ଜୀବନଚର୍ଯ୍ୟା

ଭାତୁଡ଼ି ଥିଲେ ଆପଣାନ୍ତୁ ଏହି ଉପାୟ, ମିଳିବ ମୁକ୍ତି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଥି ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି...

ପିଅନ୍ତୁ ହଳଦୀ-ତୁଳସୀ କାଢା

ପକୃତିର ଅବଦାନ ମଣିଷ ପାଇଁ ଅନେକ । ପ୍ରାକୃତିକ ଜିନିଷ ବ୍ୟବହାର କରି ମଣିଷ ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ସହଜରେ ଦୂରେଇ ଦେବ । ତେବେ ହଳଦୀ ଓ ତୁଳସୀ ପତ୍ରରେ ପ୍ରସ୍ତୁତ କାଢା ପିଇଲେ ଏହା ଶରୀରର...

ମଡର୍ନ ଲୁକ୍‌ ଷ୍ଟାଇଲ୍‌

ମଡର୍ନ ଲୁକ୍‌ ଷ୍ଟାଇଲ୍‌ ନିଜକୁ ମଡର୍ନ ଲୁକ୍‌ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅପଡେଟ୍‌ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍‌ ପାଇଁ ଜାଣିରଖନ୍ତୁ କିଛି ଟିପ୍ସ… ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍‌ରେ...

ମୁଗ ସୋୟାବିନ୍‌ ବରା

ଆବଶ୍ୟକ ସାମଗ୍ରୀ- ମୁଗ ଡାଲି- ୨୦୦ ଗ୍ରାମ୍‌, ସୋୟାବିନ୍‌- ୧୦୦ ଗ୍ରାମ୍‌, ପିଆଜ- ୩ଟି, କଞ୍ଚାଲଙ୍କା- ୩ଟି, ଆବଶ୍ୟକ ଅନୁଯାୟୀ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:- ମୁଗଡାଲି ଏବଂ ସୋୟାବିନ୍‌କୁ ରାତିରୁ ଭିଜାଇ ରଖନ୍ତୁ। ସକାଳେ ମୁଗଡାଲି ଏବଂ...

ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି ଏଲିଜା ପ୍ରିୟଦର୍ଶିନୀ। ନୃତ୍ୟ ପ୍ରତି ସମର୍ପିତ ଏହି ମହିଳା ଜଣକ ଏବେ...

ଘରୋଇ ସ୍କ୍ରବ

ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ ପ୍ରକାରର ସ୍କ୍ରବ ତିଆରି କରିପାରିବେ…. କଦଳୀ ଓଟ୍‌ସ ସ୍କ୍ରବ ଗୋଟିଏ ପାଚିଲା କଦଳୀରେ...

ଯଦି ଶାଶୁ ବୋହୂ କର୍ମଜୀବୀ…

କର୍ମଜୀବୀ ମହିଳାଙ୍କୁ ଘରକାମରେ ସବୁଠୁ ଅଧିକ ସହଯୋଗ କରିଥା’ନ୍ତି ସେମାନଙ୍କ ଶାଶୁ। ହେଲେ ଯେଉଁଠି ଶାଶୁ-ବୋହୂ ଉଭୟ କର୍ମଜୀବୀ, ସେଠି ଘରକାମ କରିବା ପାଇଁ ଚାଲିଥାଏ ରୀତିମତ ଯୋଜନା। ଉଭୟଙ୍କୁ ସମୟ ଅନୁସାରେ ସବୁକିଛି ମିଳିମିଶି କରିବାକୁ ପଡ଼ିଥାଏ.. ଆଜିକାଲି...

ନଡ଼ିଆ ତେଲ ଦିଏ ଏହିସବୁ ରୋଗରୁ ମୁକ୍ତି

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଶରୀରର ରୋଗ...

ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ...

ଏମିତି ଘରେ ସର୍ବଦା ରହିଥାଏ ସୁଖ,ଶାନ୍ତି

ସୁଖ ସଂସାର ପାଇଁ ଅନେକ କଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ, ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ମହତ୍ତ୍ୱ ରଖିଥାଏ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏସବୁ ବିଷୟରେ ବହୁତ କିଛି କହିଛନ୍ତି। ସେ ତାଙ୍କ ନୀତିର ଏକ...

ମିନି ପ୍ରିଣ୍ଟର

ଏଣିକି ଆପଣ ଯୁଆଡ଼େ ଗଲେ ସାଙ୍ଗରେ ପ୍ରିଣ୍ଟର ନେଇ ଯାଇପାରିବେ। କାରଣ କୌଣସି ଜିନିଷର ପ୍ରିଣ୍ଟ ବାହାର କରିବାକୁ ଆମକୁ ଜେରକ୍ସ କିମ୍ବା ପ୍ରିଣ୍ଟର ଥିବା ଦୋକାନକୁ ଯିବାକୁ ପଡିଥାଏ। ହେଲେ ଏଣିକି ଆପଣ ଯେତେବେଳେ ଚାହିଁବେ ସାଙ୍ଗେ ସାଙ୍ଗେ...

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ଆମ ଶରୀର ଭିତରେ କେତେକ କାରଣରୁ ବ୍ୟାକ୍ଟେରିଆ ବସା ବାନ୍ଧିଥାଆନ୍ତି। ବେଳେବେଳେ ଏଗୁଡିକ କିଛି ରୋଗର କାରଣ ମଧ୍ୟ ସାଜିଥାଆନ୍ତି। ତେବେ ଏପରି ଏକ ସରଳ ଉପାୟ ରହିଛି, ଯାହାଦ୍ୱାରା ବ୍ୟାକ୍ଟେରିଆକୁ ରୋକାଯାଇପାରିବ। ଆମେ ତ ଜାଣିଛୁ ଯେ ଆମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri