‌ ପାଇଁ ଅଧିକାଂଶ ଝିଅ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ ପରିଧାନ କରୁଛନ୍ତି । ତେବେ ବର୍ତ୍ତମାନ ଶାଢ଼ି ସହ ପ୍ୟାଣ୍ଟର ଫ୍ୟାଶନ୍‌ ଟ୍ରେଣ୍ଡରେ ଅଛି । ତେବେ କେଉଁ ଶାଢ଼ି ସହ କେଉଁ ପ୍ୟାଣ୍ଟ...

ରହିବନି ଷ୍ଟ୍ରେଚ୍‌ମାର୍କ

ଚନ୍ଦନ ପ୍ୟାକ୍‌ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଏଥିପାଇଁ...

ଆଜ୍‌ମାର ଘରୋଇ ଉପଚାର

ଆଜ୍‌ମା ହେଉଛି ଏକ ଶ୍ୱାସଜନିତ ସମସ୍ୟା। ଏହା ଗୁରୁତର ଆକାର ଧାରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍‌ ହୋଇ ଚିକିତ୍ସିତ ହେବାକୁ ପଡ଼ିଥାଏ। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି...

କିଡ୍‌ନୀ ଷ୍ଟୋନ୍‌ରୁ ମୁକ୍ତି ଚାହୁଁଥିଲେ

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ...

ହାର୍ଟ ପାଇଁ ଉପକାରୀ ଧନିଆ

ଧନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ ତାହା ଖାଦ୍ୟର ସ୍ବାଦ ବଢ଼ାଇଦିଏ। ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ହଜମ...

ଲାଞ୍ଜ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଏମିତି ଜଣେ ଶିଶୁ ଜନ୍ମ ହୋଇଛି, ଯାହାର ଲାଞ୍ଜ ଅଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ଶିଶୁ ବ୍ରାଜିଲରେ ଜନ୍ମ ନେଇଛି। ଯାହାର ଲାଞ୍ଜ ଥିବା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଲାଞ୍ଜର...

ପାଟି ଦୁର୍ଗନ୍ଧ ହେଉଥିଲେ…

ଆମେ ପ୍ରତିଦିନ ଖାଇସାରିବା ପରେ ଭଲ ଭାବରେ କୁଳି କରି ପାଟି ସଫା କରିବା ଦରକାର। ନ ହେଲେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଦାନ୍ତସନ୍ଧିରେ ରହି ଦୁର୍ଗନ୍ଧ ସୃଷ୍ଟି କରିଥାଏ। ତେବେ ଜଣେ ଡାଇବେଟିସ୍‌ ରୋଗୀ ଏଥିପ୍ରତି ସତର୍କ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri