ଜୀବନଚର୍ଯ୍ୟା

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର ଏକ ବାୟୋ ଟେକ୍ନୋଲୋଜି କମ୍ପାନୀ ଅଷ୍ଟ୍ରେଲିଆରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ମନୁଷ୍ୟଙ୍କ...

ଆୟୁର୍ବେଦିକ୍‌ ହର୍ବାଲ୍‌ ଟି

ଆବଶ୍ୟକ ସାମଗ୍ରୀ- ପାଣି, ଅଁଳା ଗୁଣ୍ଡ, ଅଦା, ପୁଦିନା ପତ୍ର, ଆବଶ୍ୟକ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ଅଁଳା ଚା ତିଆରି କରିବା ପାଇଁ ଏକ ପ୍ୟାନରେ ଦେଢ଼ କପ୍‌ ପାଣି ବସାଇ ଗରମ କରନ୍ତୁ। ପାଣି ଫୁଟିବା ପରେ...

ଘରୁ ଦୂରାନ୍ତୁ ଅସରପା

ରୋଷେଇ ଘରେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବାସନ ଆଦି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରହୁଥିବାରୁ ଅସରପା ରହିବା ମାରାତ୍ମକ। କାରଣ ଏହା କିଚେନ୍‌ର କୋଣଗୁଡ଼ିକ ଏବଂ ପ୍ରତି ଛୋଟ ବଡ଼ ସ୍ଥାନକୁ ସହଜରେ ଯାଇ ଜୀବାଣୁ ଛାଡ଼ିଥାନ୍ତି,...

ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ ଏ ସମୟରେ ବାହାରକୁ କୌଣସି ଜିନିଷ ଆଣିବାକୁ ବା କୌଣସି କାମରେ ଯାଉଥିଲେ...

କରୋନା ଓ ମାତୃତ୍ୱ

”ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା ଭଳି ସମସ୍ୟା ଦେଖାଦିଏ ଏବଂ ଏହି ପର୍ଯ୍ୟାୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ...

ତ୍ୱଚାକୁ ସୁସ୍ଥ ରଖେ ଟମାଟୋ

ଟମାଟୋ ଦେଖିବାକୁ ଯେତିକି ଆକର୍ଷଣୀୟ, ଖାଦ୍ୟକୁ ବି କରେ ସେତିକି ସ୍ବାଦିଷ୍ଟ। କେବଳ ଏତିକି ନୁହେଁ ଏଥିରେ ମଧ୍ୟ ଭରିରହିଛି ଏକାଧିକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଜାଣିରଖନ୍ତୁ ସୁନ୍ଦର ତ୍ୱଚା ଲାଗି ଟମାଟୋକୁ ବ୍ୟବହାର କରିବାର ବିଭିନ୍ନ ଉପାୟ… –...

ରିଫି୍ରିଜିଂ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଆଜିକାଲି ଖାଦ୍ୟକୁ ସଂରକ୍ଷିତ କରି ରଖିବାର ଅନେକ ପ୍ରକାର ଉପାୟ ରହିଛି। ଆମେ ରାନ୍ଧିଥିବା ଖାଦ୍ୟ ବଳି ପଡ଼ିଲେ ତାହାକୁ ରେଫ୍ରିଜରେଟରରେ ରଖିଦେଇଥାଉ। ପରବର୍ତ୍ତୀ ସମୟରେ ତାହାକୁ ବାହାର କରି ଖାଇଥାଉ। ପୁଣି ବଳକା ଖାଦ୍ୟକୁ ତା’ ଭିତରେ ରଖିଦେଉ।...

ଲୋ ବ୍ଲଡ୍‌ପ୍ରେସର ଓ ଖାଦ୍ୟ

ଯଦି ଆପଣ ଲୋ ବ୍ଲଡ୍‌ପ୍ରେସର ପରି ସମସ୍ୟା ସହ ଜଡ଼ିତ ତେବେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ନଜର ଦେବାକୁ ପଡିଥାଏ। ସାଧାରଣତଃ ଏପରି ରୋଗୀଙ୍କୁ ପ୍ରଚୁର ପାଣି ପିଇବାକୁ ଏବଂ ଲୁଣ କମ୍‌ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।...

ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର

ନ୍ୟୁୟର୍କସ୍ଥିତ ବଫାଲୋ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍‌ ସାଇନ୍ସର ବୈଜ୍ଞାନିକମାନେ ଏପରି ଏକ ପେସମେକର (ହାର୍ଟକୁ କ୍ରିୟାଶୀଳ କରିବା ଏବଂ ଏହାର ସ୍ପନ୍ଦନକୁ ସନ୍ତୁଳିତ ରଖିବା ପାଇଁ ବ୍ୟବହାର କରାଯାଏ) ପ୍ରସ୍ତୁତ କରିଛନ୍ତି, ଯାହା ହାର୍ଟ ବିଟ୍‌ (ହୃତ୍‌...

କରୋନା ଭାଇରସ୍‌ ପ୍ରତିଷେଧକ ଟିକା

”କରୋନା ଭାଇରସ୍‌ର ସଫଳ ମୁକାବିଲା କରିବା ନିମନ୍ତେ ପ୍ରତିଷେଧକ ଟିକା ହିଁ ଏକ ମାତ୍ର ଫଳପ୍ରଦ ବ୍ୟବସ୍ଥା । ଏହି ଭାଇରସ୍‌ର ଆବିର୍ଭାବର ମାତ୍ର ଅଳ୍ପ କେଇ ମାସ ଅତିବାହିତ ହୋଇଥିଲେ ସୁଦ୍ଧା ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ପ୍ରତିଷେଧକ ଟିକା...

କଥା କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ

ଜେନିଭା: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୮ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ ଅଧଇକ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ମହାସଙ୍କଟ ସମୟରେ ବିଶ୍ୱ ସ୍ବାସ୍ଥ୍ୟ...

ଗ୍ୟାଷ୍ଟ୍ରିକ ସମସ୍ୟା

ଗ୍ୟାଷ୍ଟ୍ରିକ  ସମସ୍ୟା ଥିଲେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହା ଗ୍ୟାଷ୍ଟି୍ରିକ ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ। ଚର୍ବିଜାତୀୟ ଏବଂ ଫ୍ରାଏ ହୋଇଥିବା ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଏବଂ ଅଧିକ ଲୁଣିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri