ଜୀବନଚର୍ଯ୍ୟା

ବେଡ୍‌ରୁମ୍‌ରେ ଏହି ଦେବତାଙ୍କ ଫଟୋ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ହୋଇଥାଏ ସୁଦୃଢ଼

ବେଡ୍‌ରୁମ୍‌ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍‌ରୁମ୍‌ ଦିଗ, ସେଠାରେ ଥିବା ସାମଗ୍ରୀ ବାସ୍ତୁ ସହିତ ଖାପ ନ ଖାଏ , ତେବେ ଅନେକ ସମସ୍ୟାର...

ସହଜରେ ଚିହ୍ନଟ ହେବ ଆଲର୍ଜି

ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ହେଲେ ଏପରି ସମସ୍ୟା ପ୍ରତି ସଚେତନ ରହିବା ନିହାତି ଦରକାର। ତେବେ ଆଲର୍ଜି ସମସ୍ୟାକୁ ଏଣିକି ସହଜରେ ଚିହ୍ନଟ କରିହେବ। ଏ ନେଇ...

ହାଇ-ଟେକ୍‌ ମହାକାଶଯାନ

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍‌ କଥା ହେଲା...

ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା

ଏବେ ଡେଙ୍ଗୁ ଅନ୍ୟତମ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଆରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇନେଲେ ଏଥିରୁ ଆରୋଗ୍ୟ ମିଳିପାରୁଛି। ହେଲେ ପରିସ୍ଥିତି ଜଟିଳ ଥିଲେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜିଥାଏ।...

ସଚେତନତା ସବୁଠାରୁ ବଡ କଥା

”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ...

ଭଙ୍ଗାହାଡ଼ର ଛବି

ଲୁହାଛଡ଼ର ଛାଞ୍ଚରେ ଇଟା-ବାଲି-ସିମେଣ୍ଟ ଲଗାଇ ବଡ଼ ବଡ଼ କୋଠାଘର ତିଆରି ହୁଏ। ଛାଞ୍ଚ ନ ରହିଲେ କୋଠାଘର ଛିଡ଼ା ହୋଇପାରିବ ନାହିଁ। ଠିକ୍‌ ସେମିତି, ଆମ ଶରୀରକୁ ତିଆରି କରିବା ପାଇଁ ମୂଳ ଛାଞ୍ଚ ହେଉଛି ହାଡ଼କଙ୍କାଳ (ସ୍କେଲିଟନ୍‌), ଯାହା...

ପେଟରେ ଷ୍ଟୋନ ସମସ୍ୟା ଥିଲେ, ଖାଆନ୍ତୁ..

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ ଅପେକ୍ଷା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ...

ବ୍ରେକ୍‌ଅପ ପରେ ମନକୁ ଆସିଥାଏ ଏପରି କଥା

ଯେପରି ଭାବେ କ୍ୟାରିଅର୍‌, ପାଠପଢ଼ାରେ କିଛି ତ୍ରୁଟି ନେଇ ଆମେ ଭାବିଥାଉ ପରେ କିଛି ଜିନିଷକୁ ଭଲ ଭାବରେ ବୁଝିଥାଉ। ସେହିଭଳି ଯେତେବେଳେ କେହି ଜଣେ କାହା ସହିତ ସମ୍ପର୍କ ଗଢ଼ିଥାନ୍ତି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ।...

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍‌ ସମସ୍ୟା ଅଧିକ ଦେଖା...

ପୃଥିବୀରେ ଏହି ୩ଟି ଜିନିଷ ସବୁଠୁ ମୂଲ୍ୟବାନ: ପାଖରେ ଥିଲେ ଶତ୍ରୁକୁ କରିପାରିବେ ଜୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ ସୁନା କେବଳ ଏକ ପଥର, ଯାହା ବିନା ଜଣେ ବଞ୍ଚିପାରିବ, କିନ୍ତୁ ସେହି...

ଏମିତି ରୋଷେଇ ଘର ପକାଇଥାଏ ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ: ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା

ରୋଷେଇ ଘରର ମୁଖ୍ୟ ଭୂମିକା ରହିଛି, ରୋଷେଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆପଣଙ୍କୁ ସୁସ୍ଥ, ଚାପମୁକ୍ତ ରଖେ, କିନ୍ତୁ ଯଦି ଏହି ରୋଷେଇ ଘରଟି ଭୁଲ ଦିଗରେ ଥାଏ, ତେବେ ଏହା ସର୍ବପ୍ରଥମେ ଘରର ମହିଳାମାନଙ୍କ ଉପରେ ନକାରାତ୍ମକ...

ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ମନୁଷ୍ୟ ତାର ଜୀବନରେ ବାସ୍ତବ ସୁଖକୁ ଖୋଜିବୁଲେ। ହେଲେ ଏହା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri