ଜୀବନଚର୍ଯ୍ୟା

ଗୃହିଣୀଙ୍କ ପାଇଁ..

ଆଲମୀରାର ବହିପତ୍ର ଥିବା ଥାକରେ ଚନ୍ଦନ କାଠ ଖଣ୍ଡଟିଏ କିମ୍ବା ଶୁଖିଲା ନିମ୍ବପତ୍ର ରଖିଲେ ଏଥିରେ ପୋକ ଲାଗିବେ ନାହିଁ। ମିରର୍‌କୁ ପରିଷ୍କାର କରିବାକୁ ହେଲେ ଉଷୁମ ପାଣିରେ ଏକ ଚାମଚ ଭିନେଗାର ମିଶାଇ କପଡା ଦ୍ୱାରା ସଫା କରନ୍ତୁ।...

ଆଣ୍ଠୁଗଣ୍ଠି ରୋଗ ଉପଶମ କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି, ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍‌ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ ସମୟରେ...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ...

ଲଚ୍ଛା

ଆବଶ୍ୟକ ସାମଗ୍ରୀ : କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର ନେଇ ଏକ ପାତ୍ରରେ ଫୁଟାଯାଏ। କ୍ଷୀରରେ ଆବଶ୍ୟକ ପରିମାଣର ଚିନି, କାଜୁ, ପିସ୍ତାବାଦାମ,...

କଲେଜି ମସଲା

ଆବଶ୍ୟକ ସାମଗ୍ରୀ : ମଟନ କଲିଜା- ୫୦୦ଗ୍ରାମ ପିଆଜ- ୩ଟା(ପେଷ୍ଟ) ଟମାଟୋ- ୨ଟା(ପେଷ୍ଟ) ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ- ୧/୨ ଚାମଚ ତେଲ- ୫୦ଗ୍ରାମ, ଲୁଣ- ସ୍ବାଦନୁଯାୟୀ ଗୁଜୁରାତି- ୪ଟା, ଡାଳଚିନି- ୨ଟା...

ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ : ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର, ଜାଇଫଳ, ଜାୟତ୍ରୀ, ସାଜିରା, ବଡଅଳେଇଚ, କେଓଡା(କିଆଫୁଲ ସେଣ୍ଟ), ଘିଅ, କେଶର, ଜିରା ପାଉଡର,...

ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରିବା ପ୍ରାୟ କଷ୍ଟକର। କାରଣ ନିଜ କାର୍ଯ୍ୟକୁ ନେଇ ଅନେକେ ଏତେ ବ୍ୟସ୍ତ ଯେ ସେମାନେ ନିଜର ଶରୀର ପ୍ରତି ଠିକ୍‌ ନଜର ଦେଇପାରି ନ ଥାନ୍ତି। ଫଳରେ ସେମାନେ...

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଶିଡ଼ି ଚଢ଼ିବା

ଶିଡ଼ି ଚଢ଼ିବାକୁ ଅନେକ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ ଏବେ ତ ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ ଅନେକେ ଆପଣେଇଥାଆନ୍ତି। କିନ୍ତୁ ଶିଡ଼ି ଚଢ଼ିବା ଦ୍ୱାରା ଆମର ଅନେକ ଉପକାର ହୋଇଥାଏ।...

ଆଙ୍ଗୁଠି ଫୁଟାଇବା ଓ ଆର୍ଥ୍ରାଇଟିସ୍‌ ସମସ୍ୟା

ଆଙ୍ଗୁଠି ଫୁଟାଇବା ଅନେକ ଙ୍କର ଏକ ଅଭ୍ୟାସ। ଯଦି ଏହି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏପରି ତଥ୍ୟ ବିଷୟରେ କାନାଡା ୟୁନିଭର୍ସିଟି ପକ୍ଷରୁ...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ଉପକାରୀ ଗୁଣ ଭରି ରିହିଛି । ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ… – ଭିଟାମିନ୍‌ ‘ଏ’ର ପ୍ରମୁଖ ଉତ୍ସ ହେଲା ଅମୃତଭଣ୍ଡା। ଏହାକୁ...

ଭାରତ: ବିଶ୍ୱର ସାପ କାମୁଡ଼ା ରାଜଧାନୀ

ପ୍ରାଥମିକ ଚିକିତ୍ସା: ବିଷଧର ସାପ କାମୁଡିଥାଉ କି ବିଷହୀନ ସାପ କାମୁଡିଥାଉ ପ୍ରତ୍ୟେକ ସାପକାମୁଡ଼ା ରୋଗୀକୁ ବିଷଧର ସାପ କାମୁଡିଛି ବୋଲି ବିଚାରି ପ୍ରାଥମିକ ଚିକିତ୍ସା କରିବା ଉଚିତ। ପ୍ରାଥମିକ ଚିକିତ୍ସା କରୁଥିବା ବ୍ୟକ୍ତି ନିଜେ ଆଦୌ ଛାନିଆ ନ...

ମଦ ନିଶାର ଚିକିତ୍ସା

”ବାରମ୍ବାର ମଦ ନିଶା ସେବନ ଦ୍ୱାରା ରୋଗୀର ଶାରୀରିକ ଓ ମାନସିକ ସ୍ତରରେ ମଦ ପ୍ରତି ନିର୍ଭରତା ଆସିଯାଏ। ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ସେବନ ବନ୍ଦ ହୋଇଯାଏ, ତେବେ ବ୍ୟକ୍ତିଠାରେ ଅନେକ ଶାରୀରିକ ଓ ମାନସିକ ପ୍ରଭାବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri