ଜୀବନଚର୍ଯ୍ୟା

ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ...

ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରେ ଶୁଖିଲା ନଡିଆ

ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ କୋଲେଷ୍ଟ୍ରଲ୍‌ ବା ଟ୍ରାନ୍ସ ଫ୍ୟାଟ୍‌ ଆଦୌ ନାହିଁ। ଏଥିରେ ସେଲେନିୟମ୍‌, କପର୍‌ ଓ ଡ଼ାଏଟ୍ରି ଫାଇବର୍‌ ଭରପୂର ମାତ୍ରାରେ ଅଛି। ଏହି କାରଣରୁ ଶୁଖିଲା ନଡ଼ିଆ ବହୁତ ଉପକାରୀ...

ଦିନକୁ ୨ଟି ଆସ୍ପ୍ରିନ୍‌ କ୍ୟାନସରରୁ ରଖେ ଦୂରେଇ !

ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍‌ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶରୀରରେ ଯନ୍ତ୍ରଣା, ଜଳାପୋଡ଼ା ଅବା ଜ୍ୱରରୁ ମୁକ୍ତି ପାଇଁ...

ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି କମିଯିବା। କ୍ଲିନିିକାଲ ମ୍ୟାନେଜ୍‌ମେଣ୍ଟ ପ୍ରୋଟୋକଲ: କୋଭିଡ୍‌-୧୯ ଦସ୍ତାବିଜ୍‌ରେ ୯ଟି ଲକ୍ଷଣ ଥିଲାବେଳେ ସେଥିରେ...

ମଧୁମେହରୁ ମୁକ୍ତି ଦିଏ ମେଥିପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା...

ଏହି ସମୟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଜଳ ହିଁ ଜୀବନ। ଜଳ ବିନା ଜୀବନ କଳ୍ପନା ଅସମ୍ଭବ, ସମସ୍ତଙ୍କୁ ବଞ୍ଚିରହିବାକୁ ହେଲେ ପାଣି ନିହାତି ଜରୁରି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଶରୀରେ ୬୦ ପ୍ରତିଶତ ଜଳ ଥାଏ। ତେବେ ଯେତେବେଳେ ଶୋଷ ଲାଗିଥଏ ଆମେ ତୁରନ୍ତ...

ସ୍ବାସ୍ଥ୍ୟ ଉପକାରୀ ଡାଳିମ୍ବ ରସ: ରୋଗ ପ୍ରତିରୋଧକ ଶକ୍ତି କରେ ବୃଦ୍ଧି

ଡାଳିମ୍ବ ପ୍ରାୟ ସବୁ ଋତୁରେ ଉପଲବ୍ଧ । ଏହା ବଜାରରେ ସହଜରେ ମିଳିଯାଇଥାଏ। କେହିକେହି ଏହାର ଜୁସ୍‌ ପିଇବାକୁ ପସନ୍ଦ କରୁଥିବା ବେଳେ କେହି ଏହାକୁ ଚୋବାଇ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିରେ ଥିବା ଔଷଧୀୟ ଗୁଣ ଶରୀର ସୁସ୍ଥ...

ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର ପାଣି ପିଇବା ଅଧିକ ଲାଭଦାୟକ ତଥା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ।...

କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

ପ୍ରତ୍ୟେକ ଋତୁରେ କଦଳୀ ସହଜରେ ମିଳିଥାଏ। ଏହା ସ୍ବାସ୍ଥ୍ୟ ଉପକାରୀ। ଡାକ୍ତର ପ୍ରତିଦିନ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ତେବେ ଏହି କଦଳୀ କିଣିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା...

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି ଭାତ ଅଧିକ ପସନ୍ଦ। ସେ ଦିନରେ ଯେତେ ଥର ହେଉନା କାହିଁକି ଏହାକୁ...

ଏକାଠି ଭୋଜନ କଲେ ନିିବିଡ଼ ହୁଏ ସମ୍ପର୍କ

ପେନସିଲଭାନିଆ,୯।୬: ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ତଥା ନିବିଡ଼ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ପରିବାର ମୂଳଦୁଆ ପରି। ତେବେ ପରିବାର ସଦସ୍ୟ ଏକାଠି ଭୋଜନ କଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ଏନେଇ ଓହିଓ ଷ୍ଟେଟ୍‌...

ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ ତାହା ନଷ୍ଟ ହୋଇ ଯାଇଥାଏ। ତେଣୁ କେଉଁ ପଦାର୍ଥକୁ ଫ୍ରିଜରେ ରଖିବେ ନାହିଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri