ମେଟ୍ରୋ

ଶୂନ୍ୟକାଳରେ ହୋ ହଲ୍ଲା: ବାଚସ୍ପତିଙ୍କ ମାଇକ୍‌ ଟାଣିଲେ ତାରା, ଟେବୁଲ ଉପରେ ଚଢିଲେ କାଡାମ

ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ତାତିଲା ବିଧାନସଭା । ଗୃହରେ ବିରୋଧୀ ବିଧାୟକ ହଟ୍ଟଗୋଳ କରିବା ସହ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି । ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । ଶୂନ୍ୟକାଳରେ ହୋ...

ଶାସକ-ବିରୋଧୀ ମୁହାଁମୁହିଁ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫ା୭: ଗୁରୁବାର ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପଏଣ୍ଟ ଅଫ ଅର୍ଡର ମାଗିଥିଲା ବିରୋଧୀ ବିଜେଡି। ଏଥିସହିତ ବିରୋଧୀଦଳ ନେତାଙ୍କୁ ଗିରଫ...

ଏସ୍‌ସିବିରେ ଜମିରହୁଛି ଆବର୍ଜନା

କଟକ,୨୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ର ବିଭିନ୍ନ ବିଭାଗ ପରିସରରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି। ଏହାଦ୍ୱାରା ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ସେହି ବାଟ ଦେଇ ଯାତାୟାତ କରୁଥିବା...

ବିଶ୍ୱର ୧୧ ଉତ୍ତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର, ୨୫ା୭(ଅନୁରାଧା ମହାରଣା): ବିଶ୍ୱର ଉତ୍ତମ ବାସୋପଯୋଗୀ ୧୧ ସହର ଭିତରେ ଭୁବନେଶ୍ୱର ରହିଛି। ୟୁଏନ୍‌ ହାବିଟାଟ୍‌ ସର୍ଭେରୁ ଏହା ଜଣାପଡିଛି। ଏବେ ଶ୍ରେଷ୍ଠ ସହର ଚୟନ ସହ ର଼୍ୟାଙ୍କିଙ୍ଗ୍‌ ପାଇଁ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର...

ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରସାର: ୨୦୦ କୋଟିର କର୍ପସ୍‌ ପାଣ୍ଠି

ଭୁବନେଶ୍ୱର, ୨୫।୭(ସୁନିତ୍‌ ମିଶ୍ର)ଓଡ଼ିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ସ୍ବାଗତ କରୁଛି। ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ବପ୍ନକୁ ସାକାର କରିବା ପାଇଁ ଆମର...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୫ା୭(ଅନିଲ ଦାସ)୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ। ଗତ ଫେବୃଆରୀରେ ବିଜେଡି ସରକାର କାମଚଳା ବଜେଟ ଆଣିଥିଲେ। ତତ୍କାଳୀନ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ...

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍

ଭୁବନେଶ୍ୱର,୨୪ା୭: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା। ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଏକ ୱେବ୍ ଚ୍ୟାନେଲରେ କାମ କରୁଥିଲେ। ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ...

‘କାଳିଆ ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଜାଣନ୍ତୁ ବିଧାନସଭାରେ କ’ଣ କହିଲେ…

ଭୁବନେଶ୍ୱର, ୨୪।୭: ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବିଜେଡି ସମୟରେ କରାଯାଇଥିବା ‘କାଳିଆ ଯୋଜନା’ ବନ୍ଦ ହେବ କି ନାହିଁ ସେନେଇ ଅନେକଙ୍କ ମନରେ ପ୍ରଶ୍ନ। ବୁଧବାର ଏହି ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ...

ଡ୍ୟାମ୍‌ରେ ଦୁଇ ଛାତ୍ର ବୁଡ଼ିଯିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୭: କଟକ ଜିଲା ଚୌଦ୍ୱାର ମଙ୍ଗରାଜପୁର ଡମଣୀ ଡ୍ୟାମ୍‌ରେ ବୁଡି ବୁଧବାର ୨ ଛାତ୍ର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ...

ନାବାଳକ ଗାଡ଼ି ଚଳାଉଥିଲେ ସାବଧାନ! ଏଣିକି ଗାଡ଼ି ଜବତ ସହ ମା’ବାପାଙ୍କ ବିରୋଧରେ ରୁଜୁ ହେବ ମାମଲା…

ଭୁବନେଶ୍ୱର,୨୪।୭: ରାଜ୍ୟରେ ବଢ଼ୁଥିବା ବେପାରୁଆ ଗାଡ଼ିଚାଳନା ତଥା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଠୋର ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ନାବାଳକ ଗାଡ଼ି ଚଳାଉଥିବା ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୨୫...

ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜାଣନ୍ତୁ କେବେ ହେବ…

କଟକ,୨୪।୭: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।...

ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୨୪ା୭: ବୁଧବାର ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି। ଓଡ଼ିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri