ଜୀବନଚର୍ଯ୍ୟା

ଉପକାରୀ ମହୁ

ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ ଉଠିବା ପରେ ବାସିପାଣିରେ ଦୁଇବୁନ୍ଦା ମହୁ ମିଶାଇ ପିଇଲେ ମେଦବହୁଳତା ପରି ସମସ୍ୟା...

ଖାଦ୍ୟରେ ଲୁଣ କମ୍‌ କରିବାକୁ ଚାହୁଁଛନ୍ତି….. ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି । ସେଥି ମଧ୍ୟରୁ ଲୁଣ ଅନ୍ୟତମ। ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କ୍ଷତିକାରକ। ଏହା...

ଲାଟେଷ୍ଟ ଟ୍ରେଣ୍ଡ୍‌ରେ ଜୁଟ୍‌ ବ୍ୟାଗ୍‌ ଫ୍ୟାଶନ

ପରିବର୍ତ୍ତନଶୀଳ ଫ୍ୟାଶନ ଦୁନିଆରେ ଏବେ ଜୁଟ୍‌ ବ୍ୟାଗ୍‌ର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। କାରଣ ଏହା ପରିବେଶ ଅନୁକୂଳ ହେବା ସଙ୍ଗେସଙ୍ଗେ ଆକର୍ଷଣୀୟ ଲାଗିଥାଏ। ଲେଦର ତଥା ରେକ୍ସିନ୍‌ର ବ୍ୟାଗ୍‌ ତ ଅନେକ ଦେଖିଥିବେ। ହେଲେ ମାର୍କେଟରେ ଏବେ...

ଏସବୁ କାରଣ ଲାଗି ଖରାପ ହୋଇଥାଏ କିଡ୍‌ନୀ

କିଡ୍‌ନୀ ଖରାପ ହେବାର ଅନେକ କାରଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ କେଉଁ କାରଣରୁ କିଡ୍‌ନୀ ଖରାପ ହୋଇଥାଏ ସେ ସମ୍ପର୍କରେ ଜାଣନ୍ତୁ… – ଅଧିକ ମାତ୍ରାରେ ଲୁଣ ଖାଇଲେ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ। –...

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ନିଜ ନିଜ ଜନ୍ମଦିନରେ କେକ୍‌ କାଟିବା ପୂର୍ବରୁ ମହମବତୀ...

ରାତିରେ ପିଲା ବିଛଣାରେ ପରିସ୍ରା କରୁଛନ୍ତି କି… ଜାଣନ୍ତୁ, କିପରି ପାଇବେ ମୁକ୍ତି

ଖଜୁରି କୋଳି ସ୍ବାସ୍ଥ୍ୟ ଉପକାରୀ। ଏଥିରେ ଭିଟାମିନ୍‌ ଇ ଓ ବି ସହିତ ପୋଷକତତ୍ତ୍ୱ ରହିଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଶୀତଦିନେ ଏହାକୁ ଗରମ କ୍ଷୀରରେ ପକାଇ ପିଇବା ଫଳରେ ଅନେକ ଫାଇଦା ମିଳିଥାଏ। ତେବେ...

ଘରୋଇ ଉପାୟରେ ତ୍ୱଚାରେ ଆସିବ ଚମକ

ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି। କିଛି ଦିନ ଗୋରା ଦେଖାଯିବା ପରେ ପୁଣି ମଳିନ ପଡ଼ିଯାଇଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ତ୍ୱଚାରେ ଚମକ ଆସିବ...

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା ସତ୍ତ୍ୱେ ମଧ୍ୟ କିଛି ରୋଗ ହଠାତ୍‌ ହୋଇଥାଏ। ଯେମିତିକି ହୃଦ୍‌ରୋଗ। ଏହା କେତେବେଳେ...

ଆଖି ସମସ୍ୟା ଦୂର କରେ ଅମୃତଭଣ୍ଡା

ବାଡିବଗିଚାରେ ଅମୃତଭଣ୍ଡା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। କଞ୍ଚା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ମହଜୁଦ...

ଖାଇସାରିବା ପରେ ତୁରନ୍ତ ପାଣି ପିଇବା ହୋଇଥାଏ କ୍ଷତିକାରକ

ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା ସମୟରେ ପାଣି ପିଇବାକୁ ମନା କରିଥାନ୍ତି। ଏପରି କରିବା ଫଳରେ ଶରୀର ଉପରେ...

ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…...

ଏସବୁ ଦିଗପ୍ରତି ଧ୍ୟାନଦେଲେ ଅଣ୍ଟା ଯନ୍ତ୍ରଣାରୁ ମିଳେ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। କିନ୍ତୁ କିଛିଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜାଣନ୍ତୁ ଏ ସମ୍ପର୍କରେ… – କାର୍ଯ୍ୟାଳୟରେ ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri