ଜୀବନଚର୍ଯ୍ୟା

ସିନ୍ଦୂର

ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ ସାମଗ୍ରୀ। ଦେବ କର୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏହାର ରହିଛି ବିଶେଷ...

ବୃଦ୍ଧି ପାଉଛି ମାନସିକ ରୋଗ

ଆମ ଶରୀରରେ ‘ମନ’ ବୋଲି କୌଣସି ନିର୍ଦ୍ଦିଷ୍ଟ ଜିନିଷ ନାହିଁ। ଯାହାକୁ ମନ ବୋଲି କୁହାଯାଏ ତାହା ହେଉଛି ଭାବନା (thinking), ଅନୁଭବ (feeling) ଓ କାର୍ଯ୍ୟ ସଞ୍ଚାଳନ (volition)ର ସମାହାର। ମଣିଷ ଚିନ୍ତା କରିବା ଏବଂ ଅନୁଭବ କରିବା...

ମାନବ ବିବର୍ତ୍ତନ ବୀକ୍ଷଣ

କିଏ ପାଇଛନ୍ତି: ସୁଇଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି। ସେ ଜଣେ ଜୀବ...

ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ...

ସ୍ବପ୍ନରେ ଫୁଲ

ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେ ରହେ ତ କେବେ ଉଠିବାର କିଛି ସମୟ ପରେ ମନରୁ କୁଆଡୁ ଲିଭିଯାଏ।...

ଫେଷ୍ଟିଭ୍‌ ଜୁଏଲେରୀ

ଜୁଏଲେରୀ ପ୍ରତି ନାରୀଙ୍କର ଦୁର୍ବଳତା ସବୁବେଳେ ରହିଆସିଛି। କାରଣ ଏହା ସେମାନଙ୍କର ରୂପକୁ ଆହୁରି ଆକର୍ଷକ କରିଦେଇଥାଏ। ସେଥିପାଇଁ ତ ବାହାଘର ହେଉ ଅବା ପୂଜାପାର୍ବଣ ସମୟରେ ନିଜକୁ ସଜାଇବା ପାଇଁ ଜୁଏଲେରୀକୁ ନେଇ ଦ୍ୱନ୍ଦରେ ପଡିଯାନ୍ତି ଏମାନେ। ତେଣୁ...

ମା’ ଲକ୍ଷ୍ମୀଙ୍କର ପ୍ରସାଦ

ଧନ ଓ ସମୃଦ୍ଧିର ଦେବୀ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଷ୍ଠାର ସହ ପୂଜା କରିବା ସହ ତାଙ୍କ ନିକଟରେ ନାନାଦି ରକମର ଭୋଗ କରାଯାଇଥାଏ। କିନ୍ତୁ ଜାଣନ୍ତି କି ଏମିତି ବି କିଛି ଭୋଗ ରହିଛି ଯାହା...

କେଉଁଠି ରଖିବେ ମା’ ଲକ୍ଷ୍ମୀଙ୍କ ଚରଣ ଚିହ୍ନ

ମାତା ଲକ୍ଷ୍ମୀଙ୍କୁ ଧନ, ସୁଖ, ସମୃଦ୍ଧିର ଦେବୀ ବୋଲି କୁହାଯାଏ। ନିଷ୍ଠାର ସହ ତାଙ୍କୁ ପୂଜିଲେ ଘରେ ସୁଖଶାନ୍ତି ବଢ଼ିବା ସହ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। କେବଳ ମା’ଙ୍କ ପ୍ରତିମା ନୁହେଁ, ତାଙ୍କ ଚରଣ ଚିହ୍ନ...

ଫେକ୍‌ ଜବ୍‌ ଅଫର

ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡ଼ା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ଯେ ସେମାନଙ୍କୁ ଠକିବାର ଏକ ମାୟାଜାଲ, ତାହା ସେମାନେ...

କୁଆଁରପୂନେଇଁ ସଜ

କୁଅଁାରପୂନେଇଁ ଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୁଅନ୍ତି। ସକାଳୁ ଆଞ୍ଜୁଳିଟେକା ଏବଂ ସନ୍ଧ୍ୟାରେ ଚାନ୍ଦପୂଜା କରି ସାଙ୍ଗସାଥୀଙ୍କ ମେଳରେ ବେଶ୍‌ ମଜାମସ୍ତି କରନ୍ତି। ଆଉ ଏମିତିରେ ପରସ୍ପର ଭିତରେ କାହା ପୋଷାକ କେତେ ସୁନ୍ଦର ତାକୁ ନେଇ...

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି...

ଜାଣନ୍ତୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri