ଜୀବନଚର୍ଯ୍ୟା

ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ ଗ୍ରହ-ନକ୍ଷତ୍ରମାନଙ୍କ ସଠିକ ଗଣନା ଜରୁରୀ। ସେପ୍ଟେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସରେ...

ପ୍ରତ୍ୟହ ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ୍‌; ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ...

ମନୁଷ୍ୟ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଏପରି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର...

ତ୍ୱଚା ପାଇଁ ବରଦାନ ସଜନାଶାଗ

ସଜନାଶାଗରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ସଜନାଶାଗକୁ ଶୁଖାଇ...

ଅଳ୍ପ ବୟସରୁ…

ଜଣେ ନାରୀ ପାଇଁ ଜରାୟୁ ବା ଗର୍ଭାଶୟ ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ...

ଭୁଲ୍‌ରେ ବି କାହାକୁ କୁହନ୍ତୁ ନାହିଁ ଏହି ୫ କଥା, ନଚେତ ପସ୍ତାଇବେ ସାରା ଜୀବନ !

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ। ସେ ତାଙ୍କର ନୀତିରେ...

କେବେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; କାଙ୍ଗାଳ ହୋଇଯିବେ…

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି...

ଏହି ୪ ନାମର ଯୁବତୀ ଶାଶୁଘର ଲୋକଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା...

ଯୋଗ କରିବା ପୂର୍ବରୁ/ପରେ ପାଣି ପିଇବା ଉଚିତ କି ନୁହେଁ? ଜାଣନ୍ତୁ ସଠିକ୍‌ ନିୟମ… 

କହିବାକୁ ଗଲେ ଆଜିକାଲିର ଯୁବପୀଢ଼ି ଯୋଗ ମୁହାଁ। ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ ହୋଇ ଥିବାରୁ ସମସ୍ତେ ଯୋଗକୁ ଜୀବନର ଅଂଶ ଭାବେ ସାମିଲ କରୁଛନ୍ତି। ଯୋଗଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ତେବେ...

ନିଆରା ଖଗୋଳ ବିଜ୍ଞାନୀ

ସୁପ୍ରସିଦ୍ଧ ଖଗୋଳ ବିଜ୍ଞାନୀ ଭାବରେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ ସେ। କାନାଡ଼ା ରାଜଧାନୀ ଓଟାଓ୍ବାଠାରେ ଚଳିତ ବର୍ଷ ଜୁଲାଇରେ ନୋବେଲ ପୁରସ୍କାରର ସମକକ୍ଷ ଭାବରେ ବିବେଚନା କରାଯାଉଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ ଇନ୍‌ ଷ୍ଟାଟିଷ୍ଟିକ୍ସ’ ପରି ସମ୍ମାନଜନକ ପୁରସ୍କାରରେ...

ପ୍ରକୃତି ଓ ଜୀବର ଜୈବ ପ୍ରକ୍ରିୟା

ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀ ଏକ ଗ୍ରହ ଯେଉଁଠି ଜୀବଜଗତ ବଞ୍ଚିତ ରହିବା ପାଇଁ ପାଣି, ପବନ, ମାଟି ଓ ଜଳବାୟୁ ଅନୁକୂଳ ଅଟେ। ପୃଥିବୀ ଗର୍ଭରେ ଥିବା ଖଣିଜ ପଦାର୍ଥ ଇତ୍ୟାଦିରେ ମହଜୁଦ ରହିଅଛି ଯେପରି କମ୍ପାନୀ ଯାନଟି ବାହାର...

ସ୍ବପ୍ନ ବି ଆମକୁ ଦେଇଥାଏ ଅନେକ ସଙ୍କେତ, ଜାଣନ୍ତୁ…

ସ୍ବପ୍ନ ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଆମକୁ କି ସଙ୍କେତ ଦେଇଥାଏ… * ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବପ୍ନରେ ପ୍ରଭୁ ଗଣେଶଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri