ମେଟ୍ରୋ

ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଅ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ଆରମ୍ଭ ହୋଇଥିବା ‘ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ’କୁ ନେଇ ବୁଧବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ…

5 years ago

ତତ୍ପରତା ଦେଖାଇ ଶୋଇଗଲେ

ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଅଧିକ ତତ୍ପରତା ପ୍ରକାଶ ପାଇବା ସହ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସହରର ୪୦ କିମି ରାସ୍ତାକୁ…

5 years ago

ବିଏମ୍‌ସିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବିକୃତ ହେଉଛି ରାଜଧାନୀ

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ଏବେ ଦୈନିକ ୬୦୦ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାରୁଛି। ବିଭିନ୍ନ ସ୍ଥାନରେ ଛୋଟବଡ଼ ଡଷ୍ଟବିନ୍‌ ରଖାଯାଇ ଆବର୍ଜନା ସଂଗ୍ରହ କରାଯିବାର…

5 years ago

ନାବାଳିକା ବଳାତ୍କାର, ମହିଳା ନିର୍ଯାତିତାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌: ଭାଜପା ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ମହିଳା ବିରୋଧୀ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉନାହିଁ। ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି…

5 years ago

ଅଭିଯୁକ୍ତଙ୍କୁ ଧରିବାକୁ ଆସି: ମାଡ଼ଖାଇଲେ ଆଇଆଇସି

ଖୁଣ୍ଟୁଣୀ,୨୫।୭(ଡି.ଏନ୍‌.ଏ.): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର ଥାନା…

5 years ago

ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି

ଭୁବନେଶ୍ୱର,୨୫।୭(ବ୍ୟୁରୋ): ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି। ଓ୍ବେବ୍‌ ଡେଭଲପ୍‌ମେଣ୍ଟ ଏବଂ ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ପାଇଁ ଭୁବନେଶ୍ୱର ଏବେ ପ୍ରଥମ ପସନ୍ଦ ପାଲଟିଥିବାରୁ…

5 years ago

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ମହିଳା ଗିରଫ, ସ୍ବାମୀ ଫେରାର

କଟକ ଅଫିସ/ଆଠଗଡ,୨୫।୭(ସ୍ବ.ପ୍ର.) କଟକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର…

5 years ago

ସୌରଚାଳିତ ଚକରେ ଗଢ଼ାହେଲା ମାଟିପାତ୍ର

ପୁରୀ ଅଫିସ, ୨୫।୭: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ କୁମ୍ଭକାରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ସମେତ ପୁରୀ…

5 years ago

ମେଟଲ୍‌ ମିଟ୍‌-୨୦୧୯: ସାମ୍ନାସାମ୍ନି ହେବେ ୭୮ ଟିମ୍‌

ଭୁବନେଶ୍ୱର,୨୫।୭(ବ୍ୟୁରୋ): କୁଇଜ୍‌ ଭଳି ଏକ ସମ୍ପୂର୍ଣ୍ଣ ଭିନ୍ନ କନ୍‌ସେପ୍ଟକୁ ନେଇ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଆୟୋଜିତ ହେବାକୁ…

5 years ago

କୋଇଲା ତଳେ ଦବିଗଲେ ୪

ତାଳଚେର,୨୫ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ରାତିରେ ଘଟିଛି ଦୁର୍ଘଟଣା। ବ୍ଲାଷ୍ଟିଂ ପରେ ଏହି ଓପନକାଷ୍ଟ…

5 years ago