ଜୀବନଚର୍ଯ୍ୟା

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ ବିଷୟରେ ସଚେତନ କରିଥାଏ। ଯଦିଓ ଅଧିକାଂଶ ଲୋକ ଏହାକୁ କେବଳ ମାତ୍ର ସ୍ବପ୍ନ ବୋଲି ଭାବି...

ପ୍ରେମିକାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ, ରାଧା-କୃଷ୍ଣ ପରି ହୋଇଥାଏ ଯୋଡ଼ି

ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ତେବେ ଏମିତି କେତେକ...

ଦୁଆରେବନ୍ଧରେ ଆମ୍ବପତ୍ର ଲଗାଇଲେ ….

ହିନ୍ଦୁଧର୍ମ ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ର ଲଗାଯାଏ। ଏହି ପରମ୍ପରା ବହୁତ ପୁରୁଣା। ଯେବେ ବି ଘରେ କୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତଘର ଆଦି ହୋଇଥାଏ ମୁଖ୍ୟଦ୍ୱାରରେ ଆମ୍ବପତ୍ର କିମ୍ବା ଫୁଲମାଳ ଲଗାଯାଇଥାଏ। ଏପରି କରିବା ଦ୍ୱାରା...

ରାଶି ଅନୁଯାୟୀ ପ୍ରେମ: ଜାଣନ୍ତୁ କାହାକୁ ମିଳେ ଧୋକା, କିଏ ଏକାଧିକ ଥର ପଡ଼ନ୍ତି ପ୍ରେମରେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି...

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ଶେଷରେ ଅନେକ ଦମ୍ପତିି ଅଲଗା ହେବାର...

ଏହି ୭ ଜିନିଷ ବହୁତ ପବିତ୍ର: ଏହାକୁ ସେବନ କରିବା ପରେ ବି କରିପାରିବେ ପୂଜାପାଠ, ଲାଗିବନି ପାପ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଏକାଧିକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରେ ସଫା-ସୁତୁରା ଏବଂ ପବିତ୍ରତାକୁ ନେଇ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଳେଖ କରିଛନ୍ତି। ସେ କୁହନ୍ତି...

ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ, ଜାଣନ୍ତୁ କିଭଳି କରିବେ…

ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର,...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ଗ୍ରୀନ ଟି

  ଗ୍ରୀନ ଟି ଅଧିକ ଲାଭଦୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା ଦାଗ, ଚର୍ମକୁଞ୍ଚନରୁ ଏହା ମୁକ୍ତି ଦେଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟର ଗୁଣ...

ସ୍ବାସ୍ଥ୍ୟ ପାଇଁ ଟିକା

ଟିକାକରଣ ବିଭିନ୍ନ ମାରାତ୍ମକ ରୋଗ ନିୟନ୍ତ୍ରଣର ଏକମାତ୍ର ଉପାୟ। ହେଲେ ଏବେ ବି ଏ ଦିଗରେ ଅନେକଙ୍କଠାରେ ସଚେତନତାର ଅଭାବ ଅତ୍ୟନ୍ତ ପରିତାପର ବିଷୟ। ତେଣୁ ଆଜି ଜାତୀୟ ଟିକାକରଣ ଦିବସ ଅବସରରେ ଶିଶୁ ଏବଂ ମହିଳାଙ୍କ ଲାଗି ଜରୁରୀ...

ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ

ସ୍ବାବଲମ୍ବୀ ହେବାକୁ ତାଙ୍କ ଭିତରେ ଥିଲା ଆତ୍ମବିଶ୍ୱାସ। ତେଣୁ ଘର କଣରେ ବସି ନ ରହି ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଅଣ୍ଟା ଭିଡ଼ିଲେ। ଆଉ ନିଜ ସହ ୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ସମାଜରେ...

ଗର୍ଭାବସ୍ଥାରେ ବାନ୍ତି

ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ କମିବା ସହ ଦୁର୍ବଳ ଲାଗିଥାଏ, ଯାହାକୁ ଦୂରେଇବାଲାଗି କେତେକ ଘରୋଇ ଉପଚାର ଲାଭଦାୟକ…...

ପାଲକ ଟିକି

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ପାଳଙ୍ଗ ଶାଗ, ଅଧା କପ୍‌ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍‌ ସ୍ପୁନ୍‌ ଚାଉଳ ଅଟା, ଅଧା କପ୍‌ ବ୍ରେଡ୍‌ ଗୁଣ୍ଡ, ତେଲ, ଲୁଣ, କୋରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri