ଜୀବନଚର୍ଯ୍ୟା

ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ...

ଦେଖାଯାଉଛି କି ବ୍ଲାକ୍‌ହେଡଶ୍‌ ସମସ୍ୟା

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡଶ୍‌ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌ ସମସ୍ୟା ଲାଗି ସେଲ୍‌ ବନ୍ଦ ହୋଇଯାଇ ବ୍ଲାକ୍‌ହେଡସ୍‌ ହୋଇଥାଏ। ଏହି ସମସ୍ୟା ଅଧିକ...

ସୁଖ ସମୃଦ୍ଧି ପାଇଁ ଫିଟିକିରି

କୁହାଯାଏ, ନକାରାତ୍ମକ ଉର୍ଜାର ପ୍ରଭାବରେ ଘରେ କଳହ ଲାଗିବା ସହ ଆର୍ଥତ୍କ ଦୁରବସ୍ଥା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇଁ ଫିଟିକିରିର କ’ଣ ସବୁ ଭୂମିକା ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁସାରେ, ଫିଟିକିରି ମିଶା ପାଣିରେ...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି; ଜାଣନ୍ତୁ କିପରି କରିବେ ସେବନ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଡାଇବେଟିସ ବା ମଧୁମେହ ରୋଗରେ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଫଳରେ ଏହା ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଡାକ୍ତରମାନେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

ଉଚ୍ଚ ରକ୍ତଚାପ କ’ଣ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିୟନ୍ତ୍ରଣ କରିବାର ଉପାୟ…

ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ଚାପଗ୍ରସ୍ତ ରହିବାରୁ ସୃଷ୍ଟ ଅନେକ ରୋଗ ମଧ୍ୟରୁ ହାଇ ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ) ଗୋଟିଏ। ଏହାକୁ ସାଇଲେଣ୍ଟ କିଲର୍‌ ବୋଲି ମଧ୍ୟ କୁହାଯାଏ। କାରଣ ଏହି ରୋଗର ଲକ୍ଷଣ ଶୀଘ୍ର ଜଣା ପଡ଼ି...

ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସବୁ ଖାଦ୍ୟ ପଦାର୍ଥର ପ୍ରକୃତି ଭିନ୍ନ। କାହାକୁ ଖାଇଲେ ଶରୀର...

ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର ଥିଲେ ବ୍ୟକ୍ତି...

ସାବଧାନ ! ଶଯ୍ୟାରେ ବି ରହିଛନ୍ତି ରୋଗ ସୃଷ୍ଟିକାରୀ କୋଟି କୋଟି ସୂକ୍ଷ୍ମଜୀବ…

ଲଣ୍ଡନ,୧୭।୭: ଘରେ ଆମର ଶୋଇବା ଶଯ୍ୟା ମଧ୍ୟ ସୁରକ୍ଷିତ ନୁହେଁ। ଶଯ୍ୟାରେ କୋଟି କୋଟି ରୋଗସୃଷ୍ଟିକାରୀ ସୂକ୍ଷ୍ମଜୀବ ବାସ କରିଥାନ୍ତି। ତେଣୁ ଏନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ସତର୍କ ନ ରହିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ 

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ବ୍ୟକ୍ତିର ଜନ୍ମତିଥି ଏବଂ ସମୟ ଅନୁଯାୟୀ ନିର୍ଦ୍ଧାରିତ କରାଯାଇଥାଏ। ଆଜି ଆମେ...

ଘରେ ସବୁବେଳେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ...

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ...

ଏହାକୁ ଟଙ୍କା ଦେଇ କିଣିବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri