ମେଟ୍ରୋ

ଫିଟୁଛି ପରୀ ମୃତ୍ୟୁ ଗୁମର: ବଳାତ୍କାର ପରେ କରାଯାଇଛି ହତ୍ୟା

ଭୁବନେଶ୍ୱର,୧୬।୧୨(ବ୍ୟୁରେ): ନୟାଗଡ଼ର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ ଏସ୍‌ଆଇଟି ପକ୍ଷରୁ ବୁଧବାର ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ…

4 years ago

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୦୭ କରୋନା ପଜିଟିଭ: ଆଖିବୁଜିଲେ ୫

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ୪୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ…

4 years ago

ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା…

4 years ago

୨ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୫ ଓ ୨୦୧୬ ମସିହା ପାଇଁ ‘ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଛି। ଏହାସହ ୨୦୧୯ ନିମନ୍ତେ ୧୫ଜଣଙ୍କୁ ‘ସାରସ୍ବତ ସମ୍ବର୍ଦ୍ଧନା’…

4 years ago

ପ୍ରଥମ ପର୍ଯ୍ୟାୟରେ ୩.୨ ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ମଙ୍ଗଳବାର…

4 years ago

୨ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଭୁବନେଶ୍ୱର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ବାଲେଶ୍ୱର ଓ ଜଗତ୍‌ସିଂହପୁରର ୨ ସିସିଏଚ୍‌ ନିଯୁକ୍ତିପ୍ରାପ୍ତ ଏଏନ୍‌ଏମ୍‌ ସ୍ବାସ୍ଥ୍ୟ…

4 years ago

ଏମ୍‌ବିଏ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଛାତ୍ରୀଛାତ୍ରମାନେ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ଏମ୍‌ବିଏ…

4 years ago

ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ମନା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସୁଛି ନୂଆବର୍ଷ। ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା। ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ମନା କରାଯାଇଛି। ନୂଆବର୍ଷ…

4 years ago

ଜାନୁଆରୀ ୩ରୁ ଖୋଲିପାରିବ ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ଖୋଲା ନ ଯିବାକୁ ସରକାର ଘୋଷଣା କରିଥିଲେ। ବର୍ତ୍ତମାନ ସଂକ୍ରମଣ ହାର କମୁଥିବା ଯୋଗୁ ଏହାକୁ ଧିରେ ଧିରେ କୋହଳ…

4 years ago

କଟକଣା କୋହଳ: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମହାମାରୀ କରୋନା କଟକଣାକୁ ନେଇ ଥିବା କଟକଣାକୁ କୋହଳ କରାଯାଉଛି। ଏହି କ୍ରମରେ ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିପାରିବ ବୋଲି ସୂଚନା…

4 years ago