ମେଟ୍ରୋ

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର (ରାଜସ୍ବ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ପଠାଯାଇଥିବା ଚିଠିରେ...

ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା।...

ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ୩ ହଜାର ମାଟ୍ରନ ପଦବୀ ସୃଷ୍ଟି କରାଯାଇ ଛାତ୍ରୀନିବାସଗୁଡିକରେ ନିୟୋଜିତ ହୋଇଛନ୍ତି। ସ୍ବାସ୍ଥ୍ୟ...

ଆୟତ୍ତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର, (ବ୍ୟୁରୋ)/ବାରିପଦା ଅଫିସ, ୧୪।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁକୁ ଏକପ୍ରକାର ଆୟତ୍ତକୁ ଅଣାଯାଇଛି। ୩ଦିନ ଧରି ଶିମିଳିପାଳରେ ବର୍ଷା ହୋଇଥିବା ବେଳେ ଶନିବାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଝିପି ଝିପି ବର୍ଷା...

ଆଜି ଭୁବନେଶ୍ୱରରୁ ୭ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ...

ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼, କଟକରୁ ସର୍ବାଧିକ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଶନିବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ...

ରିଲାଏନ୍ସର ୩ ବିଦ୍ୟୁତ୍‌ ବିତରଣ କମ୍ପାନୀ ବକେୟା ୪୨୩୪ କୋଟି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ରେ ଶୁଣାଣି ଚାଲିଥିବା ବେଳେ ଖାଉଟି ଏହାର ପ୍ରବଳ ବିରୋଧ କରୁଛନ୍ତି। ବର୍ତ୍ତମାନ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଟାଟା ପାଓ୍ବାର ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ...

ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ବିଲ୍‌ ପାରିତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି) ସଂଶୋଧନ ବିଲ୍‌-୨୦୨୧ ବାଚନିକ ମତଦାନରେ ପାରିତ ହୋଇଛି। ବିଲ୍‌ ସଂଶୋଧନ ହେବା ପରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)...

ମାଓବାଦୀ କାର୍ଯ୍ୟକଳାପ ହ୍ରାସପାଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ):୨୦୨୦ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି। ଏହି ବର୍ଷରେ ରାଜ୍ୟରେ ୪୧ଟି ମାଓବାଦୀ ହିଂସାକାଣ୍ଡ ଘଟିଛି। ସେଥିରେ ୨୭ଟି ଘଟଣାରେ ମାଓବାଦୀ ଓ ପୋଲିସ...

୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଗତ ୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ। ୨୦୦୬-୦୭ରେ ହୋଇଥିବା ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ଅନୁଯାୟୀ, ରାଜ୍ୟରେ ୧୫ ହଜାର ୩୧୫ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭିନ୍ନ କାରଣରୁ ବନ୍ଦ ହୋଇଛି।...

୧୯% ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଧାନ ୬୦.୪୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୯% ଅଧିକ। ଗତବର୍ଷ ୯.୧୭ ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଚଳିତବର୍ଷ ୧୧.୨୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ...

ନିଫ୍‌ଟ ନୋବେଲ୍‌ ଆଲୁମ୍‌ନିରେ ଓଡ଼ିଆ ପୁଅ ସୁଜିତ୍‌

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳା ଏବେ ବିଶ୍ୱ ବଜାରରେ ନୂଆ ପରିଚୟ ପାଇଛି। ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ସ୍ବତନ୍ତ୍ର ବ୍ରାଣ୍ଡିଂ କରିବା ସହ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡିଜାଇନର ସୁଜିତ୍‌ ମେହେର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri