ଜୀବନଚର୍ଯ୍ୟା

ବିମାନ ଯାତ୍ରା ସମୟରେ ଏସବୁ ଖାଦ୍ୟପଦାର୍ଥ ପ୍ରତି ରହିଛି ପ୍ରତିବନ୍ଧକ

ସାଧାରଣତଃ ଲୋକେ ବସ୍‌, ଟ୍ରେନ୍‌ କିମ୍ବା ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ କିଛି ଖାଦ୍ୟପଦାର୍ଥ ନେଇଥାନ୍ତି। କାରଣ ଯାତ୍ରା ଯେପରି ବୋରିଂ ନ ହେବ। ମାତ୍ର ବିମାନରେ ଯାତ୍ରା କରିବା ସମୟରେ କିଛି ଖାଦ୍ୟ ପଦାର୍ଥ ସାଙ୍ଗରେ ନେବା...

ତିନିଫୁଟିଆ ମହାରାଜା ଦୋସା

ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍‌ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସିଥାନ୍ତି। ଗ୍ରାହକମାନଙ୍କ ରୁଚି ଅନୁସାରେ ଏଠାରେ ଡିଶ୍‌ ପ୍ରସ୍ତୁତ...

ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ମାସ୍କ ଓ ସାନିଟାଇଜର ବ୍ୟବହାର କରି ଏହାକୁ ରୋକିବାକୁ ସଚେତନ କରାଯାଉଛି। ତେବେ...

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଘରୋଇ ଉପଚାର

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁରର ଆସୋସିଏଟ୍‌ ପ୍ରଫେସର ଡ. ସିଆର ଯାଦବ କୁହନ୍ତି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଘରୋଇ ଉପଚାର ସବୁଠୁ ଭଲ। ଜାଣନ୍ତୁ ଏ ସମ୍ପର୍କରେ… – ୨୦ଟି ତୁଳସୀପତ୍ରକୁ ଭଲ ଭାବରେ ଧୋଇ...

ଷ୍ଟାଇଲିଶ୍‌ ଦୁପଟ୍ଟା

ଫ୍ୟାଶନ୍‌ ଟ୍ରେଣ୍ଡ ଏବଂ ଷ୍ଟାଇଲ୍‌ ଦିନକୁ ଦିନ ବଦଳୁଛି। ଏହାକୁ ଆପଣେଇ ପାରିଲେ ଆପଣ ନିଜକୁ ଆହୁରି ଷ୍ଟାଇଲିଷ୍ଟ କରିପାରିବେ। ଆପଣ ଟ୍ରେଣ୍ଡରେ ଥିବା ଅଲଗା ଅଲଗା ଷ୍ଟାଇଲ୍‌ର ଡିପେଣ୍ଡ କରିଥାଏ ନିଜର ଡ୍ରେସ୍‌ଅପ୍‌ ଲୁକ୍‌। କିନ୍ତୁ ଏହାକୁ ଡ୍ରେସ୍‌...

କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ତେବେ କର୍ମଜୀବୀମାନେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି ନଜର...

ଚିତ୍ରାଙ୍କନକୁ ନିଶା ଏବଂ ପେସା ଭାବେ ଗ୍ରହଣ କରିଛି

ଇଚ୍ଛା ଏବଂ ଆଗ୍ରହ ବଳରେ ଜଣେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ସହ ସଫଳତା ର ଶିର୍ଷ ପହଁଞ୍ଚିପାରିଥାଏ। ଠିକ୍‌ ସେହିପରି ମିନର୍ଭା ସାହୁ ନିଜକୁ ଏକାଧାରରେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖିକା ଭାବେ ପରିଚିତ କରାଇବାରେ ସଫଳ ହୋଇଛନ୍ତି।...

ହୋମ୍‌ମେଡ ଫେସିଆଲ୍‌

ଏବେ ବିବାହ ସିଜନ୍‌ ଚାଲିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବଢ଼ାଇବାକୁ ହେଲେ ସେମାନେ ପାର୍ଲର ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଘରେ ଏକ ଉପାୟ ଆପଣାଇ ପାର୍ଲର ପରି ଲୁକ୍‌ ପାଇପାରିବେ। ଆପଣ ହଳଦୀ...

ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ। ଆମ୍ବପତ୍ର ବିଭିନ୍ନ ପ୍ରକାର ନ୍ୟୁଟ୍ରିଏନଟ୍‌ରେ ଭରପୂର। ଏଥିରେ ଜୀବସାର ଏ, ବି,...

ରୋଗ ପ୍ରତିରୋଧକ ଶକ୍ତି ଓ ଇବୋଲା ଭାଇରସ୍‌

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିଲେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରୁ। ତେଣୁ ଏଥିପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଏକ ପ୍ରକାର ଭାଇରସ୍‌ ଯଦି ଆମ ଶରୀରରେ ନିଜର କାୟା...

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମାଇବ ହର୍‌ମୋନ

ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ବ୍ୟକ୍ତି ନୁହନ୍ତି, ଯୁବାବସ୍ଥାରେ ଅନେକେ ଏହାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ଯନ୍ତ୍ରଣାରୁ କିପରି ଉପଶମ ମିଳିବ, ସେ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ...

ଜଳବାୟୁ ପରିବର୍ତ୍ତନ ଓ ମାନସିକତା

ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ସିଧାସଳଖ ପ୍ରଭାବ କେବଳ ମାନବ ସମାଜ ନୁହେଁ, ପଶୁପକ୍ଷୀ, ବୃକ୍ଷଲତା ଉପରେ ପଡ଼ିଥାଏ। ଯଦି ଜଳବାୟୁ ସ୍ବାସ୍ଥ୍ୟୋପଯୋଗୀ ନ ରହିଲା, ତେବେ ସେଥିଯୋଗୁ ଆମର ମାନସିକତା ପ୍ରଭାବିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri