ଜୀବନଚର୍ଯ୍ୟା

ଜାଣନ୍ତୁ କେଉଁ ଦିଗରେ ରହିବା କଥା ପିଲାଙ୍କ ରୁମ୍‌, ନଚେତ ଘଟିବ କିଛି ଏପରି

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ।...

ଗ୍ରହ ସହିତ ରହିଛି ଗଛର ସମ୍ପର୍କ: ଘରେ ଲଗାଇବା ପୂର୍ବରୁ ଜାଣନ୍ତୁ, ନ ହେଲେ ହୋଇପାରେ ସର୍ବନାଶ

ଘରେ ଗଛ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟା ଥିବା ଗଛ ଘରେ ଲଗାଯିବା ଉଚିତ ନୁହେଁ। ଏଥି ସହିତ, ଯେଉଁ ଗଛର ପତ୍ର କିମ୍ବା ଡାଳ...

ବିବାହରେ ବିଳମ୍ବ ହେଉଛି କି: ଏପରି ଉପାୟ ଅବଲମ୍ବନ କରନ୍ତୁ..

ବିବାହରେ ବିଳମ୍ବ ପାଇଁ ଅନେକେ ମଙ୍ଗଳ ଦୋଷକୁ ଦାୟୀ କରିଥାନ୍ତି। ଏହାକୁ ଦୂର କରିବା ପାଇଁ ଘରର କବାଟଗୁଡିକୁ ଲାଲ କିମ୍ବା ଗୋଲାପୀ ରଙ୍ଗର କରିଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କଲେ କୁଣ୍ଡଳୀରେ ମଙ୍ଗଳ ଦଶା ମଜଭୂତ ହୋଇଥାଏ। ବାସ୍ତୁ...

ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା ଯୁବତୀମାନେ ଏହାକୁ ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ।...

ଏସବୁ ବ୍ୟକ୍ତିଙ୍କ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ, ଦେଖାଯାଏ ଘୋର ଅଭାବ, ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ

ସୁଖୀ ଏବଂ ଆନନ୍ଦଦାୟକ ଜୀବନ ପାଇଁ ଅନେକ ସମୟରେ ଟଙ୍କା ଆବଶ୍ୟକ। ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି ନାହିଁ। ଏହାକୁ ନେଇ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି...

ଏସବୁ ଜିନିଷକୁ ସ୍ତ୍ରୀର ପ୍ରକୃତ ଆଭୂଷଣ, ଧର୍ମ ବୋଲି କହିଛନ୍ତି ଚାଣକ୍ୟ: ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ରୀ। ଏହାଛଡ଼ା ସେ ଜୀବନକୁ ବହୁତ ନିକଟରୁ ବୁଝିଥିବା ଜଣାଯାଏ। ତାଙ୍କର ନୀତିଶାସ୍ତ୍ର ଆଜି ବି ଅନେକଙ୍କୁ ରାସ୍ତା ଦେଖାଏ। ମଣିଷ୍ୟକୁ କିଭଳି ହେବା ଉଚିତ, କେଉଁ ପରିସ୍ଥିତିରେ କିଭଳି ବ୍ୟବହାର...

ସାପଠାରୁ ଅଧିକ ବିଷଧର ଏଭଳି ବ୍ୟକ୍ତି; ସର୍ବଦା ଦୂରେଇ ରୁହନ୍ତୁ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ମୂଲ୍ୟକୁ ଭଲ ଭାବେ ବୁଝାଇଛନ୍ତି। ଏପରିକି ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଦୁର୍ଜନ ବ୍ୟକ୍ତି। ତାଙ୍କୁ ବିଷଧର ଜୀବ...

ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ

ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସବୁ ନାମର କିଛି ନା କିଛି ଅର୍ଥ ରହିଛି।...

କ’ଣ ଆପଣଙ୍କ ଘରର ଏହି ଦିଗରେ ରହିଛି ଝରକା, କବାଟ? ଜାଣନ୍ତୁ ପକାଏ କି ପ୍ରଭାବ, କିପରି କରିବେ ପ୍ରତିକାର

ବାସ୍ତୁଶାସ୍ତ୍ରରେ ଦିଗକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ଯଦି ବିଭିନ୍ନ ଦିଗରେ ଜିନିଷପତ୍ର ଠିକ୍‌ ଭାବେ ନ ରୁହେ ତେବେ ଘରର ଲୋକଙ୍କ ଅବସ୍ଥା ବିଗିଡେ ବୋଲି ବିଶ୍ୱାସ ରହିଛି। ଅନେକ ସମୟରେ କୂପ୍ରଭାବ ଏତେ ପଡ଼ିଥାଏ ଯେ, ଘର...

ଘରେ କେଉଁ ଦିଗରେ କ’ଣ ରହିବା ଆବଶ୍ୟକ ଜାଣନ୍ତୁ: ଏହି ଭୁଲ୍‌ ପାଇଁ ଦେଖାଦେଇପାରେ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଘରର କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ୍‌ ଏହା ବର୍ଣ୍ଣନା କରାଯାଇଛି। ଅନେକ ସମୟରେ ଏହା ମଧ୍ୟ ଠିକ୍‌ ସ୍ଥାନରେ ନ ରହିଲେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଘରେ କେଉଁ...

ଏହି ୩ ସମ୍ପର୍କ ଉପରେ କେବେହେଲେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା...

ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri