ଜୀବନଚର୍ଯ୍ୟା

ଉପକାରୀ ଶିମ୍ବ: ଚର୍ମରୋଗ ସହ ନାନାଦି ସମସ୍ୟାରୁ ମୁକ୍ତି ଦିଏ

ବର୍ତ୍ତମାନର ଜୀବନଶୈଳୀ ଏବଂ ପ୍ରଦୂଷଣ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତନ୍ମଧ୍ୟରୁ ଚର୍ମ ରୋଗ ଅନ୍ୟତମ। ଏହା ପ୍ରଦୂଷଣ ଜଳ ଓ ବାୟୁ ସଂସ୍ପର୍ଶରେ ଆସି ହୋଇଥାଏ। ବେଳେବେଳେ ଏହା ରକ୍ତ ଅପରିଷ୍କାର ହେଲେ ମଧ୍ୟ ହୋଇଥାଏ। ତେବେ...

ମୁଣ୍ଡବ୍ୟଥା ହେଉଥିଲେ…ଘରୋଇ ଉପାୟ….

ମୁଣ୍ଡବ୍ୟଥା ସମସ୍ୟା ଅନେକଙ୍କଠାରେ ଥାଏ। ତେବେ ଘରୋଇ ଉପାୟରେ କିଭଳି ଏଥିରୁ ନିସ୍ତାର ପାଇବେ, ଜାଣନ୍ତୁ ସେ ସମ୍ପର୍କରେ.. ୧. ତେଜପତ୍ର ପଡ଼ିଥିବା ନାଲି ଚା’ରେ ଲେମ୍ବୁରସ ପକାଇ ପିଇଲେ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ। ୨. ନଡ଼ିଆ ପାଣି, ଚାଉଳଧୁଆ...

ଲାଟେଷ୍ଟ ଟ୍ରେଣ୍ଡରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌

ଆଜିକାଲି ଯୁବତୀମାନେ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆଉଟ୍‌ଫିଟ୍‌ ସହ ଫୁଟ୍‌ଓ୍ବେର୍‌ ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଖାସ୍‌ ସେଥିପାଇଁ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡରେ ରହିଛି। ଏମ୍ବ୍ରୋଡୋରି ଆଉଟ୍‌ଫିଟ୍‌ ଭଳି ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ବି ପିନ୍ଧିବାକୁ କମ୍ଫଟେବୁଲ୍‌...

କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ

ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା ଏବଂ ସ୍ବଚ୍ଛତା ଜରୁରୀ। ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ। ଏହା ସହିତ...

ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି...

ଉଜ୍ଜ୍ୱଳ ତ୍ୱଚା, କୋଷ୍ଠକାଠିନ୍ୟ ସମସ୍ୟା ଲାଗି ବରକୋଳି

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ...

ଗଣ୍ଠି ଯନ୍ତ୍ରଣା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ମେଥି ଶାଗ

ପ୍ରାୟ ସମସ୍ତଙ୍କୁ ଶାଗ ଖାଇବା ପସନ୍ଦ। ଅନେକ ଉପାଦେୟ ଗୁଣରେ ଭରପୂର ଥାଏ ଶାଗ। କେଶ ସମସ୍ୟାରୁ ନାନାଦି ରୋଗ ପାଇଁ ଶାଗ ଖାଇବା ଲାଭଦାୟକ। ତେବେ ମେଥି ଶାଗ ଖାଇବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମେଥି ଶାଗ...

କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି କେହି କହୁଥିବା ବେଳେ ମାଉଥ୍‌ ଓ୍ବାଶ୍‌ର ବ୍ୟବହାର ଦ୍ୱାରା ଏହି ଭୂତାଣୁକୁ...

ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରୁଥିବା ବେଳେ କେହି କେହି ଏଥିଲାଗି ଥଣ୍ଡା...

କରୋନା ଭାଇରସ: ସାନିଟାଇଜରର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ଲାଗି କ୍ଷତିକାରକ

ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର...

ଉଜ୍ଜ୍ୱଳ ତ୍ୱଚା ଲାଗି ପାଣିରେ ମିଶାଇ ପିଅନ୍ତୁ ଏସବୁ ଜିନିଷ

ବର୍ତ୍ତମାନ ଜୀବନଶୈଳୀ ଓ ଖାଦ୍ୟପେୟ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ ମୁହଁରେ ଦାଗ ଅନ୍ୟତମ। ଅନେକ ସମୟରେ ଖାଦ୍ୟପେୟଜନିତ ଅବହେଳା ଲାଗି ବ୍ରଣ ଉଠି କଳାଦାଗ ହୋଇଥାଏ। ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଆଜିର ଯୁବପିଢ଼ି ଏହି...

ଚିକେନ୍‌ ବେଗମ୍‌ ବାହାର

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି ସି ବିଚ୍‌ ରୋଡରେ ଥିବା ଗୋଲ୍‌ଡେନ ଟ୍ରି ହୋଟେଲରେ ଉଭୟ ଆମିଷ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri