ଜୀବନଚର୍ଯ୍ୟା

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ହେଲେ ଗର୍ଭାବସ୍ଥାରେ କଫି ପିଇବା କ୍ଷତିକାରକ...

ଡାଇବେଟିସ ନିୟନ୍ତ୍ରଣ କରେ ମେଥି

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହାର ପାଣି ପିଇଲେ ଡାଇବେଟିସ ରୋଗୀଙ୍କ...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା ଲାଗି ଘର ସାଜ୍ଜସଜ୍ଜା କରାଯାଇଥାଏ। ତେବେ ଜାଣନ୍ତୁ ଏହି ଦିନରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ...

ତେଜପତ୍ର ଚା’ ପିଅନ୍ତୁ ଏସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଆନ୍ତୁ

ବେଳେବେଳେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମେ ରୋଗମୁକ୍ତ ହୋଇଥାଉ। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ...

କୋଲେଷ୍ଟରଲ କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଦୈନନ୍ଦିନ ଖାଦ୍ୟପେୟ ତାଲିକାର ଆମେ ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରିଥାଉ। ଏସବୁ ପନିପରିବା ମଧ୍ୟରେ ଆଳୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ। ରୋଷେଇରେ ଆଳୁର ବିଭିନ୍ନ ପ୍ରକାର ବ୍ୟବହାରକୁ ନେଇ...

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ଏହାକୁ ଶକ୍ତିର ଗନ୍ତାଘର ମଧ୍ୟ କୁହାଯାଏ। ସଜନାରେ ପ୍ରାୟ ୪୬ ପ୍ରକାରର...

ସୁଫିଆନା ପନିର ଟିକା

ପୁରୀ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ରୁଚିକୁ ଦେଖି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିଲେ ମଧ୍ୟ...

ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…

କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍‌, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ ନୁହେଁ କମଳାର ଚୋପା ମଧ୍ୟ ଦରକାରୀ। କମଳା ଚୋପା ଖାଇଲେ କ୍ୟାନସର ମଧ୍ୟ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି। ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି...

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ

ଗର୍ଭାବସ୍ଥାରେ ମହିଳାମାନେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି। ସେମାନେ ଜାଣି ନ ଥାନ୍ତି ଏହା ଦ୍ୱାରା ଗର୍ଭସ୍ଥ ଶିଶୁର କ’ଣ କ୍ଷତି ଘଟିବ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଗର୍ଭବତୀ ଚିନ୍ତା ବା ଦୁଃଖରେ ରହିଲେ ଏହାର...

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ ନ ଥାଏ ବରଂ ଘରେ ରହୁଥିବା ଲୋକେ ସୁସ୍ଥ ରହି ଥାଆନ୍ତି...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଦହି

ଉଚ୍ଚ ରକ୍ତଚାପ ଯୋଗୁ ଚିନ୍ତିତ ଲୋକଙ୍କ ପାଇଁ ଦହି ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟରୋଲ୍‌ର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ୱାରା ଶିରାପ୍ରଶିରାରେ ରକ୍ତପ୍ରବାହ ଉପରେ କୌଣସି ପ୍ରଭାବ ପଡ଼ିବ ନାହଁି ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri