ଜୀବନଚର୍ଯ୍ୟା

ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି...

ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ

ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍‌ ଏହା କଳା...

ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି ସମସ୍ତଙ୍କ ସମ୍ମୁଖରେ ଆପଣଙ୍କ ପାର୍ଟନର କିଭଳି ଢ଼ଙ୍ଗରେ ଆପଣଙ୍କ ହାତ ଧରୁଛନ୍ତି ସେଥିରୁ...

ଜୋରରେ ହସିଲେ ହୋଇପାରେ ପକ୍ଷାଘାତ

ଓ୍ବାଶିଂଟନ, ୮।୭: କୁହାଯାଏ ହସ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଲାଫିଙ୍ଗ୍‌ କ୍ଲବ୍‌। ହସିବା ଯୋଗୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ହସିବା ସ୍ବାସ୍ଥ୍ୟ ପାଇଁ...

ତ୍ୱଚାକୁ ଗ୍ଲୋ କରିବ କଖାରୁ

କଖାରୁରେ ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ ବ୍ୟବହାର କରି କିପରି ସୁନ୍ଦର ଆଉ ଗ୍ଲୋଇଂ ସ୍କିନ୍‌ ପାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ… ଖଣ୍ଡ ଛୋଟ କଖାରୁକୁ ଭଲଭାବେ ପେଷ୍ଟ କରି ସେଥିରେ ୨ ବଡ଼ ଚାମଚ...

ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ। – ଏହି ଆସନ କରିବା ପାଇଁ ପ୍ରଥମେ ଫ୍ଲେଙ୍କ୍‌ ପୋଜ୍‌ କରନ୍ତୁ। – ଧୀରେ ଧୀରେ...

ମୁଡ୍‌ ରହିବ ଠିକ୍‌…

କରୋନା କଟକଣାରେ ମହିଳାମାନେ ଘରେ ରହି ବିଭିନ୍ନ ପ୍ରକାରର କାମର ଚାପରେ ଚିନ୍ତିତ ହୋଇ ପଡୁଛନ୍ତି। ଫଳରେ ଧୀରେ ଧୀରେ ଅନେକଙ୍କ ଶରୀର ମଧ୍ୟ ଅସୁସ୍ଥ ହେଉଛି। ହେଲେ ଏ ପରିସ୍ଥିତିରେ କିଛି ଖାଦ୍ୟ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ...

ବାସନରୁ ଦୂରାନ୍ତୁ ଗନ୍ଧ

ବେଳେବେଳେ ରୋଷେଇ କରିବା ପରେ ବାସନରେ ଗନ୍ଧ ରହିଯାଇଥାଏ। ଏହି ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ହେଉଥିବା ପାତ୍ରରେ ତିନି ଚାରି କପ୍‌ ପାଣି ଦେଇ ସେଥିରେ କିଛି ଡାଳଚିନି ଗୁଣ୍ଡ କିମ୍ବା...

କଟକଣାରେ ୱେଡ୍‌ଲକ୍‌

ବାହାଘର। ସମସ୍ତଙ୍କ ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ଉତ୍ସବ। ଏକଥା ଉଠିବା ମାତ୍ରେ ମନକୁ ଚାଲିଆସେ ଏକ ସୁନ୍ଦର ଭବ୍ୟ ଆୟୋଜନଭରା ବିଶାଳ ସେଲିବ୍ରେଶନ୍‌। ଖାସ୍‌ କରି କୁଆଁରୀ ଝିଅଟିଏ ପାଇଁ ଏହା ଦ୍ୱିତୀୟ ଜୀବନର ଅୟମାରମ୍ଭ। ଦ୍ୱିତୀୟ ଜୀବନର...

କରୋନା ଛଡ଼ାଉଛି ଆଘ୍ରାଣ କ୍ଷମତା

ପ୍ୟାରିସ,୭ା୭: ମହାମାରୀ କରୋନା ଯୋଗୁ ସାରା ବିଶ୍ୱବାସୀ ଦୁର୍ଦ୍ଦଶାରେ ଜିଉଁଛନ୍ତି। ଅଦ୍ୟାବଧି ୧.୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୫ ଲକ୍ଷ ୪୦ ହଜାର ଲୋକଙ୍କ ଜୀବନଗଲାଣି। ହେଲେ ଯେଉଁମାନେ କରୋନାରୁ ଆରୋଗ୍ୟ ହେଉଛନ୍ତି ସେମାନଙ୍କ ମଧ୍ୟରୁ...

ଶ୍ରାବଣରେ ମହାଦେବଙ୍କ କୃପା ପାଇବାକୁ ଚାହାନ୍ତି କି, ଏପରି ରଙ୍ଗର ପୋଷାକ ପିନ୍ଧି କରନ୍ତୁ ପୂଜା

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ କରନ୍ତି । ଏହା ମଧ୍ୟ କୁହାଯାଏ କି ସମସ୍ତ ମାସ ଅପେକ୍ଷା ଶ୍ରାବଣ...

ଅସନ୍ତୁଳିତ ଜୀବନଶୈଳୀ ଓ ମେଦବହୁଳତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଦରକାର। ହେଲେ ଅଧକାଂଶ ବ୍ୟକ୍ତି ନିଜର ଜୀବନଶୈଳକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଥାଆନ୍ତି। କେତେକ କ୍ଷେତ୍ରରେ ଏହା ସଫଳ ହୋଇଥାଏ ପୁଣି କେତେକାଂଶରେ ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri