ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି।…
ଭୁବନେଶ୍ୱର, ୫।୬: ଦଳର ପରାଜୟ ପରେ ନବୀନ ନିବାସରେ ପ୍ରମୁଖ ବିଜେଡି ନେତାଙ୍କ ଭିଡ଼ ରହିଛି। ନବୀନ ନିବାସରେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର,…
ଭୁବନେଶ୍ୱର,୪।୬(ଶର୍ମିଷ୍ଠା ପାଣିଗ୍ରାହୀ)-ଓଡ଼ିଶା ରାଜନୀତି ଇତିହାସରେ ଲେଖା ହେବ ଏକ ନୂଆ ଆରମ୍ଭ। ଦୀର୍ଘ ୨୪ବର୍ଷର ଶାସନ ପରେ ବିଜୁ ଜନତା ଦଳ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ…
ଭୁବନେଶ୍ୱର/ ହିଞ୍ଜିଳିକାଟୁ /ବଲାଙ୍ଗୀର/କଣ୍ଟାବାଞ୍ଝି (ଅନିଲ ଦାସ/ଦ୍ୱିତୀକୃଷ୍ଣ ପଣ୍ଡା/ବୀରେନ୍ଦ୍ର କୁମାର ଝାଙ୍କର/ଗୁରୁଦୟାଲ ହଂସ) ୫ା୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ…
ଭୁବନେଶ୍ୱର,୫।୬: ରାଜନୀତିରୁ ସନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। କଂଗ୍ରେସ ଟିକେଟରୁ ଭଣ୍ଡାରିପୋଖରୀରୁ ଲଢି ପରାସ୍ତ ହେବର…
ଭୁବନେଶ୍ୱର, ୫।୬: ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ…
ଭୁବନେଶ୍ୱର,୫ା୬(ଅନିଲ ଦାସ):ଦୀର୍ଘ ୨୪ ବର୍ଷ ବିଜେଡି ଶାସନର ଦୁର୍ଗ ଭୁଶଡ଼ି ପଡ଼ିଛି। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଭାବେ ଭାଜପା ଲୋକ ସଭାରେ ୧୯ ଓ ବିଧାନସଭାରେ ୭୮ ଆସନରେ…
ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ…
ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ…
ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର…