ଜୀବନଚର୍ଯ୍ୟା

କେଶ ରହିବ କଳା

କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍‌ ବ୍ୟବହାର କରୁଛନ୍ତି। ହେଲେ ଅପରପକ୍ଷେ ଏହା କେଶକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଜାଣି...

ମନିପ୍ଲାଣ୍ଟ ଦେବ ଗ୍ରୀନ୍‌ ଲୁକ୍‌

ଗଛ ଲଗାଇବାକୁ ଅନେକେ ଭଲ ପାଉଥିଲେ ବି ଜାଗା ଅଭାବରୁ ବାଡ଼ିବଗିଚା କରିବା ସମ୍ଭବ ହୋଇ ନ ଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଲଗାଇ ଘରକୁ ସବୁଜ ଲୁକ୍‌ ଦେଇପାରିବେ । ଏହା...

କୋଲେଷ୍ଟରଲ ସମସ୍ୟା ଥିଲେ…

ଧନିଆ ପତ୍ର କେବଳ ତରକାରୀର ସ୍ବାଦ ବଢ଼ାଇ ଥାଏ ତାହା ନୁହେଁ ଏଥିରେ ପୋଷକତ୍ତ୍ୱ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୁର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ...

ଦାନ୍ତ ସମସ୍ୟା ଥିଲେ…

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ ତାହାନୁହେଁ ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ। ତେବେ...

ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡ

ରାସ୍ତାରେ ଗଲାବେଳେ ଯଦି କାହାକୁ ଦୁଇ ପାଦରେ ଭିନ୍ନ ଭିନ୍ନ ପ୍ରକାରର ସୁଜ୍‌ ତଥା ସ୍ୟାଣ୍ଡେଲ ପିନ୍ଧିଥିବା ଦେଖନ୍ତି ତେବେ ତାଙ୍କ କାନରେ ଫୁସ୍‌ ଫୁସ୍‌ ହେଇ କହିବେନି ଯେ, ଆପଣ ଭୁଲ୍‌ରେ ଅଲଗା ଅଲଗା ପ୍ରକାରର ଜୋତା ପିନ୍ଧିଛନ୍ତି...

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି, ହେଲେ ଏମାନଙ୍କ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ ସେମାନଙ୍କ ମନ କଥା ମନରେ ରହିଯାଏ। ଏମାନେ ନିଜର ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କଠାରୁ...

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ, ସ୍ବାସ୍ଥ୍ୟ ପାଇଁ ଗୁଡ଼ ଭଲ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା...

ଅଣ୍ଟିରେ ସାପ ରଖିବାଠାରୁ ବି ଭୟଙ୍କର ଏଭଳି ବନ୍ଧୁ, ମଉକା ମିଳିଲେ ହାତ ଛାଡ଼ିଦେବେ…

ମହାପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜିବି ବେଶ ପ୍ରାସଙ୍ଗିକ। ଏଥିରେ ୧୭ଟି ଅଧ୍ୟାୟ ରହିଛି। ସେଥିରେ ଭିନ୍ନ ଭିନ୍ନ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ସମାଜର ମାର୍ଗଦର୍ଶନ କରିବା ସହ ଲୋକଙ୍କୁ ସୁଖୀ ଜୀବନ ପାଇଁ ପ୍ରେରଣା ଦେଇ ଆସୁଛି।...

ଜୀବନସାଥୀଙ୍କୁ ନିକଟତର କରିବା ପାଇଁ ଆପଣାନ୍ତୁ ଏପରି ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌ ନୁହେଁ। ତେଣୁ, କିଛି ଟିପ୍ସ ଗ୍ରହଣ କରି, ଆପଣ ସାଥୀଙ୍କୁ ନିକଟରୁ ଆହୁରି...

ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ଝଗଡ଼ା ଲାଗି ରହୁଛି କି? କର୍ପୂରକୁ ଏଭଳି ବ୍ୟବହାର କରି ଦେଖନ୍ତୁ ପରିଣାମ…

ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ...

ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ ବାଦାମ ଦେଲ ସବୁଠୁ ଉପକାରୀ। ନଡ଼ିଆ ତେଲ: ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍‌,...

ଅଷ୍ଟିଓପୋରୋସିସ୍‌ରୁ ମୁକ୍ତି ଦେବ ସୁପୋଷଣ

ବୟସ ବଢ଼ିବା ସହିତ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଦେଖାଦେଇଥାଏ। ପ୍ରତି ୩ ଜଣରେ ଜଣେ ମହିଳାଙ୍କଠାରେ ଏହି ସମସ୍ୟା ଦୃଷ୍ଟିଗୋଚର ହୋଇଥାଏ। ସେହିପରି ପ୍ରତି ୫ ଜଣରେ ଜଣେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri