ଭୁଲ୍ରେ ବି କ୍ରିସ୍ମସ୍ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…
ଖୁସିର ପର୍ବ କ୍ରିସ୍ମସ୍ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍ ପର୍ବକୁ ଏବେ ସବୁ ଧର୍ମର ଲୋକେ ପାଳନ କରୁଥିବା ଦେଖାଯାଏ। ବିଶ୍ୱାସ ରହିଛି, ଏହି ପର୍ବର ମୁଖ୍ୟ ଆକର୍ଷଣ...