ଜୀବନଚର୍ଯ୍ୟା

ଏହିସବୁ ସମସ୍ୟାରୁ ମୁକ୍ତିଦିଏ ଗୁଡ଼

ଗୁଡ଼ ସ୍ବାସ୍ଥ୍ୟପକ୍ଷେ ଉପକାରୀ। ଏଣୁ ଚିନି ଅପେକ୍ଷା ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଗୁଡ଼ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିବା ସହ ସ୍ବତନ୍ତ୍ର ଭାବେ ପେଟଜନିତ ସମସ୍ୟା ଦୂର ହୋଇଥାଏ। ଗ୍ୟାସ୍‌ରୁ ଆରମ୍ଭକରି କୋଷ୍ଠକାଠିନ୍ୟ...

ଏସବୁ ସମସ୍ୟା ଦୂର କରେ ସର୍ବାଙ୍ଗାସନ

ଯୋଗ ସ୍ବାସ୍ଥ୍ୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ଇମିନ୍ୟୁ ସିଷ୍ଟମ ମଜଭୁତ ହେବା ସହ ଯେକୌଣସି ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ଦୂର ହୁଏ। ବିଶେଷକରି ଶୀତଦିନରେ ଯୋଗାସନ କଲେ ଚେହେରାରୁ ଶୁଷ୍କତା ଦୂର ହୋଇ ଚମକ ଆସିଥାଏ। ଅନେକ ଯୋଗାସନ...

ସ୍ବାସ୍ଥ୍ୟ ଉପକାରୀ ଜିରା

ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି।...

ଓଜନ ନିୟନ୍ତ୍ରଣ କରେ ସାଗୁଦାନା

ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ...

ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି ପାମ୍ପୁଡ଼ି ପନିର୍‌ ଏକ ବିଶେଷ ଧରଣର ଖାଦ୍ୟ। ପୁରୀର ଫୁଡ଼୍‌ ସେଣ୍ଟ୍ରାଲରେ କାର୍ଯ୍ୟ...

କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ ଅଳଙ୍କାର ପରିଧାନ କରିଥାନ୍ତି। କାନଫୁଲ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ସହିତ କେତେକ ସମସ୍ୟାରୁ...

ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଥିଲେ…

ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ ରୋଗଗ୍ରସ୍ତ ଏବଂ ଦୁର୍ବଳ କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ୟୁନିଭର୍ସିଟି...

ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ ଶୁଣ୍ଠିର ବ୍ୟବହାର ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେ…...

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ସପୁରି

ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭ ଗ୍ରାମ ପ୍ରୋଟିନ୍‌, ୨.୩ ଗ୍ରାମ ଫାଇବର ଏଥିସହ ଭିଟାମିନ୍‌ ସି ଓ ବି-୬...

ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ମେଦବହୁଳତା ବଢିଥାଏ ବୋଲି ଲଣ୍ଡନର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ୟାନ୍‌ସର ରିସର୍ଚ୍ଚରେ ହୋଇଥିବା ଏକ...

ନିଆଁରେ ଶରୀରର କୌଣସି ଅଂଶ ପୋଡିଗଲେ, ଆପଣାନ୍ତୁ ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ସେହି ସ୍ଥାନ ପ୍ରବଳ ମାତ୍ରାରେ ପୋଡିଥାଏ। ତୁରନ୍ତ ସେହି ସ୍ଥାନରେ  ପାଣି କିମ୍ବା କିମ୍ବା ବରଫ ଲଗାଇଥାଉ। ହେଲେ ଏଥିଲାଗି ଆପଣାଇପାରିବେ ନିମ୍ନୋକ୍ତ ଟିପ୍ସ.. ଲେମ୍ବୁ: ପୋଡ଼ା ସ୍ଥାନରେ ଲେମ୍ବୁ ରସକୁ ୨-୩...

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ଏକ ସ୍ବତନ୍ତ୍ର ମହତ୍ୱ ରହିଛି। ଚଳିତ ବର୍ଷ ଜାନୁୟାରୀ ୧୫ରେ ଏହାକୁ ପାଳନ କରାଯାଉଛି। ଏହି ଦିନ ଗୁଡରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri