ଜୀବନଚର୍ଯ୍ୟା

Holi 2025: ହୋଲି ଦିନ ରାଶି ଅନୁଯାୟୀ ଦାନ କରନ୍ତୁ ଏସବୁ ଜିନିଷ, ଜୀବନରୁ ଦୂର ହୋଇଯିବ ସମସ୍ତ ବାଧା! 

ହିନ୍ଦୁ ଧର୍ମାନୁଯାୟୀ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା ଦିନ ହୋଲି ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ହୋଲି ପର୍ବ ଶତ୍ରୁକୁ ମଧ୍ୟ ବନ୍ଧୁରେ ପରିଣତ କରେ। ହୋଲି ଦିନ ଲୋକମାନେ ପରସ୍ପର ଉପରେ ରଙ୍ଗ ଲଗାନ୍ତି ଏବଂ ପରସ୍ପରକୁ...

ଖରାଦିନେ ଏମତି ଭାବେ ଘରକୁ ରଖନ୍ତୁ ଥଣ୍ଡା

ବେଳକୁ ବେଳ ବଢିଚାଲିଛି ତାପମାତ୍ରା। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ...

କରୁଥିଲେ ଅନଲାଇନ ଡାଇଟ୍‌, ଚାଲିଗଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ,୧୧।୩: ଆଜିକାଲି ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଡାଏଟ ଅନୁସରଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଶରୀରର ଆବଶ୍ୟକତା ଅନୁସାରେ ଉପଯୁକ୍ତ ଖାଦ୍ୟ ଗ୍ରହଣ କରାଯାଏ ନାହିଁ, ତେବେ ଏହା ସ୍ବାସ୍ଥ୍ୟ ପାଇଁ...

ମୋଟାପଣକୁ କମ୍‌ ଦେଖାଇଥାଏ ଏହି କଲର ଆଉଟ୍‌ଫିଟ୍‌

ଷ୍ଟାଇଲିଶ୍‌ ଓ ଗ୍ଲାମର୍ସ ଦେଖାଯିବା ପାଇଁ ହେଲେ ପ୍ରଥମେ ନିଜ ଆଉଟ୍‌ଫିଟ୍‌ ଉପରେ ଧ୍ୟାନଦେବାକୁ ହେବ। ତେବେ ବ୍ଲାକ୍‌ କଲର ଆଉଟ୍‌ଫିଟ୍‌ ମୋଟାପଣକୁ କମ୍‌ ଦେଖାଇଥାଏ। ତେଣୁ ପ୍ଲସ୍‌ ସାଇଜ୍‌ ମହିଳା ଏହି ରଙ୍ଗର ବିଭିନ୍ନ ଡିଜାଇନ ଆପଣାଇ ପାରିବେ…...

ସକାଳୁ ସକାଳୁ ପିଲାମାନଙ୍କୁ ରେଡିକରି ସ୍କୁଲ ପଠାଇବାକୁ ଥକି ପଡୁଛନ୍ତି କି, ଜାଣନ୍ତୁ…

ପିଲାଙ୍କ ସକାଳୁଆ ସ୍କୁଲ ହେଲେ  ସେମାନଙ୍କୁ ରେଡି କରୁଥିବା ଲୋକଟି ହିଁ ବେଶି ଥକିପଡେ। ଆଜିର ଜୀବନଶୈଳୀ ଲେଟ୍‌ରେ ଶୋଇବା ଲେଟ୍‌ରେ ଉଠିବା ପାଇଁ ଏହି କାମ ଆହୁରି କଷ୍ଟକର ହୋଇପଡେ, ତେବେ ଜଣନ୍ତୁ ଏ ନେଇ କିଛି ସହଜ...

