Advertisement

ମେଟ୍ରୋ

ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ

ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ପାଠ ପଢ଼ିବା ପାଇଁ ଛୁଟିରେ ଥିବା ୨୦୧୦ ଆଇଏଏସ୍‌ ଅଫିସର ମାନ୍‌ସୀ ନିମ୍ଭାଲଙ୍କୁ…

2 months ago
IPS Reshuffle: କମିଶନରେଟ୍‌ ପୋଲିସରେ ୩ ଯୁବ IPSIPS Reshuffle: କମିଶନରେଟ୍‌ ପୋଲିସରେ ୩ ଯୁବ IPS

IPS Reshuffle: କମିଶନରେଟ୍‌ ପୋଲିସରେ ୩ ଯୁବ IPS

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ…

2 months ago
ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’

ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’

ଭୁବନେଶ୍ୱର, ୨୮ା୨(ସୁନିତ୍‌ ମିଶ୍ର): ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ,…

2 months ago
ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ…ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ…

ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ…

ଭୁବନେଶ୍ୱର,୨୮ା୨(ସୁନିତ୍‌ ମିଶ୍ର): ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଅନ୍ତର୍ଜାତୀୟ ମହିଳା ଦିବସ ତଥା ଆସନ୍ତା ୮ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟର ପ୍ରାୟ…

2 months ago
ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରିଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି

ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି

ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭…

2 months ago
IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCPIPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ…

2 months ago
ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତିଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି

ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି

ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନ ହୋଇସାରିଲେଣି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ହେଲେ ଜେଜେଙ୍କୁ ଖୋଜୁଛନ୍ତି ନାତି ତଥା ବାବୁସାନ୍‌ଙ୍କ ପୁଅ ଗୁଆନ। ଘର ଆଗରେ ଏତେ ଲୋକ,…

2 months ago
ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ JP ନଡ୍ଡା: ଭାଜପା ଶିବିର ହଲ୍‌ଚଲ୍‌: ରାଜ୍ୟ ସଭାପତି ହେବେ…ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ JP ନଡ୍ଡା: ଭାଜପା ଶିବିର ହଲ୍‌ଚଲ୍‌: ରାଜ୍ୟ ସଭାପତି ହେବେ…

ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ JP ନଡ୍ଡା: ଭାଜପା ଶିବିର ହଲ୍‌ଚଲ୍‌: ରାଜ୍ୟ ସଭାପତି ହେବେ…

ଭୁବନେଶ୍ୱର, ୨୮।୨: ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସେ ଗୁରୁବାର ସାରେ ଏକ…

2 months ago
Delimitation in Odisha: ଦିଲ୍ଲୀରେ ହେଉଛି ବଡ଼ ପ୍ଲାନିଂ, ଓଡ଼ିଶାର ଲୋକ ସଭାରେ ବଢିଯିବ ଆସନ!Delimitation in Odisha: ଦିଲ୍ଲୀରେ ହେଉଛି ବଡ଼ ପ୍ଲାନିଂ, ଓଡ଼ିଶାର ଲୋକ ସଭାରେ ବଢିଯିବ ଆସନ!

Delimitation in Odisha: ଦିଲ୍ଲୀରେ ହେଉଛି ବଡ଼ ପ୍ଲାନିଂ, ଓଡ଼ିଶାର ଲୋକ ସଭାରେ ବଢିଯିବ ଆସନ!

ନୂଆଦିଲ୍ଲୀ,୨୮।୨: ଦେଶରେ ବଢ଼ିପାରେ ଲୋକ ସଭା ସିଟ। ସୀମା ର୍ନିଦ୍ଧାରଣ ପରେ ଲୋକ ସଭା ଆସନ ୮୪୮ ଆସନା ଛୁଇଁବା ସମ୍ଭାବନା। ଏନେଇ ବଡ଼ ଆକଳନ କରିଛନ୍ତି…

2 months ago
ପଞ୍ଚଭୂତରେ ଲୀନହେଲେ ଉତ୍ତମ: ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ଦେଲେ ମୁଖାଗ୍ନିପଞ୍ଚଭୂତରେ ଲୀନହେଲେ ଉତ୍ତମ: ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ଲୀନହେଲେ ଉତ୍ତମ: ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ଦେଲେ ମୁଖାଗ୍ନି

ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସତ୍ୟନଗର ଶଶ୍ମାନରେ ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସେପଟେ ବୋହୂ ମଧ୍ୟ…

2 months ago