ଜାଣନ୍ତୁ ବେଲପତ୍ର କିପରି କରିଦେବ ସୁନ୍ଦର

ତ୍ୱଚାରେ ଯଦି ବିଭିନ୍ନ ପ୍ରକାର ଦାଗ ରହିଥାଏ ଅଥବା କୁଣ୍ଡାଇ ହେଉଥାଏ ତେବେ ବେଲପତ୍ରକୁ ବାଟି ସେହି ସ୍ଥାନରେ ଲଗାନ୍ତୁ। କିଛିଦିନ ପରେ ଏହି ସମସ୍ୟା ରହିବ ନାହିଁ। ଏହା ବ୍ୟତୀତ ଯଦି ଦେହରୁ ଝାଳ ଗନ୍ଧ ହେଉଥାଏ ତେବେ...

ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା, ନିଜର ଦୈନନ୍ଦିନ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ। ତା’ ସହ ଠିକ୍‌...

ଶରୀରକୁ ସୁସ୍ଥ ରଖେ ରଜନୀଗନ୍ଧା

ରଜନୀଗନ୍ଧାର ନାମ ନେବା ମାତ୍ରେ ଆମ ଆଖି ସାମ୍ନାରେ ଏକ ସତେଜ ଧଳା ସୁଗନ୍ଧିତ ଫୁଲର ପ୍ରତିଛବି ଉଙ୍କି ମାରୁଥାଏ। ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଫୁଲଟି କେବଳ ଆପଣଙ୍କ ଜୀବନକୁ ସୁଗନ୍ଧିତ କରେ ନାହିଁ, ବରଂ ଏହା ଆପଣଙ୍କ...

ବିଜ୍ଞାନର ଉନ୍ନତିରେ ଯୁବଶକ୍ତିର ଭୂମିକା

”ରମଣଙ୍କ ନୋବେଲ ପୁରସ୍କାର ଲାଭର ଦୀର୍ଘ ୯୦ବର୍ଷ ବିତିଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇନାହାନ୍ତି। ଆମ ଦେଶରେ ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ୱେ...

ଡାଇବେଟିସ୍‌ ଆଶଙ୍କା ବଢ଼ାଏ ଅସନ୍ତୁଳିତ ଜୀବନଶୈଳୀ: ହୋଇଯାନ୍ତୁ ସଚେତନ

ଆଜିକାଲି ବ୍ୟସ୍ତମୟ ଜୀବନରେ ନିଜର ଜୀବନଶୈଳୀକୁ ସନ୍ତୁଳିତ ରଖିବା ଜରୁରୀ ହୋଇପଡ଼ିଛି। ଯଦି ଦୀର୍ଘ ମାସ ଧରି ଏହା ଅସନ୍ତୁଳିତ ରହିଲା, ତେବେ ତାହା ଡାଇବେଟିସ୍‌ର କାରଣ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ବିଷୟବସ୍ତୁକୁ ନେଇ ସର୍ଭେ କରିବା...

ପିଜୁଳିରେ ରହିଛି ଅନେକ ପୋଷକତତ୍ତ୍ୱ, ମାତ୍ର ଏହି ରୋଗୀଙ୍କୁ ଖାଇବା ମନା, ଜାଣନ୍ତୁ କାହିଁକି…

ପିଜୁଳି ଏମିତି ଏକ ଫଳ ଯାହା ବହୁତ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଭାବରେ ବିବେଚନା କରାଯାଏ। ଅଧିକାଂଶ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି ଯେଉଁମାନଙ୍କର ପାଚନ ସମସ୍ୟା ଅଧିକ ଥାଏ, ଏହା ସେମାନଙ୍କ ପାଇଁ କୌଣସି ବରଦାନଠାରୁ...

ଚିନାବାଦାମ ଖାଇଲେ ଦୂର ହୁଏ ଏସବୁ ସମସ୍ୟା…

ଚିନାବାଦାମରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏହାକୁ ଖାଇଲେ ଦୃଷ୍ଟି ଶକ୍ତି ଆହୁରି ପ୍ରଖର ହୋଇଥାଏ। ‘ପ୍ରଖର ଦୃଷ୍ଟିଶକ୍ତିରେ ଚିନାବାଦାମର ଭୂମିକା’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image